Browsing Category
ଢେଙ୍କାନାଳ ଖବର
ଛାତରୁ ପଡି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ମୃତ୍ୟୁ !
ଗଁଦିଆ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ ଗତକାଲି ରାତିରେ କାର୍ଯ୍ୟଳୟ ଦୁଇ ମହଲା ବିଶିଷ୍ଟ ଛାତରୁ ତଳକୁ ଖସିପଡି ମୃତ୍ୟୁ ବରଣ କରିଥିବା ଜଣାଯାଇଛି l
ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବାସିନ୍ଦା ଜୟନ୍ତ ଧାରୁଆ୩୫ବର୍ଷ ପ୍ରାୟ ଦେଢ଼ ବର୍ଷ ଧରି ଏହି କାର୍ଯ୍ୟଳୟ ରେ କାର୍ଯ୍ୟ!-->!-->!-->…
ଡକାୟତି ଘଟଣାରେ ୨ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ପୋଲିସ ପକ୍ଷରୁ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଡକାୟତି ଘଟଣାରେ ଲିଖିତ ଅଭିଯୋଗ କ୍ରମେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ପ୍ରକାଶ ଥାଉକି , ମୋଟଙ୍ଗା ଥାନା ଅନ୍ତର୍ଗତ ଖଡଗପ୍ରସାଦ ଗ୍ରାମର ଦିଗମ୍ବର ସାହୁ ଙ୍କ ପତ୍ନୀ!-->!-->!-->…
ଘରେ ପଶି ଲୁଟିନେଲେ ସୁନା ଚେନ
ଘରେ ପଶି ବେକକୁ ଧରି ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ। ଏହିଭଳି ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ଗଡଗହଁପୁର ଗ୍ରାମରେ। ଆଜି ସଂନ୍ଧ୍ୟା ୬.୪୦ ସମୟରେ ଗଡଗହଁପୁର ଗ୍ରାମର ବସନ୍ତ ବର୍ଦ୍ଧନଙ୍କ ଘରୁ କିଛି ଦୁର୍ବୃତ୍ତ ମଟରସାଇକେଲରେ ଆସି ସୁନା ଚେନ ଲୁଟି ନେଇଛନ୍ତି ।
ଚୋର ପ୍ରଥମେ!-->!-->!-->…
ଜଙ୍ଗଲ ରୁ ମିଳିଲା ନିଖୋଜ ବୃଦ୍ଧ ଙ୍କ ଗଳିତ ମୃତଦେହ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଈ କର୍ଣ୍ଣାଟକପୁର ଗାଁ ପାଖ ଜଙ୍ଗଲ ରୁ ମିଳିଲା, ନିଖୋଜ ବୃଦ୍ଧ ଙ୍କ ମୃତ ଦେହ, ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଜେଛି ।
ସୂଚନା ମୁତାବକ ନିଖୋଜ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପରଜଙ୍ଗ ଥାନା ମେଣ୍ଢାପଦା ଗାଁ ର କାଳନ୍ଦୀ ବିଶ୍ୱାଳ ,ସେ ୫ଦିନ!-->!-->!-->…
ଚାରିଛକ ରେ ନାହିଁ ହମ୍ପ୍ସ, ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଛି ୨ ନମ୍ବର ୱାର୍ଡ ରାସ୍ତା
ସନ୍ଧ୍ୟା ହେଲେ ସ୍ପୀଡ଼ ବାଇକର ଙ୍କ ଦୌରାତ୍ମ୍ୟ, ଚାରି ଛକ ରେ ନାହିଁ ହମ୍ପ୍ସ ପ୍ରତିଦିନ ଘଟୁଛି ଦୁର୍ଘଟଣା । ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା । ଏଭଳି ଦୁର୍ଘଟଣା ପ୍ରବଣ ସ୍ଥାନ ପାଲଟିଛି ଢେଙ୍କାନାଳ ପୋୖରପାଳିକା ଅନ୍ତର୍ଗତ ମଧୁବନ ସ୍ଥିତ ୨ ନମ୍ବର ୱାର୍ଡ ର!-->!-->!-->…
ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ଚୋରି
ଗୋଟିଏ ରାତିରେ ତିନୋଟି ମନ୍ଦରରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି ।ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅନୁମାନ କରାଯାଉଛି ।
ସୂଚନା ମୁତାବକ, କାମାକ୍ଷାନଗର ଥାନା ବାହାଡା ଗ୍ରାମରେ ଥିବା ମଙ୍ଗଳା ମନ୍ଦିର ମୁଖ୍ୟ ଫାଟକର ତାଲାଭାଙ୍ଗି ମାଆଙ୍କର ସୁନା ମୁକୁଟ,ସୁନା ମଙ୍ଗଳସୁତ୍ର ଓ!-->!-->!-->…
ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର
ଗାଁ ମଣ୍ଡପରେ ବସିଥିବା ସମୟରେ ହେଲା ବଜ୍ରପାତ । ଏହି ବଜ୍ରପାତରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମ ପ୍ରଧାନ ସାହିରେ । ପ୍ରଧାନ ସାହି ମଣ୍ଡପରେ ଲକ୍ଷ୍ମୀଧର ସାହୁ ( କୋଚା ସାହୁ) ୪୫ ବର୍ଷ ଓ ଚିତ୍ରସେନ!-->…
ଖଣି ବିଭାଗର ବେଆଇନ କୋଇଲା ଡିପୋ ଉପରେ ଚଢ଼ାଉ ୧୫ ଟନ୍ ଜବତ ,ସରାଙ୍ଗ ଫାଣ୍ଡି ଉପରେ ପ୍ରଶ୍ନବାଚୀ
ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଠାରୁ ଅଳ୍ପ ଦୂର ସରାଙ୍ଗ ନବୋଦୟ ବିଦ୍ୟାଳୟ ପାଚେରୀ ପାଖ ଆମ୍ବତୋଟା ଠାରୁ ଗୁରୁବାର ଦିନ ୧୫ ଟନ୍ ବେଆଇନ କୋଇଲା ଡିପୋ ଉପରେ ଖଣି ଓ ଇସ୍ପାତ କାର୍ଯ୍ୟାଳୟ ତାଳଚେର ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ବେଆଇନ କୋଇଲା ଜବତ କରିଥିବା ନେଇ ସୂଚନା!-->…
ନିଟ ପରୀକ୍ଷାରେ କୃତିତ୍ୱ ହାସଲ କଲେ ଦୀପ୍ତିରଞ୍ଜନ
ଢେଙ୍କାନାଳ ସହର ସ୍ଥାନୀୟ ପଦ୍ମବଜାର ବାସିନ୍ଦା ଦୀପ୍ତିରଞ୍ଜନ ସାହୁ ।ଚଳିତ ନିଟ ପରୀକ୍ଷାରେ ୬୫୦ ନମ୍ବର ରଖି ମେଡ଼ିକାଲ ଶିକ୍ଷା ନିମନ୍ତେ କୃତୀତ୍ୱ ହାସଲ କରିଛନ୍ତି ।ସେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ରୁ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ,ଇଟେକ ଆବାସିକ ବିଦ୍ୟାଳୟ ରେ ଅଧ୍ୟୟନ!-->…
ପୋଖରୀରେ ବୁଡି ଶିଶୁ ମୃତ
ପରଜଙ୍ଗ ଥାନା ଆମ୍ବପଳାଶ ପଞ୍ଚାୟତର ମହାପାତ୍ର ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ପ୍ରକାଶ ମହାପାତ୍ର ଙ୍କ ଝିଅ ଲୁଲି ମହାପାତ୍ର (୩) ଘର ପାଖରେ ଥିବା ଦେଉଳ ପୋଖରୀରେ ବୁଡି ମୃତ ଘଟିଛି । ସାମନ୍ୟ ଅସାବଧାନତା ଯୋଗୁଁ ଘଟିଛି ଏହି ଭଳି ଅଘଟଣ ।
ସୂଚନା ମୁତାବକ ପ୍ରକାଶ ଙ୍କ ଝିଅ ଏକାକୀ ଘର!-->!-->!-->…