Browsing Category
ଢେଙ୍କାନାଳ ଖବର
ବନ୍ଧୁକ ଦେଖାଇ ଲୁଟିନେଲେ ୮୦ ହଜାର ଟଙ୍କା !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁ ଜଡ଼ାପାଳ ନିକଟରେ ଜଣେ ଔଷଧ ହୋଲସେଲ କର୍ମଚାରୀଙ୍କ ଠାରୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ୮୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।ଲୁଟ୍ ର ଶିକାର ହୋଇଛନ୍ତି ଢେଙ୍କାନାଳ ଦେବୀ ମେଡ଼ିକାଲ ଷ୍ଟୋରର କର୍ମଚାରୀ ଜ୍ଞାନରଞ୍ଜନ ସାହୁ ।
ଦୁଇ!-->!-->!-->…
ହାତୀ ଆକ୍ରମଣରେ ଚାଷୀ ଗୁରୁତର
ଚାଷ ଜମିରେ ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି । ବୃଦ୍ଧ ଜଣକ ହେଲେ ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବାଉଁଶପୋଖରୀ ପଞ୍ଚାୟତ କର୍ଣ୍ଣପୁର ବିଟ ଏରିଆ ନୂଆକୋଟ ଡିହସlହି ଗ୍ରାମର ଗିରିଧାରୀ ସାହୁ ବୟସ (୫୭)
ସେ ଗତ କାଲି ସନ୍ଧ୍ୟାରେ ନିଜ ଚାଷ ଜମିକୁ ହାତୀ!-->!-->!-->…
ବିଷପାନ କରି ଯୁବକ ମୃତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ମହୁଲଡଗର ଗାଁରେ ବିଷପାନ କରି ଯୁବକ ମୃତ । କୌଣସି କାରଣକୁ ନେଇ ଗାଁର ବେଗଲା ଜେରାଇ (୨୫ବର୍ଷ)।
ଆଜି ସକାଳେ ବିଷ ଖାଇ ଦେଇଥିଲେ ତାଙ୍କୁ ତୁରନ୍ତ କାମାକ୍ଷାନଗର ମେଡ଼ିକାଲ ଆଣିଥିଲେ ଏଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତୁ!-->!-->!-->…
ନିଟ ପରୀକ୍ଷାରେ ସଫଳତା ପାଇଲେ ଶାଶ୍ୱତ
ଢେଙ୍କାନାଳ ଜିଲ୍ଲା ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଅଧ୍ୟାପକ ସୁରେଶ ମିଶ୍ରଙ୍କ ପୁଅ ଶାଶ୍ୱତ ମିଶ୍ର ନିଟ ପରୀକ୍ଷା କୃତିତ୍ୱ ହାସଲ କରିଛନ୍ତି ।
ଶାଶ୍ୱତ ପ୍ରଥମ ରୁ ମେଧାବୀ ଛାତ୍ର ହୋଇ ଭୁବନ ଉଚ୍ଚ ବିଦ୍ୟାଳୟ ପରେ ବିଜେବି କଲେଜରୁ ଯୁକ୍ତ ୨ ପରୀକ୍ଷା ସହ ନିଟ ରେ କୃତିତ୍ୱ ହାସଲ!-->!-->!-->…
ଶିକ୍ଷାବିତ୍ ଶତ୍ରୁଘ୍ନ ଭୂତିଆଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସ୍ମୃତିସଭା
ଢେଙ୍କାନାଳ କୁଞ୍ଜକାନ୍ତ ନିବାସୀ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ୭୯ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣର ଏକାଦଶାହ ଉପଲକ୍ଷେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ସିବିଆଇ ବିଚାରପତି ତଥା ଢେଙ୍କାନାଳ ଜିଲ୍ଳା ଲେଖକ ସଂସଦର ସଭାପତି ଭିକାରୀ ଚରଣ!-->…
କମ୍ପାନୀ ସମ୍ମୁଖରେ ୭ଦଫା ଦାବି ନେଇ ବିଜେପି ର ଶାନ୍ତିପୂର୍ଣ୍ଣ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ସ୍ଥିତ ମିଶ୍ରିଲାଲ ମାଇନ୍ସ କମ୍ପାନୀ ସମ୍ମୁଖରେ ୭ଦଫା ଦାବି ନେଇ କାମାକ୍ଷାନଗର ବିଜେପି ପକ୍ଷରୁ ଆଜି ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିଲେ ଶତାଧିକ ବିଜେପି କର୍ମୀ ।
ତେବେ କମ୍ପାନୀ ର ମନମୁଖୀ କାର୍ଯ୍ୟ ,ବିରୋଧରେ ନାରାବାଜି କରିବା ସହ!-->!-->!-->…
କାମାକ୍ଷାନଗର ଦଶହରା ପାଇଁ ପ୍ରସ୍ତୁତି ବୈଠକ , ବାଜିବନି ଡିଜେ
କାମାକ୍ଷାନଗର ଉପଜିଲ୍ଲାପାଳ ଙ୍କ ସଭାଗୃହ ଠାରେ ଗଣପର୍ବ ଦଶହରା ପାଇଁ ଏକ ପ୍ରସ୍ତୁତି ବୈଠକ ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଙ୍କ ସଭାପତ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ସମସ୍ତ ୧୫ଟି ବଜାର ର ସଭାପତି ଓ ସମ୍ପାଦକ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।
!-->!-->!-->…
ଲୀଳାବତୀ ପାଠାଗାର ଉଦଘାଟିତ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଚିତ୍ତଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଞ୍ଚପଡା ଗ୍ରାମସ୍ଥିତ ଶ୍ରୀଅରବିନ୍ଦ ଜୀବନ ବିଦ୍ୟାଳୟ ପରିସରରେ ଗତ ୪ତାରିଖରେ ଏକ ନୂତନ ପାଠାଗାର ଉଦଘାଟିତ ହୋଇଯାଇଛି ।
ଗ୍ରାମର ପ୍ରତ୍ୟକ ଶିଶୁ ବିଦ୍ୟାଳୟକୁ ଯାଇ ଜ୍ଞାନ ଆହରଣ କରି ସମାଜର ମୂଖ୍ୟସ୍ରୋତରେ!-->!-->!-->…
ହାତୀ ଆକ୍ରମଣରେ ବୃଦ୍ଧା ମୃତ
ଢେଙ୍କାନାଳ ଜିଲ୍ଲାରେ ଦୈନନ୍ଦିନ ସକାଳ ପାହିଲେ କେବଳ ଗୋଟିଏ ଖବର ହାତୀ ଆକ୍ରମଣରେ ମଣିଷ ମୃତ କିମ୍ବା କୁଖ୍ୟାତ ଶିକାରୀଙ୍କ ହାତୀ ଅବା ବନ୍ୟଜନ୍ତୁ ଶିକାର l
ଏସବୁ ଦୈନିକ ଖବରକାଗଜ ମାନଙ୍କରେ ମୁଖ୍ୟ ଖବର ହୋଇଯାଇଛି l ଗତକାଲି ସକାଳେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ!-->!-->!-->…
କହ୍ନେଇପାଳ ସ୍କୁଲରେ ଚାଉଳ ବିକ୍ରି ଧରିଲେ ଗ୍ରାମବାସୀ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦୟାଣାବିଲ ପଞ୍ଚାୟତ କହ୍ନେଇପାଳ ନୋଡାଲ ସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ପାଚେରୀ ଡେଇଁ ରୋଷେୟା ନେଉଥିବା ବେଳେ ଧରିଲେ ଗ୍ରାମବାସୀ , ଘଟଣା ସ୍ଥଳ ରେ ଉତ୍ତେଜନା ବୃଦ୍ଧି ପାଇବାରୁ ଛୁଟିପରେ ଵି ଏକଘଣ୍ଟା ଅଟକ ରହିଥିଲେ ଶିକ୍ଷକ ଶିକ୍ଷୟତ୍ରୀ । ସରପଞ୍ଚ!-->!-->!-->…