Browsing Category
ଢେଙ୍କାନାଳ ଖବର
ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ଶାଖାର ରାଜ୍ୟସ୍ତରୀୟ ବୈଠକ ଅନୁଷ୍ଠିତ
ଆଜି ଅପରାହ୍ନ ଚାରି ଘଟିକାରେ ଓଡିଶା ଫାର୍ମାସିଷ୍ଟ ସେବା ସଙ୍ଘର ଏକ ରାଜ୍ୟସ୍ତରୀୟ ବୈଠକ ସ୍ଥାନୀୟ ବଜରଙ୍ଗ କ୍ଲବ, ଢେଙ୍କାନାଳ ଠାରେ ଆୟୋଜିତ ହୋଇଯାଇଛି l
ଏହି ଅବସରରେ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ଜେନା, ରାଜ୍ୟ କୋଷାଧକ୍ଷ ଅନିଲ କୁମାର ସାହୁ, ରାଜ୍ୟ ଉପସଭାପତି ସୁଧାଂଶୁ ପଣ୍ଡା, ରାଜ୍ୟ!-->!-->!-->…
ବଜାର ରୁ ସଉଦା ଆଣି ଘରକୁ ଫେରୁଥିଲେ ବ୍ୟବସାୟୀ ,ଦୁର୍ଘଟଣାରେ ଚାଲିଗଲା ଜୀଵନ
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା କଲେଜ ଛକ ବାବନ୍ଧ ରାସ୍ତା କଲେଜ ଫାଟକ ସାମ୍ନାରେ ଏକ ସଡକ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଆଜି ସକାଳୁ ସ୍ଥାନୀୟ ସୋରତ ଗ୍ରାମ ର ଶରତ ଚନ୍ଦ୍ର ବରାଳ ଜୈନିକ ଦୋକାନୀ ନିଜ ଦୋକାନ ପାଇଁ ସଉଦା ପନିପରିବା ନିକଟସ୍ଥ ହିନ୍ଦୋଳ ରୋଡ ବଜାରରୁ କିଣି ନିଜ!-->…
ଅଗ୍ନିକାଣ୍ଡ ରେ ୮ଟି ଛେଳି ସହିତ ୨ବଖରା ଘରଜଳି ପାଉଁଶ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବାଲିକୁମା ପଞ୍ଚାୟତ ଅନ୍ତର୍ଗତ ଡାଉଁଶନାଳି ଗ୍ରାମର ଚନ୍ଦ୍ରମଣି ମୁର୍ମୁ ପିତା-ଲକ୍ଷ୍ମଣ ମୁର୍ମୁ ବିଦ୍ଯୁତ୍ ସଟ୍ ସର୍କିଟ ହୋଇ କାଲି ରାତ୍ର ୩ଘଟିକା ସମୟରେ ଅଗ୍ନିକାଣ୍ଡ ଘଟି ଘରେ ଥିବା ସମସ୍ତ ଜିନିଷ ପୋଡିଯିବା ସହିତ ଆଠ ଗୋଟି ଛେଳି ଜୀବନ୍ତ ଦଗ୍ଧ ହୋଇ!-->…
ବାଘଧରିଆ ଜଙ୍ଗଲ ରୁ ମାଈ ହାତୀର ମୃତଦେହ ଉଦ୍ଧାର
ସୁରକ୍ଷା ଖୋଜୁଚି ହାତୀ, ଗୋଟିଏ ପରେ ଗୋଟିଏ ଚାଲି ଯାଉଛି ନିରୀହ ହାତୀଙ୍କ ଜୀବନ । ସତେ ଯେପରି ହାତୀ ଶୂନ୍ୟ ହୋଇଯିବ ଢେଙ୍କାନାଳ ବନଖଣ୍ଡ । ଆଜି ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ବାଘଧରିଆ ଜଙ୍ଗଲରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ପାଇ ବନ କର୍ମଚାରୀ ଘଟଣା!-->!-->!-->…
ଶବର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର
ଢେଙ୍କାନାଳ ଗଁଦିଆ ଥାନା ଅନ୍ତର୍ଗତ ନିଳମାଧବ ଜନଜାତି ଶବର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଆଜି ଏକ ଦାବିପତ୍ର ଜିଲ୍ଲାପାଳକୁ ପ୍ରଦାନ କରାଯାଇଛି । ମୁଖ୍ୟତଃ ଗଁଦିଆ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ନିଶା କାରବାର ବଢିବାରେ ଲାଗିଛି । ଏହାର ପ୍ରତିକାର ପାଇଁ ଗଁଦିଆ ବ୍ଳକର ମହିଳା ଶାଖା ତରଫରୁ ଏହି!-->…
ଗଣେଶ ଭସାଣି କୁ ନେଇ ଗୋଷ୍ଠୀ ସଂଘର୍ଷ, ଟାଙ୍ଗିଆ ଚୋଟରେ ଜଣେ ଗୁରୁତର !
ଢେଙ୍କାନାଳ ଜିଲ୍ଲା ସଦର ଥାନା ଛାଟିଆ ଗାଁରେ ଦୁଇ ଗୋଷ୍ଠୀ ମୁହାଁ ମୁହିଁ, ଗୋଟିଏ ଗୋଷ୍ଠିର ଟାଙ୍ଗିଆ ଚୋଟରେ ଅନ୍ୟ ଗୋଷ୍ଠିର ଜଣେ ଯୁବକ ଗୁରୁତର ହୋଇଛନ୍ତି l ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା, ମାତ୍ର ଅବସ୍ଥା ଶଙ୍କଟାପନ୍ନ ହେବାରୁ!-->…
ନଦୀରେ ବୁଡ଼ି ବୃଦ୍ଧା ନିଖୋଜ !
ଭୁବନ ବ୍ଲକ ଭୂଷଳ ପଂଚାୟତ ର ଜୟପୁର ନିକଟ ଗୋହିରା ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ବୃଦ୍ଧା ଭାସିଯାଇଥିବା ସନ୍ଦେହ କରାଯାଉଛି ।
ବୁଧବାର ଦିନ ପ୍ରାୟ ୧୧ଟା ବେଳେ ଘରୁ ଯାଇ ଆଉ ଫେରି ନଥିଲେ ।ପରେ ଘର ଲୋକ ଖୋଜାଖୋଜି କରିଥିଲେ ,ପୂର୍ବତନ ସରପଞ୍ଚ ଚିତ ମଲ୍ଲିକ ଅଗ୍ନିଶମ ବାହିନୀ ଙ୍କୁ!-->!-->!-->…
ଟ୍ରକ ଧକ୍କାରେ ଜେଲର ଗୁରୁତର
ଜାତୀୟ ରାଜପଥ ୫୩ର ଭୁବନ ବେଠିଆପାଳ ଠାରେ ଏକ ଚଉଦ ଚକିଆ ଟ୍ରକ ରାସ୍ତା କଡ଼କୁ ମାଡି ଯିବାରୁ ମଟର ସାଇକେଲ ଆରୋହୀ ଗୁରୁତର ହୋଇ ପ୍ରଥମେ ଭୁବନ ପରେ କଟକ ସ୍ଥାନାନ୍ତର ହୋଇଛନ୍ତି।
ଗୁରୁତର ଜଣକ ଯାଜପୁର ଜିଲ୍ଲା ରଗଡି ର ଜେଲର ପ୍ରଫୁଲ୍ଲ ମହାରଣା (୩୭) ଅଟନ୍ତି । ତାଙ୍କ ଘର କଙ୍କଡ଼ାହାଡ଼!-->!-->!-->…
ଆମ୍ବମାଳିଆ ଧୋଡା ବୁଲି ଦେଖିଲେ ମନ୍ତ୍ରୀ
ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ନାଟକଟା ମୌଜା ରେ ଥିବା ୨ ଶହ ଏକର ପରିମିତ ଜଳଭଣ୍ଡାର ର ପୁନଃଉଦ୍ଧାର କରାଯାଇ ଇକୋ ଟୁରିଜିମ କ୍ଷେତ୍ର ପାଇଁ ଭୁବନ କୃଷକ ସମାଜ ପକ୍ଷରୁ ଗତ ୨୦୨୧ ମସିହା ଜାନୁଆରୀ ୧୭ ବାର୍ଷିକ ଉତ୍ସବରେ ମହାତ୍ମା ଗାନ୍ଧୀ ଓଷଧୀୟ ଉଦ୍ୟାନ ରେ ପ୍ରସ୍ତାବ ଦେଇଥିଲେ ।!-->…
ହିନ୍ଦୋଳ ଏନଏସି ରେ ସ୍ୱାୟତ୍ତ ଶାସନ ଦିବସ ପାଳନ
ସାରା ଓଡ଼ିଶାରେ ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି।ସେହିପରି ବନ୍ୟା ପ୍ରପୀଡ଼ିତ ମାନଙ୍କ ପ୍ରତି ସମବେଦନା ଜଣାଇ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଅତି ନିରାଡ଼ମ୍ବର ଭାବରେ ସ୍ୱାୟତ୍ତ ଦିବସ ପାଳନ ହୋଇଯାଇଛି।ଅତିଥି ମାନଙ୍କ ଦ୍ୱାରା ସକାଳେ ସହରରେ ଅବସ୍ଥାପିତ!-->…