News
lipub
samparksetu
Browsing Category

ଢେଙ୍କାନାଳ ଖବର

ସଡ଼କ ଦୁର୍ଘଟଣା ନେଲା ଜୀଵନ !

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ନାଉକିଆରୀ ଠାରେ ଆଜି ଏକ କାର ଧକ୍କା ରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଥିବାର ଜଣା ଯାଇଛି। ଖବର ରୁ ଜଣାଯାଏ ଖଲି ବୋରେଇ ପଞ୍ଚାୟତ ଗୋବିନ୍ଦ ପୁର ଗ୍ରାମର ଲିପୁନ୍ ସାମଲ

କୃଷକ ସଚେତନତା ରଥର ଶୁଭାରମ୍ଭ

କାମାକ୍ଷାନଗର ବ୍ଲକ କୃଷି ବିଭାଗ ପକ୍ଷରୁ ଚାଷୀ ମାନଙ୍କ ହିତ ନିମନ୍ତେ ଏକ ସଚେତନତା ରଥ ର ଶୁଭାରମ୍ଭ ହୋଇଯାଇଛି । ଏହି ରଥ କାମାକ୍ଷାନଗର ବ୍ଲକର ବିଭିନ୍ନ ସ୍ଥାନରେ ବୁଲି ଚାଷୀଙ୍କ ସୁବିଧା ନିମନ୍ତେ ବିଭିନ୍ନ ସଚେତନ କରାଇବ । ରଥକୁ କୃଷି ଅଧିକାରୀ ଦିଲ୍ଲିପ କୁମାର ମିଶ୍ର ସବୁଜ ପତାକା

ସନ୍ଧ୍ୟା ରେ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

କାମାକ୍ଷାନଗର ସହର ଉପକଣ୍ଠ ଅନନ୍ତପୁର ସାହିରୁ ସନ୍ଧ୍ୟା ବେଳକୁ ଘରୁ ଲୁଟିନେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ ,ଧର୍ମାନନ୍ଦ ସେଠୀ ଓ ତାଙ୍କ ପତ୍ନୀ କୌଣସି କାମରେ ଗତକାଲି ସନ୍ଧ୍ୟା ବେଳକୁ ଘରୁ ବାହାରକୁ ଯାଇଥିଲେ , ଫେରିବା ପରେ ଘରର ତାଲା ଭାଙ୍ଗିବା ସାଙ୍ଗକୁ ଗଡ଼ରେଜ ଲକର ଭାଙ୍ଗି ସେଥିରେ

ହିନ୍ଦୋଳ ଏନଏସି ରେ ଦାଣ୍ଡିଯାତ୍ରା ଉଦଘାଟିତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ରେ ଗୁରବାର ବହୁ ପ୍ରତୀକ୍ଷିତ ବିରାଟ ଜାତୀୟ ପତାକା ଉତ୍ତୋଳନ ଓ ଦାଣ୍ଡିଯାତ୍ରା ଉଦଘାଟିତ ହୋଇଯାଇଛି।ହିନ୍ଦୋଳ ଏନ ଏ ସି ରାଜସ୍ୱ ବଙ୍ଗଳା ସାମ୍ନାରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ଭାବରେ ଢେଙ୍କାନାଳ ଜିଲ୍ଲାର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ

ମହୁଲଖୋଳି ଗ୍ରାହକସେବା କେନ୍ଦ୍ର ପକ୍ଷରୁ ଗ୍ରାହକ ସଚେତନତା ଓ ସୁରକ୍ଷା ବୀମାରାଶି ପ୍ରଦାନ

ଢେଙ୍କାନାଳ ଯୋରନ୍ଦା ଷ୍ଟେଟବ୍ୟାଙ୍କ ଅଧିନସ୍ଥ ଦେଓଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲଖୋଳି ଗ୍ରାହକ ସେବା କେନ୍ଦ୍ର ପରିସରରେ ଏକ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାହକ ସେବା କେନ୍ଦ୍ରର ମହିଳା ସତ୍ୱାଧିକାରିଣୀ ଶ୍ରୀମତୀ ମୋନାଲିସା ରାଉତଙ୍କ ଉଦ୍ୟମରେ

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ କଟାବାହାଳ ଗାଁର ତିନିଦିନ ପୂର୍ବରୁ ନିଖୋଜ ଥିବା ବିକ୍ରମ ମହାରଣା (୫୦) ଙ୍କ ମୃତଦେହ କେନାଲ ପାଣିରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ସୂଚନା ମୁତାବକ ୩ ଦିନ ତଳେ ବିକ୍ରମ ଗାଁ ପାଖ କେନାଲ କୁ ଶୌଚ ହେବା ପାଇଁ ଯାଇ ଘରକୁ

ନାଳରେ ଭାସିଯାଇ ମହିଳା ଙ୍କ ମୃତ୍ୟୁ

ସଦରଥାନା ସାଙ୍କୁଲେଇ ଗାଁରେ ଶୌଚହେବାକୁ ଯାଇଥିବା ଜଣେ ମହିଳା ନାଳରେ ଭାସିଯାଇ ମୃତ୍ୟୁବରଣ କରିଛନ୍ତି । ମହିଳା ଜଣକ ଗାଁର ପ୍ରମୋଦ ରାଉତଙ୍କ ସ୍ତ୍ରୀ ବୀଣାପାଣି ରାଉତ । ସୂଚନା ଅନୁସାରେ, ସେ ଗତକାଲି ସନ୍ଧ୍ୟାରେ ସେ ଶୌଚହେବାକୁ ଯାଇ ଫେରିନଥିଲେ । ଘରଲୋକ ବହୁ ଖାଜାଖୋଜି କରିବା ପରେ

ତାଲା ଭାଙ୍ଗି ୩ ଦୋକାନରୁ ଚୋରି

ଢେଙ୍କାନାଳ-କପିଳାସ ରାସ୍ତାରେ ଥିବା କୃଷ୍ଣକୁମାରପୁର ଗ୍ରାମରୁ ସୋମବାର ବିଳମ୍ବିତ ରାତିରେ ୩ ଦୋକାନରୁ ଚୋରି ହୋଇଛି । ଏଥିରେ କୃଷ୍ଣକୁମାରପୁର ଗ୍ରାମର ଜିତେନ୍ଦ୍ର କୁମାର ସ୍ୱାଇଁ ଓ ଜୟନ୍ତ କୁମାର ସ୍ୱାଇଁଙ୍କ ଦୁଇଟି ଗ୍ରୋସରୀ ଦୋକାନ ଏବଂ ଦିବାକାର ସେଣ୍ଢଙ୍କର ଗୋଟିଏ ଦୋକାନ ରହିଛି ।

ଭିଜିଲାନ୍ସ ହାତରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟର ମୁଖ୍ୟ କିରାଣି

ଭିଜିଲାନ୍ସ ହାତରେ ରେ ଢେଙ୍କାନାଳ ଆଇନ ମହାବିଦ୍ୟାଳୟ ର କିରାଣି ଉତ୍ତମ ରାଉତ । ଲାଞ୍ଚ କାରବାର ଚାଲିଥିବା ବେଳେ ଲ କଲେଜ ମୁଖ୍ୟ କିରାଣି ଉତ୍ତମ ରାଉତଙ୍କୁ ଧରିଲା ଭିଜିଲାନ୍ସ ଟିମ୍ । ସୂଚନା ଅନୁଯାୟୀ, କଲିକତା ର ଜଣେ ଆଇନ ଛାତ୍ର ମାସୁଦ୍ ହୁସେନ ଙ୍କ ଆଟେଣ୍ଡାନ୍ସ କ୍ଲିଅରାନ୍ସ

ଘର କାନ୍ଥ ଭୁଶୁଡି ମୂର୍ତ୍ତି କାରିଗର ଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ଓଡ଼।ପଡା ବ୍ଲକ ବଉଳପୁର ପାଟଣା ଗ୍ରାମରେ ଲଘୁଚାପ ଜନିତ ବର୍ଷା ହେତୁ ଘର କାନ୍ଥ ଭୁଶୁଡି ଜଣଙ୍କ ମୃତ୍ୟୁ ହୋଇଛି ।ମୄତକ ହେଲେ ଉକ୍ତ ଗାଁ ର ଅଶୋକ ପାତ୍ର(୬୦) । ସୂଚନା ଅନୁଯାୟୀ , ଗତକାଲି ବିଳମ୍ବିତ ରାତିରେ ଅଶୋକ ନିଜ ଘରେ ଶୋଇଥିବା ସମୟରେ ଘରର କାନ୍ଥଟି ଅଚାନକ
error: Content is protected !!