News
lipub
samparksetu
Browsing Category

ଢେଙ୍କାନାଳ ଖବର

ସ୍ୱୟଂଶାସିତ ମହାବିଦ୍ୟାଳୟ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶିତ

ଢେଙ୍କାନାଳ ସ୍ୱୟଂଶାସିତ ମହଵିଦ୍ୟାଳୟ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳତି ବର୍ଷ ବିଜ୍ଞାନରେ ୯୪ ପ୍ରତିଶତ,କଳାରେ ୮୩ ଏବଂ ବାଣିଜ୍ୟରେ ୫୯ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବାର ଜଣାପଡିଛି ।ରସାୟନ ବିଜ୍ଞାନରେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଡିଷ୍ଟିନିକସନରେ ରେ ପାସ

ଲଗାଣ ବର୍ଷାରେ ଭୁଶୁଡିଲା ଘର କାନ୍ଥ ,ବାସହରା ହେଲେ ପରିବାର

ଲଘୁଚାପ ଜନିତ ଲଗାଣ ବର୍ଷାରେ ଚାରି ଦିନ ହେବ ବର୍ଷା ଲାଗି ରହିଥିବା ବେଳେ ମାଟି ଘର ଓଦା ହୋଇ ମାଠିରେ ମିଶି ଯାଉଛି । ଏପରି ଘଟଣା ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ କୁମୁସି ଗ୍ରାମରେ । ଅମୁଲ୍ୟ ପଣ୍ଡା(୫୦)ନିଜର ଦୁଇ ପିଲା ଏବଂ ସ୍ତ୍ରୀ ସହ ଏକମାତ୍ର ମାଟି ଚାଳ ଛପର ଘରେ ବସବାସ କରୁଥିଲେ

ଅଜଣା ଗାଡି ଧକ୍କାରେ ଯୁବକ ମୃତ

ମୃତ୍ୟୁ ଏମିତି ବି ଆସେ , କେଇ ପାଦ ଦୂରରେ ଘର । ପରିବାର ଲୋକେ ଚାହିଁ ବସିଥିଲେ ଆତ୍ମୀୟଙ୍କ ଆସିବା ବାଟକୁ । କିନ୍ତୁ ବାଟରେ ଜଗି ବସିଥିଲା ମୃତ୍ୟୁ । ଅଜଣା ଗାଡି ଧକ୍କାରେ ଚାଲିଗଲା ୩୨ ବର୍ଷୀୟ ଯୁବକଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା

କାମାକ୍ଷାନଗର ଠାରେ କଂଗ୍ରେସ ତରଫରୁ ତ୍ୟାଗ ଓ ବଳିଦାନର ୭୫ବର୍ଷ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ

କାମାକ୍ଷାନଗର ଠାରେ କାମାକ୍ଷାନଗର ବ୍ଲକ ଓ ଏନଏସି ତରଫରୁ ଆଜି ତ୍ୟାଗ ଓ ବଳିଦାନର ୭୫ବର୍ଷ ସ୍ୱାଧୀନତାର ଗୌରବ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଜିଲା କିଷାନ କଂଗ୍ରେସ ସଭାପତି ବିପ୍ରବର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାମାକ୍ଷାନଗର ବ୍ଲକ ଓ ଏନଏସି ରୁ ନେତା କର୍ମୀମାନେ

ସାପ କାମୁଡାରେ ମହିଳା ମୃତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସାପ କାମୁଡାରେ ମହିଳାଙ୍କର ମୃତ୍ୟୁ ହୋଇଛି। ମୃତ ମହିଳା ଜଣକ ହେଲେ କାମାକ୍ଷାନଗର ଥାନା ଗୋରଡିଆ ଗ୍ରାମର ମିନାକ୍ଷୀ ସାମଲ। ସେ ରାତିରେ ସୋଇଥିବା ବେଳେ ସାପ କାମୁଡି ଦେଇଥିଲା। ପରିବାର ଲୋକେ ଜାଣିବା ପରେ ତାଙ୍କୁ ତୁରନ୍ତ କାମାକ୍ଷାନଗର ଉପଖଣ୍ଡ

ଘରୁ ଝୁଲନ୍ତା ଅଵସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଟାଉନ ଥାନା ଅଧିନ ୧ ନମ୍ବର ୱ।ର୍ଡ଼ କାଠଗଡ଼ା ନୂଆସାହିରେ ଘଟିଛି ଏକ ଅଘଟଣ । ସାହି ରବି ସାହୁଙ୍କ ପତ୍ନୀ ଗୌରୀ ସାହୁଙ୍କର ମୃତଦେହ ଘର ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ରବି ସାହୁ ଗୋଟିଏ ବରା ଦୋକାନ କରି ଚଳନ୍ତି । ଗତ ଏକ ମାସ ତଳେ

ମେସିନ୍ ଚଢାଇ ଧାନବିଲ ଉଜାଡିଲା କମ୍ପାନୀ , କ୍ଷତିପୂରଣ ଦାବିରେ ମେସିନ୍ ଜବତ କଲେ ଚାଷୀ

କେନ୍ଦ୍ର ସରକାର ଘରେଘରେ ରନ୍ଧନ ଗ୍ୟାସ୍ ଯୋଗାଇବା ପାଇଁ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରୁ ତାଳଚେରକୁ ମାଟି ତଳେ ବଡବଡ ପାଇପ ଖଞ୍ଜା ଚାଲିଚି। ବେସରକାରୀ ଜମି ଦେଇ ପାଇପ ଲାଇନ ଗଲେ ଜମି ପଟ୍ଟାଧାରୀଙ୍କୁ ମିଳୁଛି କ୍ଷତିପୂରଣ ବାବଦକୁ ଅର୍ଥରାଶୀ। ଆଜକୁ ୫ ବର୍ଷ ହେବ ଚାଷୀମାନଙ୍କୁ ଠକି

କପିଳାସ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ

କପିଳାସ ପ୍ରାଣୀ ଉଦ୍ୟନ ପରିସର ଆଜି ଦିନଭରି ଥିଲା ସର୍ବଧିକ ଚଳଚଞ୍ଚଳ। କାରଣ ବିଶ୍ବ ହାତୀ ଦିବସ ପାଳନ ଲାଗି ଏହି ପରିସରରେ ବିଭିନ୍ନ କାର୍ଯକ୍ରମ ଆୟୋଜିତ ହୋଇଥଲା। ଏହି ପ୍ରାଣୀ ଉଦ୍ୟାନ ପରିସରରେ ଥିବା ହାତୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଥିଲା ସେମାନଙ୍କୁ

ହିନ୍ଦୋଳ ଏନଏସି ରେ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ପୋଷାକ ବଣ୍ଟନ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ସ୍ଥିତ ୱାର୍ଡ ନଂ୧୨ ବନମାଲିପୁର ସ୍କୁଲରେ ଆଜି ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଓ ଜୋତା ବଣ୍ଟନ କରାଯାଇଛି।ସ୍କୁଲରେ ଅଧ୍ୟୟନ କରୁଥିବା ୧୫୦ଛାତ୍ରଛାତ୍ରୀ ମାନଙ୍କୁ ଦୁଇହଳ ପୋଷାକ, ଏକ ହଳ ଜୋତା ଓ ଦୁଇ ହଳ ମୋଜା ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ବଣ୍ଟନ

ରାସ୍ତାରେ ଧାନ ତଳି ଲଗାଇ ପ୍ରତିବାଦ କଲେ ଗ୍ରାମବାସି

କାମାକ୍ଷାନଗର-ରାସ୍ତା ପାଲଟିଛି ମରଣଯନ୍ତା।ରାସ୍ତାରେ ଜମି ରହୁଛି ଆଣ୍ଠୁଏ ଉଚାର କାଦୁଅ।ଯାତାୟତରେ ବାଧା ସୃଷ୍ଟି ହେଉଛି।ଦିର୍ଘ ଦିନ ହେବ ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ କଂମ୍ପାନି କର୍ତ୍ତୁପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହିଁ।।ଯାହା ଫଳରେ ଆଜି ଗ୍ରାମବାସି ତରଫରୁ ରାସ୍ତାରେ ଧାନ ଗଛ
error: Content is protected !!