News
lipub
samparksetu
Browsing Category

ଢେଙ୍କାନାଳ ଖବର

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଅନ୍‌ସାଇଟ୍ ଆପାତକାଳୀନ ମକ୍ ଡ୍ରିଲ ଆୟୋଜିତ

ନିଜ କାରଖାନାର ସୁରକ୍ଷା ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ପାଇଁ ଟାଟା ଷ୍ଟିଲ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଏହାର କାରଖାନା ପରିସରେ ଢେଙ୍କାନାଳର ଜିଲ୍ଳା ଆପାତକାଳୀନ ଗ୍ରୁପ୍ (ଡିସିଜି) ସଦସ୍ୟଙ୍କ ଉପସ୍ଥିତିରେ ଏକ ଆପାତକାଳୀନ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ

ସଫ୍ଟୱେୟାର ଜନିତ ତ୍ରୁଟି ଯୋଗୁଁ, ଠକାମିର ଶିକାର ହେଉଛନ୍ତି ଗ୍ରାହକ

ମଲ୍ ରୁ ଜିନିଷ କିଣୁଛନ୍ତି କି ତେବେ ହୋଇ ଯାଆନ୍ତୁ ସାବଧାନ, ଆପଣ ମଧ୍ୟ ହୋଇ ପାରନ୍ତି ଠକାମିର ଶିକାର । ଏମଆରପି ରହିଛି ୧୨୯ ଟଙ୍କା ହେଲେ ବିଲ୍ ରେ ଆସିଛି ୧୪୧ ଟଙ୍କା ୫୫ ପଇସା, ମାନେ ନିର୍ଧାରିତ ମୂଲ୍ୟ ଠାରୁ ୧୨ ଟଙ୍କା ଅଧିକ । ତେବେ ଅଭିଯୋଗ ପରେ ତ୍ରୁଟି ମାନି ପଇସା ଫେରିପାଇଲେ

କୂଅରେ ପଡ଼ି ହରିଣର ମୃତ୍ୟୁ

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ଅଁଳାବେରେଣୀ ବନପାଳ ଅଧିନ ଅଁଳାବେରେଣୀ ପଞ୍ଚାୟତ ଖୁଣ୍ଟାବାଟ୍ଟୀ ଗ୍ରାମ ନିକଟରେ ରେ ଗୋଟିଏ ହରିଣ କୁକୁର ଆକ୍ରମଣରେ ଶିକାର ହୋଇ କୂଅରେ ପଡି ମୃତ୍ୟୁ ବରଣ କରିଛି। ଆଜି ସକାଳୁ ହରିଣଟି ଖାଦ୍ୟ ଅନ୍ୱେଷଣରେ ବସ୍ତିମୁହାଁ

ବର୍ଷାଜଳ ଅମଳ ପ୍ରକଳ୍ପ ନାମରେ ହରିଲୁଟ , ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ମାଲେମାଲ !

ଢେଙ୍କାନାଳ ଜିଲ୍ଲାରେ ଜଳ ଅମଳପ୍ରକଳ୍ପ ନାମରେ ହରିଲୁଟ । ଏଠି ସମସ୍ତେ ଏକାକାର ,ତଳସ୍ତରରୁ ଉପର ଯାଏ ସମସ୍ତେ ମାଲେମାଲ । ସହରରେ ବର୍ଷା ଜଳ ଅମଳ ନାମରେ ଗତ ଦୁଇବର୍ଷ ମଧ୍ୟରେ୫୫୧ଟି ପ୍ରକଳ୍ପ କରି ୨ କୋଟି ୩୩ ଲକ୍ଷ ୨୩ ହଜାର ଟଙ୍କା ଖର୍ଚ୍ଚ ହେଇସାରିଲାଣି । ଯେଉଁଥିରେ ଜଳ ଅମଳ ହେବା ତ

ମେସିନ୍ ରେ NRGS କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ ପିଟ୍, ଥାନାରେ ପୃଥକ୍ ପୃଥକ୍ ଦୁଇ ମାମଲା ରୁଜ୍ଜୁ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଜରଡା ପଞ୍ଚାୟତ ରେ NRGS କାମ ଖୁଲମ୍ ଖୋଲା ଭାବେ ସ୍ପଷ୍ଟ ଦିବାଲୋକରେ ହେଉଥିବାର ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଆଜି ଏହି ଗ୍ରାମର ପ୍ରତାପ ସାହୁ ଦିନ ପ୍ରାୟ ଏଗାରଟା ବେଳେ ପଂଚାୟତ କାର୍ଯ୍ୟାଳୟରେ EO ଙ୍କୁ ଭେଟି ଅଭିଯୋଗ କରିଥିଲେ। ଗ୍ରାମର ଜବ୍ କାଡ୍

ବଧୂହତ୍ୟା ଅଭିଯୋଗ ,ସ୍ବାମୀ ଅଟକ

ସବୁବେଳେ ଦେଉଥିଲେ ନିର୍ଯ୍ୟାତନା ଆଉ ଶେଷରେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏଭଳିଆ ଅଭିଯୋଗ ଆସିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଉଁଶପାଳ ଗ୍ରାମ ପୁରୁଣାପାଣି ସାହିରୁ। ପ୍ରାୟ ୧୦ବର୍ଷ ହେବ ପୁରୁଣାପାଣି ସାହିର ଘନଶ୍ୟାମ ବିଶ୍ୱାଳଙ୍କ ପୁଅ ସୂର୍ଯ୍ୟମଣି

ପଞ୍ଜିକରଣ କରିବାକୁ ଯାଇଥିବା ଚାଷୀଙ୍କୁ ଖଣ୍ଡାରେ ଆକ୍ରମଣ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ସେବା ସମବାୟ ସମିତିକୁ ଧାନ ବିକ୍ରୀ ନିମନ୍ତେ ପଞ୍ଜିକରଣ କରିବାକୁ ଯାଇଥିବା ଜଣେ ଚାଷୀକୁ ସଭାନେତ୍ରୀଙ୍କ ସମ୍ପର୍କୀୟ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ନେବାରେ ଜଣାଯାଇଛି ଯେ ସୁରପ୍ରତାପପୁର

ଗାଡି ଡିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟ୍

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଉପ ନିବନ୍ଧଙ୍କ କାର୍ଯ୍ୟାଳୟ ପାଖ ହୋଟେଲ ପାଖରୁ ଏକ ଗାଡିର ଡିକି ଭାଙ୍ଗି ୨.୫ ଲକ୍ଷ ଟଙ୍କା ଲୁଟି ନେଲେ ଡକାୟତ ଦଳ । ସୂଚନା ମୁତାବକ ପରଜଙ୍ଗ ଗ୍ରାମର ସତ୍ୟାନନ୍ଦ ବାଡିଆ (୪୬) ୟୁକୋ ବ୍ୟାଙ୍କ, ପରଜଙ୍ଗ ଶାଖା ଜରିଆରେ ବାରିହାପୁର ପଞ୍ଚାୟତର ବାଣିଜ୍ୟ ସହଯୋଗ

ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଉପଖଣ୍ଡ ସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାନନ୍ଦ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ହିନ୍ଦୋଳ ତହସିଲ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନ ୩ଟା ରେ

ସାନଭାଇ ପନିକି ଚୋଟରେ ଭିନ୍ନକ୍ଷମ ବଡ ଭାଇ ଆହାତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମାଣକିମରା ପଞ୍ଚାୟତର କାଦୁପଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସାନଭାଇ ପନିକି ଚୋଟରେ ଭିନ୍ନକ୍ଷମ ବଡ ଭାଇ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ କାଦୁପଡା ଗ୍ରାମର ବାବୁ ସାହୁ ଜଣେ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି ,ସେ
error: Content is protected !!