News
lipub
samparksetu
Browsing Category

ଢେଙ୍କାନାଳ ଖବର

ବାରହା ଫାସ ନେଲା ଦନ୍ତାର ଜୀଵନ ; ଅନ୍ୟପଟେ ହାତୀ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର

ପୁଣିଥରେ ଢେ଼ଙ୍କାନାଳ ଜିଲ୍ଲା ବନବିଭାଗ ର ଅପାରଗତା ପଦାରେ ପଡ଼ିଛି। ଢେ଼ଙ୍କାନାଳ ଜିଲ୍ଲାର ବନବିଭାଗ ର ଚରମ ଅବହେଳା ଓ ବିଫଳତା ପାଇଁ ମଣିଷ ଓ ହାତୀ ମାରିବା ଏବେ ନିତି ଦିନିଆ ଘଟଣାରେ ପରିଣତ ହୋଇଛି। ସୂଚନା ଅନୁଯାୟୀ , ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ହିନ୍ଦୋଳ

ବେକରେ ରଶି ଲଗାଇ ଯୁବତୀଙ୍କ ଆତ୍ମହତ୍ୟା !

ଢେଙ୍କାନାଳ ଥାଉନ ଥାନା ଅନ୍ତର୍ଗତ କୁମ୍ଭ।ର ସାହି ଅଞ୍ଚଳରେ ଏକ ଭଡାଘରେ ରହିଥିବା ଜଣେ ଯୁବତୀ ଆଜି ସଂଧ୍ୟାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୂଚନା ଅନୁଯାୟୀ , କଟକ ଜିଲ୍ଲା ତିଗିରିଆ କାଳିବିରି ଅଞ୍ଚଳର ଟିକିନା ପରିଡା ଏବଂ ତାଙ୍କ ଝିଅ ପିଙ୍କି ପରିଡା (୨୫) ଗତ ଏକ

ବାଇକ କୁ ପଛରୁ ଘୋଷାଡ଼ି ନେଲା ହାଇୱl ; ଘଟଣା ସ୍ଥଳରେ ସମାଜସେବୀ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ କାରନ୍ଦା ପଞ୍ଚାୟତ ଅନ୍ତର୍ଗତ ଦୁର୍ଲଭପୁର ଛକ ରେ ଆଜି ଅପରାହ୍ନ ସମୟ ପ୍ରାୟ ସାଢେ ତିନିଟା ବେଳେ ଏକ ଦଶ ଚକିଆ ହାଇୱl ଏକ ବାଇକ କୁ ପଛରୁ ଧକ୍କା ଦେବାରୁ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି l ସୂଚନା ଥାଉ କି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ହାଣି ହତ୍ୟା ଉଦ୍ୟମ କଲା ସ୍ୱାମୀ

ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ପନିକିରେ ହାଣି ହତ୍ୟା ଉଦ୍ୟମ କରିଛି ସ୍ୱାମୀ । ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ପଥରଖମ୍ବ ଗାଁରେ । ଗାଁର ପ୍ରମୋଦ ରାଉତରାୟ ନିଜ ସ୍ତ୍ରୀ ମଲାରୁଣୀ ରାଉତରାୟଙ୍କୁ ପନିଖିରେ ହାଣି

ଅଜଣା ଗାଡି ଧକ୍କାରେ ଯୁବକ ଙ୍କ ଚାଲିଗଲା ଜୀବନ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବଡସୁଆଁଳ ଠାରେ ଅଜଣା ଗାଡି ଧକ୍କାରେ ଯୁବକ ଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ଜଣକ ହେଲେ କାମାକ୍ଷାନଗର ଥାନା ବଡ଼ସୁଆଁଳ ବାଲିସାହି ଗ୍ରାମ ର ଦୀପ୍ତିରଞ୍ଜନ ସାହୁ l ସୂଚନା ଅନୁସାରେ ଦୀପ୍ତିରଞ୍ଜନ କାମାକ୍ଷାନଗର ରୁ କାମସାରି ବାଇକ ଯୋଗେ ନିଜ ଗାଁ

ଡିକି ଭାଙ୍ଗି ଟଙ୍କା ଲୁଟିଲେ ଦୁର୍ବୃତ୍ତ

କାମାକ୍ଷାନଗର ଥାନା ମେଡିକାଲ ସାମ୍ନା ରୁ ବାଇକ ଡିକି ଭାଙ୍ଗି ଲକ୍ଷେ ଦଶ ହଜାର ସାତଶହ ଟଙ୍କା ଲୁଟିଲେ ଦୁର୍ବୃତ୍ତ l ସୂଚନା ଅନୁସାରେ ପରଜଙ୍ଗ ଥାନା ଗୁରୁଜାଙ୍ଗୁଲି ଉପ୍ରା ବିଦ୍ୟାଳୟ ର ଶିକ୍ଷକ ବିଜୟ କୁମାର ସାହୁ ବିଦ୍ୟାଳୟ ର ଏମଡ଼ିଏମ ଟଙ୍କା ଉଠାଇବାପାଇଁ କାମାକ୍ଷାନଗର ସ୍ଥିତ ପଞ୍ଜାବ

କାମାକ୍ଷାନଗର ସମବାୟ ସମିତି ସଭାପତି ଭାବେ ଦାୟିତ୍ୱ ନେଲେ ବିଭୁତି ଭୂଷଣ

କାମାକ୍ଷାନଗର ସମବାୟ ସମିତି ର ନିର୍ବାଚନ ଆଜି ଶେଷ ହୋଇଯାଇଛି l ବରିଷ୍ଠ ବ୍ୟବସାୟୀ ବିଭୁତି ଭୂଷଣ ମହାନ୍ତି କାମାକ୍ଷାନଗର ସମବାୟ ସମିତି ର ସଭାପତି ଭାବେ ନିର୍ଦ୍ୱନ୍ଦ ରେ ମନୋନୀତ ହୋଇଛନ୍ତି l ସମୁଦାୟ ପନ୍ଦର ଜଣ ନିର୍ଦ୍ଦେଶକ ରହିଥିବା କାମାକ୍ଷାନଗର ସମବାୟ ସମିତି ରେ ସମସ୍ତେ ନିର୍ଦ୍ୱନ୍ଦ

ଆରବ ସାଗର ମଝିରେ କ୍ରାସ ହେଲା ଓଏନଜିସି ହେଲିକପ୍ଟର;ଢେଙ୍କାନାଳ ପୁଅ ସତ୍ୟମ୍ବଦ ମୃତ,ଭୁବନରେ ଶୋକର ଛାୟା

ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଶୋକର ଛାୟା । ପ୍ରାକୃତିକ ତୈଳ ଏବଂ ବାଷ୍ପ କରପୋରେସନର ଏକ ହେଲିକପ୍ଟର ଆରବ ସାଗର ମଝିର କ୍ରାସ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଥିବାଓଡିଆ ପୁଅ ଢେଙ୍କାନାଳ ଜିଲ୍ଲା ଭୁବନର ସତ୍ୟମ୍ବଦ ପାତ୍ରଙ୍କ ର ଶୋଚନୀୟ ମୃତ୍ୟୁ ଘଟିଛି । ବୁଧବାର ଦନି ସକାଳ ୧୧ଟା

ରଥ ଯାତ୍ରା ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା ; ଅପରାହ୍ନ ଗୋଟାଏ ୫ମିନିଟ ରେ ରଥଟଣା

ଢେଙ୍କାନାଳ ପ୍ରସିଦ୍ଧ ରଥଯାତ୍ରା ର ଚୂଡାନ୍ତ ସମୀକ୍ଷା ବୈଠକ ଜିଲ୍ଲାପାଳ ସରୋଜ କୁମର ସେଠୀଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ରଥଖଳା ଠାରେ ଅନୁଷ୍ଠତି ଏହି ସମୀକ୍ଷା ବୈଠକରେ ରାଜା ଅମର ଜ୍ୟୋତିସିଂହ ଦେଓଙ୍କ ସହିତ ରଥଯାତ୍ରାର ପୁର୍ଣ୍ଣ।ଙ୍ଗ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ ।

କୁକୁଡା ଫାର୍ମକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ମହୁଲପୁଞ୍ଜି ଗ୍ରାମରେ ଏକ କୁକୁଡ଼ା ଫାର୍ମ ସ୍ଥାନାନ୍ତରକୁ ନେଇ ଗ୍ରାମବାସୀ ମାନେ ପୁଣି ଥରେ ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ସୂଚନା ଅନୁସାରେ ମହୁଲପୁଞ୍ଜି ଗ୍ରାମ ନିକଟରେ ଥିବା କୁକୁଡ଼ା ଫାର୍ମଙ୍କୁ ୫ କିଲୋମିଟର ହଟାଇବା ପାଇଁ ତ୍ରୀ
error: Content is protected !!