News
lipub
samparksetu
Browsing Category

ଢେଙ୍କାନାଳ ଖବର

ବାପୁମନ୍ଦିର ପକ୍ଷରୁ ଗୋପବନ୍ଧୁ ଙ୍କ ଶ୍ରାଦ୍ଧ ଦିବସ ପାଳନ

କାମାକ୍ଷାନଗର ବାପୁମନ୍ଦିର ନ୍ୟାସ ଓ ପୂଜ୍ୟ ପୂଜା ସଂଗଠନ ପକ୍ଷରୁ ସଭାପତି ଅବସର ପ୍ରାପ୍ତ କାମାକ୍ଷାନଗର ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ବରିଷ୍ଠ ଶିକ୍ଷାବିତ ପ୍ରଫେସର ଅରବିନ୍ଦ କାନ୍ତ ରାୟ ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗାନ୍ଧୀ ମନ୍ଦିରରେ ପରିସରରେ ଉତ୍କଳ ମଣି ଗୋପବନ୍ଧୁ ଙ୍କ ଶ୍ରାଦ୍ଧ ଦିବସ

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କାମାକ୍ଷାନଗର ଥାନା ଅରଖ ପାଳ ଗ୍ରାମର ରମେଶ ନାୟକ। ରମେଶ ଆଜି ବାଇକ ଯୋଗେ ବଡମୁକ୍ତାପଶି ଗ୍ରାମ ରୁ ଘର ଅରଖପାଳ ଗ୍ରାମକୁ ଫେରୁଥିବା ବେଳେ ମଠକରଗୋଳା ଗ୍ରାମ ନିକଟରେ ପଛପଟୁ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା।

ହିନ୍ଦୋଳ ଏନଏସି ରେ ମଳ ଉପଚାର ଓ ରକ୍ଷଣାବେକ୍ଷଣ ନେଇ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ତାଲିମ ଶିବିର

ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ସ୍ୱଭାଗୃହ ଠାରେ ଗତ୨୭/୬/୨୨ ରୁ୨୯/୬/୨୨ ପର୍ଯ୍ୟନ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଏକ ତାଲିମଶିବିର ଅନୁଷ୍ଠିତ ହୋଇଯାଇଛି।ହିନ୍ଦୋଳ ଏନ ଏ ସି ଉପାଧ୍ୟକ୍ଷ ଶ୍ରୀ ଟିମା ବେହେରା ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ୱାର୍ଡ ନଂ-୫କାଉନସିଲର

ଥଣ୍ଡା ପାନୀୟ ରେ ନିଶା ମିଶାଇ ବ୍ୟବସାୟୀଙ୍କ ଠାରୁ ଲୁଟ ;ଥାନାରେ ଏତଲା

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ହାଟରେ ମଙ୍ଗଳବାର ଦିନ ହାଟ ପାଳିରେ ଜଣେ ବ୍ୟବସାୟୀଙ୍କ ଠାରୁ ଥଣ୍ଡା ପାନୀୟ ରେ ନିଶା ମିଶାଇ ତାଙ୍କ ଠାରୁ ଦୁର୍ବୃତ୍ତ ମାନେ ଅଭିନବ ଉପାୟରେ ଲୁଟ୍ କରିଛନ୍ତି । ସୂଚନା ଅନୁସାରେ ଯୋରନ୍ଦା ଗ୍ରାମର କୃଷ୍ଣଚନ୍ଦ୍ର ବେହେରା ପ୍ରତ୍ୟକ

ଅଗ୍ନିପଥକୁ ନେଇ ଜିଲ୍ଲା କଂଗ୍ରେସର ଧାରଣା

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଧାରଣା ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଯୋଗଦେଇ ଅଗ୍ନିପଥ ଯୋଜନାକୁ ବିରୋଧ

ମହିଳା ଏବଂ କୃଷକ ମାନଙ୍କ ପାଇଁ ଆର୍ଥିକ ସହାୟତା

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ଥିବ। ଏସଏସଜି ଗ୍ରୁପ ଏବଂ କଷୃକ ମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବାର ଜଣାପଡିଛି। ଚଳିତ ଖରିଫ ଋତୁରେ ମହିଳା ଏସଏସଜି ଗ୍ରୁପଏବଂ କୃଷକ ମାନଙ୍କ ଜୀବନ ଜିବୀକା ପାଇଁ ଜିଲ୍ଲା ଶାଖା ଆଇସିଆଇ ସଙ୍ଗଠନ ପକ୍ଷରୁ ବ୍ଲକରେ ଥିବ। ୨୧ଟି

ଟ୍ରକ ଚଢାଇ ଦୋକାନ ଭାଙ୍ଗିଲା ଡ୍ରାଇଭର

ଢେଙ୍କାନାଳ ଜିଲ୍ଲା ଭୁବନରେ ବଢି ଚାଲିଛି ଅପରାଧିକ କାର୍ଯ୍ୟକଳାପ । ରବିବାର ବିଳମ୍ବିତ ରାତିରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦୁର୍ଗା ବଜାର ଅଞ୍ଚଳର ପାଞ୍ଚଟି ଦୋକାନ ସହ ରଙ୍ଗିଲା ଢ଼ାବା ସମୁଖ ରେ ଥିବା ଗୋଟିଏ ଦୋକାନ କୁ ଜଣେ ଡ୍ରାଇଭର ଟ୍ରକ ଚଢାଇ ଭାଙ୍ଗି ଦେଇଥିବା ଭୁବନ

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଘେରାଉ କଲେ ଅଭିଭାବକ

କଳାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଡ଼ିବ ତାଲା । ଏଭଳି ଚେତାବନୀ ଦେଇଛନ୍ତି କଳାଙ୍ଗ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ।ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟକୁ ଘେରାଉ କରିବା ସହିତ ଚେତାବନୀ ଦେଇଛନ୍ତି ।

ହିନ୍ଦୋଳ ଏନଏସି ଡ୍ରାଇଭରଙ୍କ ମୃତ୍ୟୁ ଘଟଣା ; ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ ,କଲେ ରାସ୍ତା ରୋକ

ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ବରଣ କରିଥିବା ଡ୍ରାଇଭର ଙ୍କ ପତ୍ନୀ ଓ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।ଖବରରୁ ପ୍ରକାଶ ଜେ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୮ ପଟଣା ରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହେବା ପରେ ୩ଜଣ ଆହତ ହୋଇଥିବା ବେଳେ ଡ୍ରାଇଭର

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଗ୍ରାମୀଣ ଯୁବବର୍ଗଙ୍କ ପାଇଁ ‘ବାହ୍ୟ ନେତୃତ୍ୱ ଶିବିର’ ଆୟୋଜିତ

ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ନେତୃତ୍ୱ ଓ ପାରସ୍ପରିକ ଦକ୍ଷତାର ବିକାଶ ଲକ୍ଷ୍ୟରେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏହାର ଏକ ପ୍ରମୁଖ ପଦକ୍ଷେପ ‘ବାହ୍ୟ ନେତୃତ୍ୱ ଶିବିର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଜୁନ୍ ୨୩ ତାରିଖରେ ଢେଙ୍କାନାଳର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନା
error: Content is protected !!