News
lipub
samparksetu
Browsing Category

ଢେଙ୍କାନାଳ ଖବର

କାକର ବିନ୍ଦୁ

ମୁଁ କାକର ବିନ୍ଦୁଟିଏଏମିତି ସବୁଦିନ ରାତିରେ ଝରିପଡ଼େ l କେବେ ଚାନ୍ଦିନୀ ରାତି ର ଜୋଛନାରେ ଭିଜେ,,ତ କେବେ ଉଆଁସ ରାତିରଆକାଶ କୁ ଖୋଜେ l ପୁଣି ସବୁଦିନ ସକାଳର ସୁନେଲିକିରଣ ରେ ମୋ ଅସ୍ତିତ୍ବ କୁ ହଜେଇ ଦିଏ l ମୋର ବି ଇଚ୍ଛା ଥାଏ କେବେ କାହାର ତୃଷ୍ଣାମେଣ୍ଟାଇ ଦିଅନ୍ତି କି...

ଶହେ ଫୁଟ ଉପରୁ ପଡି ଶ୍ରମିକ ଗୁରୁତର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତର ୧୪୯! ନମ୍ୱର୍ ଜାତୀୟ ରାଜପଥ କଡ଼ରେ କୂଲେଇ ଗ୍ରାମରେ ଗଢି ଉଠିଛି ଜିଏମ୍ ଆଇରନ ଆଣ୍ଡ ଷ୍ଟିଲ ପ୍ରାଇଭେଟ୍ ଲିମିଟେଡ। ଦୈନନ୍ଦିନ ଏଠାରେ ୫୦୦ ରୁ ୬୦୦ ପ୍ରତ୍ୟେକ ବିଭାଗରେ କାମ କରନ୍ତି। ଏଠାରେ ସୁରକ୍ଷାର ସେଭଳି କିଛି ପଦକ୍ଷେପ ନିଆ ଯାଇ

ଏକକାଳୀନ ୫ଟି ଦୋକାନରୁ ସିରିଜ୍ ଲୁଟ, ସୁରକ୍ଷା ବ୍ୟବସ୍ଥା କୁ ଖୋଲାଖୋଲି ଚ୍ୟାଲେଞ୍ଜ !

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କଲେଜ ବାଇପାସ୍ ଛକ ନିକଟରେ ଥିବା ୫ଟି ଦୋକାନରୁ ଏକ କାଳୀନ ଭାବେ ସିରିଜ୍ ଲୁଟ ଘଟିଛି । ତେବେ ଦୁର୍ବୃତ୍ତ ମାନେ ତାଲା ଭାଙ୍ଗି ନଗଦ ୨୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ୍ ହୋଇଥିବା ସ୍ୱଚନା ମିଳିଛି । ସୂଚନା ଅନୁଯାୟୀ

ବିଜେପି ଦଳର ଅବସରପ୍ରାପ୍ତ ସୈନିକ ମାନଙ୍କ ବୈଠକ ଅନୁଷ୍ଠିତ

ଆଜି ନିମବାହାଳି ନିକଟସ୍ଥ ସାପ୍ତାହିକ ହାଟ ପଡ଼ିଆ ରେ ବିଜେପି ଦଳର ଅବସରପ୍ରାପ୍ତ ସୈନିକ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଦଳର ବରିଷ୍ଠ ନେତା ରବିନାରାୟଣ ସାହୁ ଙ୍କ ଆହ୍ୱାନ କ୍ରମେ ଏହି ବୈଠକରେ ଅବସରପ୍ରାପ୍ତ ସୈନିକ ମାନଙ୍କ ସହିତ ଅନ୍ୟାନ୍ୟ କର୍ମୀମାନେ ଯୋଗ ଦେଇ ବର୍ତ୍ତମାନର

ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ରେ ସମର ଫିଏଷ୍ଟା- ୨୦୨୨ ଅନୁଷ୍ଠିତ

ଢେଙ୍କାନାଳ ଦିଲ୍ଲୀ ପବ୍ଲିକ ସ୍କୁଲ ଠାରେ ସମର ଫିଏଷ୍ଟା - ୨୦୨୨ ମେ ୨୭ ଠାରୁ ଆରମ୍ଭ ହେଇଛି। ଏହା ୮ ଦିନ ଧରି ଚାଲିବ। ଏହାକୁ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ସାହୁ ଶୁଭ ଉଦଘାଟନ କରିଥିଲେ। ଏହି ସମର ଫିଏଷ୍ଟା ରେ ୧୦ ଗୋଟି ଗେମ ସାମିଲ ହୋଇଛି। ଭାରତ ର ଲୋକ ପ୍ରିୟତା ଚେସ ଗେମ

ଅଗ୍ନିକାଣ୍ଡ ରେ ଜଳିଗଲା ତିନି ବଖରା ଘର

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର। ଘରେ ଗୋଟିଏ ସ୍କୁଟି ଏବଂ ସମସ୍ତ ଆସବାପତ୍ର ଓ ଖାଦ୍ୟଶସ୍ୟ ସହ ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ପୋଡି ପାଉଁସ ହୋଇଯାଇଛି। ସୂଚନା ମୁତାବକ କାମାକ୍ଷାନଗର ଥାନା ବାଇଶିଙ୍ଗା ଗ୍ରାମ ନୂଆ ସାହିରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ଗ୍ରାମର ଶିଶିର

ମଦ୍ୟପ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଓଲଟିଲା ମିନି ଟ୍ରକ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ଗାଁ ନୂଆସାହି ନିକଟରେ ବକ ଶ୍ରମିକ ବୋଝେଇ ମିନି ଟ୍ରକ ଓଲଟି ପଡିବାରୁ ୨୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

ମା ପାର୍ବତୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ପଞ୍ଚାୟତ ଅନ୍ତର୍ଗତ ନାଟିମା ଗ୍ରାମରେ ଥିବା ବିଶେଶ୍ୱର ମହାଦେବ ମନ୍ଦିର ପରିସରରେ ମା ପାର୍ବତୀଙ୍କ ମନ୍ଦିରର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଗ୍ରାମର ବରିଷ୍ଠ କର୍ମକର୍ତ୍ତା ନାରାୟଣ ପ୍ରସାଦ ବେହେରା କହିବା ଅନୁଯାୟୀ ଏହି ବିଶେଶ୍ୱର ମହାଦେବ ମନ୍ଦିର

ରାଜ୍ୟର ଏକମାତ୍ର ଗୋ-ସଦନ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅନ୍ତର୍ଗତ ବାବନ୍ଧ ଗ୍ରାମଠାରେ ଥିବା ରାଜ୍ୟର ଏକମାତ୍ର ସର୍ବ ବୃହତ ଗୋ ସଦନ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ଏହା ଦୀର୍ଘଦିନ ହେବ ବନ୍ଦ ପଡିଛି। । ଏହି ଗୋସଦନର ଜମିକୁ କେତେକ ବ୍ୟକ୍ତି ଜବର ଦଖଲକରି ଘରଦ୍ବାର ନିର୍ମାଣ କରିଥିବା ବେଳେ ଏଠାରେ

ଘରେ ପଶି ଲୁଟିଲେ ସୁନାଚେନ୍ !

ଭୁବନ ଏନଏସି ୱାର୍ଡ ନମ୍ବର ୩ ଅନ୍ତର୍ଗତ ଭୁବନ ସିଭିଲ କୋର୍ଟ ବାଉଣ୍ଡାରି ୱାଲ କୁ ଲାଗି RWSS ସେକ୍ସନ କମ୍ପାଉଣ୍ଡ କ୍ଵାଟର ଭିତରେ ପଶି କିଛି ଦୁର୍ବୃତ୍ତ ମହିଳାଙ୍କ ବେକରୁ ୧୭ ଗ୍ରାମର ଏକ ସୁନାଚେନ ଛିଡାଇ ନେଇଯିବାର ଅଭିଯୋଗ ହୋଇଛି । RWSS ସେକ୍ସନ ରେ କାର୍ଯ୍ୟରତ ଶ୍ରୀଯୁକ୍ତ ପ୍ରମୋଦ
error: Content is protected !!