News
lipub
samparksetu
Browsing Category

ଢେଙ୍କାନାଳ ଖବର

ବିଶ୍ୱ ରେଡକ୍ରସ ଦିବସ ପାଳିତ

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ଲକ୍ଷ୍ମୀଧର ଉଚ୍ଚ ବିଦ୍ୟାଳୟରେ ପରିସରରେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଳା ଶିକ୍ଷାଧିକାରୀ ତଥା ଜିଲ୍ଲା ଜୁନିୟର ରେଡକ୍ରସ ସଭାପତି ନିବେଦିତା ପାଣି ଯୋଗଦେଇ ଜୀବନରେ ସେବା ମନୋବୃତି

ଦର୍ଶନ କରିବାକୁ ଯାଇଥିଲେ ;କପିଳାସ ବାରଵାଙ୍କରେ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ

କପିଳାସ ବାରବାଙ୍କରେ ଅଘଟଣ । ଦର୍ଶନ ପାଇଁ ଯାଉଥିବା ବେଳେ ଓଲଟି ପଡିଲା ଯାତ୍ରୀବାହୀ ଅଟୋ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ସୂଚନା । ସୂଚନା ମୃତାବକ ଅନୁଗୁଳ ଜିଲ୍ଲାର ତଳମୂଳ ଗ୍ରାମର କିଛି ଯୁବକ ବାବାଙ୍କ ଦର୍ଶନ କରିବାପାଇଁ ଗତରାତି ୧୨ଟା ସମୟରେ ଯାଉଥିଲେ। ଅଟୋଟି

ଶ୍ୟାମାଚରଣପୁର,ଆନନ୍ଦ ନଗର, କାଠଗଡ଼ା ଅଂଚଳରେ ବିଦ୍ୟୁତ ସରବରାହ ବ୍ୟାହତ ଯୋଗୁଁ ଜନ ଅସନ୍ତୋଷ

ଢେଙ୍କାନାଳ ମ୍ୟୁନିସିପାଲିଟିର ଏକ ନମ୍ବର ୱାର୍ଡ ଅନ୍ତର୍ଗତ ଶ୍ୟାମା ଚରଣପୁର, ଆନନ୍ଦ ନଗର ଓ କାଠଗଡ଼ା ଅଞ୍ଚଳରେ ତା.୦୫.୦୫.୨୦୨୨ ରିଖ ଅପରାହ୍ଣ ୦୩ ଘଟିକା ସମୟରୁ ନିରବଛିନ୍ନ ଭାବରେ ପ୍ରବଳ ଝଡ଼, ବର୍ଷା,କୁଆ ପଥର ମାଡ଼ ଓ ଦ୍ରୁତବେଗରେ ପବନ ବୋହିବା ଯୋଗୁଁ, ଟ୍ରାନ୍ସଫର୍ମମରରେ

ଢେଙ୍କାନାଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ; ଖୋଲା ଆକାଶ ତଳେ ସନ୍ତାନ ପ୍ରସବ !

ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସୁଛି । ଡାକ୍ତରଖାନା ଅଛି ରୋଗୀ ମଧ୍ୟ ଆସୁଛନ୍ତି , କିନ୍ତୁ ଡାକ୍ତର ଖାନାରେ ଉପଯୁକ୍ତ ଚିକିତ୍ସା ମିଳୁ ନଥିବା ଅଭିଯୋଗ ହୋଉଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଳକ୍ ବିରାଶାଳ ଡାକ୍ତରଖାନାରେ ଦେଖିବାକୁ

ବଜ୍ରାଘାତରେ ଶଳା ଓ ଭିଣୋଇ ମୃତ !

କଙ୍କଡାହାଡ ଥାନା ମକୁଆକାଟେଣି ଗ୍ରାମରେ ବଜ୍ରାଘାତରେ ଶଳା ଭିଣୋଇଙ୍କ ମୃତ୍ୟୁ ହୋଇଛି ।ମୃତକ ୨ଜଣ ହେଲେ ମକୁଆକାଟେଣି ଗ୍ରାମର ଦେବଦତ୍ତ ପଧାନ ଓ ଚକାପାଳ ଗ୍ରାମର ପ୍ରକାଶ ପଧାନ। ସୂଚନା ଅନୁଯାୟୀ , ଅପରାହ୍ନରେ ୨ଜଣ ଯାକ ସାଙ୍ଗ ହୋଇ ଗ୍ରାମ ନକିଟସ୍ଥ କାଜୁ ଜଙ୍ଗଲକୁ ଗୋଟାଇବାକୁ ବେଳେ

ଅଂଶୁଘାତ ରେ ଚାଲିଗଲା ଟ୍ରଲି ଚାଳକଙ୍କ ଜୀବନ !

ଢେଙ୍କାନାଳ ଜିଲ୍ଲାରେ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ ୩ରେ ପହଁଚିଛି । ବୁଧବାର ମଧ୍ୟାହ୍ନରେ ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ।ୱାର୍ଡ ନଂ୨ ନଟାକଟା କଲୋନୀର ଜଣେ ଟ୍ରଲି ଚାଳକ ନିଜ ଘରକୁ ଫେରିଥିଲେ । ବିଶ୍ରାମ ନେବାକୁ କହିବାରୁ ଘର ଲୋକ ଶୋଇବାକୁ ଦେଇଥିଲେ । ଶୋଇଥିବା ସମୟରେ ସ୍ତ୍ରୀ

ବ୍ୟବସାୟୀ ଙ୍କୁ ଆକ୍ରମଣ କରି ଲୁଟିନେଲେ ୩ଲକ୍ଷ !

ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ନିକଟରୁ ବ୍ୟବସାୟୀଙ୍କ ଠାରୁ ୩ଲକ୍ଷ ଲୁଟ।ଜିରାଳ ଗ୍ରାମର ଅଭିମନ୍ୟୁ ସାହୁ ଓ ତାଙ୍କ ଡ୍ରାଇଭର ମୃତ୍ୟୁଞ୍ଜୟ ପଣ୍ଡା ଏକ ପିକଅପ ଭ୍ୟାନ ଯୋଗେ ଜିନିଷ ଆଣିବା ପାଇିଁ କଟକ ଯାଉଥିବା ବେଳେ ୩ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଗାଡିକୁ ଅଟକାଇ ଭୁଜାଲିରେ

ତୁ ମୋ ବାପା ତୁ ମୋ ବୋଉ

ତୁହି ଅଛୁ ଯେବେ ସବୁ ଅଛି ମୋରକିଛି ଲୋଡ଼ା ନାହିଁ ଆଉ ।ବାପାଙ୍କ ବିହୁନେ ତୋ ମୁହଁକୁ ଚାହିଁବଞ୍ଚି ଆସିଛି ଲୋ ବୋଉ ।। ନାରିକେଳ ପରି ଉପରକୁ ଟାଣଅନ୍ତରେ ଅମୃତ ଭରା ।ମିଛେ ସିନା ରୁଷି ଗରଗର ହେଉତୋ ପରି କେ ହେବ ପରା ।। ତୋ ଅମାପ ପ୍ରେମ

ଅଖିମୁଠି ଅନୁକୂଳ କଲେ ବିଧାୟକ

ଅକ୍ଷୟ ତୃତୀୟା ରେ ଅଖିମୁଠି ବୁଣି ଚାଷର ସୁଭାରମ୍ଭ କଲେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ।କୃଷି ବିଭାଗଦ୍ୱାର ଆୟୋଜିତ ଉକ୍ତ ପର୍ବରେ ପ୍ରଥମେ ଧର୍ମୀୟ ରୀତିନୀତି ଅନୁଯାୟୀ ପୂଜାପଠା ଦ୍ୱାରା ଧରିତ୍ରୀ ମାଆର ପୂଜନ କରାଯାଇଥିଲା ଓ ଏହାପରେ ବିଧାୟକ ନିଜେ ହାତରେ ହଳ ଲଙ୍ଗଳ ଧରି ଚାଷ

ଅକ୍ଷୟ ତୃତୀୟା ଅବସରରେ ଆଖିମୁଠି ଅନୁକୂଳ ଓ ଆମ୍ବୁଲାନ୍ସ ସେବା ଆରମ୍ଭ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣି ଗାଁରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ପ୍ରଧାନଙ୍କ ଦ୍ୱାରା ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଖିମୁଠି ଅନୁକୂଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଚାଷୀ ଭାଇର ଆଜି ହେଉଛି ପ୍ରଥମ ପବିତ୍ର ଦିନ । ବିଧି ଓ ନିୟମ ଅନୁଯାୟୀ ଚାଷୀ
error: Content is protected !!