Browsing Category
ଢେଙ୍କାନାଳ ଖବର
ସୁଇସାଇଡ଼ ନୋଟ ଲେଖି, ଛାତ୍ରଙ୍କ ଆତ୍ମହତ୍ୟା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି କ୍ୟାମ୍ପସ ପରିସର ଭିତରେ ଅଘଟଣ । ପରୀକ୍ଷା ରେ ଭଲମାର୍କ ନ ରଖିପାରିବାରୁ ଆତ୍ମହତ୍ୟା କରିଛନ୍ତି ତାଳଚେର ଥର୍ମାଲ ଡିଏଭି ସ୍କୁଲର ଯୁକ୍ତ ଦୁଇ ଛାତ୍ର ଅବିନାଶ ପ୍ରଧାନ । ଏହା ସେ ନିଜେ ତାଙ୍କ ସୁଇସାଇଡ଼ ନୋଟ ରେ ଲେଖାଥିବାର!-->!-->!-->…
ଗ୍ୟାସ ପାଇପ ଲାଇନ କାଟୁଥିବା ସମୟ ରେ ଚଢ଼ାଉ କଲା ପୋଲିସ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ଫାଣ୍ଡି ପାଖରେ ଗ୍ୟାସ ପାଇପ ଲାଇନ କାଟୁଥିବା ସମୟ ରେ ପୋଲିସ ଚଢ଼ାଉ କରିଛି l ସୂଚନା ଅନୁସାରେ ପାରାଦ୍ୱୀପ ରୁ ଅନୁଗୁଳ ପର୍ଯ୍ୟନ୍ତ ଗ୍ୟାସ ପାଇପ ଲାଇନ ବିଛାଇବା ପାଇଁ ଟେଲ୍ ଇଣ୍ଡିଆ ପକ୍ଷରୁ କାମ ଚାଲିଅଛି l କିନ୍ତୁ କାଲି ରାତିରେ ଦୃବୃତ୍ତ!-->…
କାଜୁ ବଗିଚାରୁ ମୃତ ଦେହ ଉଦ୍ଧାର ;ବାରହା ଆକ୍ରମଣ ସନ୍ଦେହ
ଢେଙ୍କାନାଳ ଟାଉନ ଥାନା ୮ନମ୍ବର ୱ।ର୍ଡ ବାଂଝକୁସୁମ କାଜୁ ବଗିଚାରୁ ଏକ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ବାଂଝକୁସୁମ ଗ୍ରାମର ଦିବାକର ବୋଲି ଜଣାପଡିଛି। ବାରହା ଆକ୍ରମଣରେ ଦିବାକରଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦେଇଥିବାବେଳେ । ଟାଉନ ପୋଲିସ ଓ ବନ ବିଭାଗର କର୍ମଚାରୀ ପହଞ୍ଚି!-->…
କାଜୁ ଫିଲ୍ଡରୁ ନିଖୋଜ ବାଳକର ମୃତଦେହ ଉଦ୍ଧାର !
କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅଧୀନ ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ସୋଗର ପଞ୍ଚାୟତର ଝଗଡ଼ପଦା କାଜୁ ଫିଲ୍ଡରୁ ଏହି ଗାଁର ରାଜୁ ମଲ୍ଲିକଙ୍କ ତିନି ବର୍ଷର ପୁଅର ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ଯେ ରାଜୁ ମଲ୍ଲିକଙ୍କ ପୁଅ ରୁଦ୍ରାକ୍ଷ ମଲ୍ଲିକ ମଧ୍ୟାହ୍ନ ସମୟରେ ସାହି ପିଲାଙ୍କ!-->…
ସଂସ୍କୃତ ଶିକ୍ଷୟିତ୍ରୀଙ୍କ ବାଇକ ଦୁର୍ଘଟଣାରେ ମୃତ୍ଯୁ !
ସଂସ୍କୃତ ଶିକ୍ଷୟିତ୍ରୀଙ୍କ ବାଇକ ଦୁର୍ଘଟଣାରେ ମୃତ୍ଯୁ l ସୂଚନାଯୋଗ୍ୟ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ରଘୁନାଥ ଜୀଉ ଉଚ୍ଚ ବିଦ୍ୟାପୀଠର ସଂସ୍କୃତ ଶିକ୍ଷୟିତ୍ରୀ ଲିଲି ସେନାପତି ନିଜ ବାପଘର ଭାପୁର ଗାଁରୁ ବିଦ୍ୟାଳୟକୁ ସ୍କୁଟିରେ ଆସୁଥିବା ବେଳେ କମଗରl ସେତୁ ଉପରେ ଅନ୍ୟ!-->…
କପିଳାସ ରେଞ୍ଜ ରେ ହାତୀ ଆତଙ୍କ !
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କପିଳାସ ରେଞ୍ଜ ଗୋପାଳପୁର ଓ ମହୁଲଖୋଳି ଅଞ୍ଚଳରେ ରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । କିଛିଦିନ ହେବ ଏକ ଦନ୍ତା ହାତୀ ଗୋପାଳପୁର ଗ୍ରାମ ରୁ ବୃଦ୍ଧ ଫକୀର ନାୟକ ଘର ମୁହଁ ର କଚାଡି ମାରିଥିଲା ଏବେ ଲଗାତର ଗାଁ ମୁହାଁ ହୋଇ ଘରଦ୍ୱାର ଭାଙ୍ଗିବା ସହିତ ଧାନ!-->…
ପରଜଙ୍ଗରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ,ଅଭିଯୋଗ ଆସିଲେ ତଦନ୍ତ କରି ଆକ୍ସନ ନେବାକୁ ଅଧିକାରୀ ମାନଙ୍କୁ ଦେଲେ…
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଞ୍ଚାୟତ ସମିତି ସଭା ଗୃହ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପରଜଙ୍ଗ ବ୍ଲକର ୨୯ ଗୋଟି ପଂଚାୟତ ମଧ୍ୟରୁ ବିଭିନ୍ନ ପ୍ରକାରର ସମସ୍ୟା ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଭତ୍ତା ,ମେଡିକାଲ ସମସ୍ୟା, ଜଳ ଯୋଗାଣ, ଜଙ୍ଗଲ ବିଭାଗର!-->…
ଜଙ୍ଗଲ ଭିତରୁ ବୃଦ୍ଧଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବାର ସୂଚନା
ଥମୁନି ମଣିଷ ହାତୀ ଲଢେଇ ହାତୀ ଆକ୍ରମଣରେ ଚାଲିଯାଉଛି ନିରୀହ ଜୀବନ । ଏଭଳି ଘଟଣା ବିଭିନ୍ନ ଅଂଚଳରୁ ପ୍ରାୟ ପତ୍ୟେକ ସାମ୍ନା କୁ ଆସିବାରେ ଲାଗିଛି । ଏଭଳି ଏକ ଅଘଟଣ ଘଟିଛି ହିନ୍ଦୋଳ ଅଞ୍ଚଳର ଆଳୁସିଂହ ଅଞ୍ଚଳରେ । ଗତକାଲି ସେହି ଗ୍ରାମର ଅଚ୍ୟୁତ ସାହୁ ନିକଟସ୍ଥ ଜଙ୍ଗଲ କୁ ଯାଇ!-->!-->!-->…
ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ବାଇକ ,ଏଟିଏମ ,ମୋବାଇଲ ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ !
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର କୁଲେଇ ଗାଁ ଜିଏମ(GM) ଆଇରନ ଏଣ୍ଡ ଷ୍ଟିଲ ପ୍ଲାଣ୍ଟ ସମ୍ମୁଖରେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ତାଙ୍କ ଠାରୁ ଏକ ୟୁନିକର୍ଣ୍ଣ ବାଇକ ,ଏଟିଏମ କାର୍ଡ, ମୋବାଇଲ ଫୋନ ଓ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।
ଗୁରୁତର ଭାବେ!-->!-->!-->…
ବ୍ରାହ୍ମଣୀ ରେ ବୁଡି ଛାତ୍ର ନିଖୋଜ ଘଟଣା ; ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଉର୍ଣ୍ଣକୋଟେଶ୍ଵର ନିକଟରେ ଏକ ଅଘଟଣ ଘଟିଯାଇଛି । ଆଜି ବ୍ରାହ୍ମଣୀ ନଦୀରେ ୩ଜଣ ନବମ ଶ୍ରେଣୀର ଛାତ୍ର ଗାଧୋଉଥିବା ବେଳେ ପାଣିର ସୁଅ ମୁହଁରେ ପଡି ଭାସି ଯାଇଥିଲେ । ସେମାନେ ଭାସି ଯାଉଥିବା ବେଳେ ନିକଟରେ ଥିବା ଲୋକମାନେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର!-->…