Browsing Category
ଢେଙ୍କାନାଳ ଖବର
ବାଦିବାହାଳ ବିଦ୍ୟାଳୟ ଖୋଲିବାକୁ ଦାବୀ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ ବାଦିବାହାଳ ଗ୍ରାମରେ ଥିବା ପ୍ରାଥମକି ବିଦ୍ୟାଳୟକୁ ଖୋଲିବା ପାଇଁ ସ୍ୱୟଂସାହାୟକ ଗୋଷ୍ଠିର ସଦସ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।
ବାଦିବାହାଳ ଗ୍ରାମରେ ୧୯୭୬ ମସିହାରେ ବିଦ୍ୟାଳୟଟି ସ୍ଥାପନ ହୋଇଥିଲା । ଗ୍ରାମର ପିଲାମାନେ ଏଠାରେ ପାଠ!-->!-->!-->…
ଆନ୍ତର୍ଜାତୀୟ ଗଣିତ ଦିବସ ପାଳିତ
ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଗଣିତ ଦିବସ ପାଳିତ ହୋଇଯାଇଛି ।ଗଣିତ ବିଭାଗର ମୁଖ୍ୟ ଡା.ସୁରେଖା ବଳିଆରସିଂ ଗଣିତ ଦିବସର ପ୍ରାଧାନ୍ୟ ଉପରେ ଆଲୋକପାତକରଥିଲେ । ଆଜିର ଦିବସକୁ ପାଏ ଦିବସ କୁହାଯାଉଛି ବୋଲି କହିବା ସହତି ବେଦରେ ପାଏର ଆନୁମାନିକ ମୂଲ୍ୟ କିପରି ଶ୍ଳୋକ!-->…
ମୁକ୍ତାପଶି ନିକଟରେ ଗୁରୁତର ମହିଳା ଉଦ୍ଧାର ଘଟଣା ; ଅନୈତିକ ସମ୍ପର୍କ କୁ ନେଇ ସନ୍ଦେହ ପରେ ଜିଅନ୍ତା ଜାଳିଦେଲା…
ପ୍ରଥମେ ବିବାହିତ ମହିଳାଙ୍କ ସହିତ ସମ୍ପର୍କ ଏବଂ ପରେ ମହିଳାଙ୍କ ଉପରେ ସନ୍ଦେହକୁ ନେଇ ତାଙ୍କୁ ଜିଅନ୍ତା ଜାଳି ଦେଲା ବଏଫ୍ରେଣ୍ଡ । ଏ ଭଳି ଘୃଣ୍ଯ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ଅଂଚଳରେ ।
ଯାହାକୁ ନେଇ କାମାକ୍ଷାନଗର ପୋଲିସ!-->!-->!-->…
ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ
କଙ୍କଡ଼ାହାଡ଼ ବ୍ଳକ୍ ଟଂପେଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ପୋଡିଯାଇଛି । ସୂଚନା ଅନୁଯାୟୀ ସୋମବାର ଭୋର ସମୟରେ ଗାଁ ର ସାବିତ୍ରୀ ସିଂହ ଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁରେ ୩ ବଖରା ଘର ସହ ଘରେ ଥିବା ସମସ୍ତ ସାମଗ୍ରୀ ଜଳି ଯାଇଥିଲା ।
ସେହିପରି!-->!-->!-->…
ସହୀଦ ଙ୍କ ସ୍ମୃତିରେ ବ୍ଲଡ଼ ଡୋନେସନ କ୍ୟାମ୍ପ
ଗଁଦିଆ ବ୍ଲକର ଷଡ଼ଙ୍ଗୀ ଗ୍ରାମର ଆଖଣ୍ଡଳମଣି ଉପ୍ରା ବିଦ୍ୟାଳୟ ପରିସରରେ ସହୀଦ ତୁଷାରକାନ୍ତ ଙ୍କ ସ୍ମୃତିରେ ଏକ ବ୍ଲଡ଼ ଡୋନେସନ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି ।
ଏହି କ୍ୟାମ୍ପ ରେ ମୁଖ୍ୟ ଅତିଥି ଭାବେ ଗଁଦିଆ ଥାନାର ଭାରପ୍ରାପ୍ତ ଅଧିକାରୀ ବିଷ୍ଣୁ ଚରଣ ବାରିକ ଯୋଗ ଦେଇ କ୍ୟାମ୍ପ କୁ!-->!-->!-->…
ଟ୍ରକ ଧକ୍କା ରେ ଦୁଇ ମୋଟର ସାଇକେଲ ଆରୋହୀ ଗୁରୁତର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପଥରଖୁମ୍ବ ର ସରୋଜ କୁମାର ପରିଡା ଓ ଓରିଙ୍ଗା ବାଲିସାହି ର ବିଶ୍ୱଜିତ ନାଏକ ଦୁଇଜଣ ପେସାରେ ରଙ୍ଗ ମିସ୍ତ୍ରୀ l ସେମାନେ ଦୁଇଜଣ ତାଙ୍କ ଗ୍ରାମ ରୁ ବାହାରି ରଙ୍ଗ କାମ କରିବା ପାଇଁ କନ୍ତାରିପାଟ କେନାଲ ରାସ୍ତା ଦେଇ ଯାଉଥିବା ସମୟ ରେ କାମାକ୍ଷାନଗର!-->…
ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତଗର୍ତ ନରଣପୁର ଗ୍ରାମରେ ଜନୈକ ଯୁବକଙ୍କୁ ସଙ୍ଘବଦ୍ଧ ଭାବରେ ଆକ୍ରମଣ କରିବାରୁ ଯୁବକ ଜଣକ ଗରୁତର ଆହତ ହୋଇ ଚିକିତ୍ସିତ ହେଉଥିବାର ଜଣାପଡିଛି l
ଦୟାନିଧି ମଲିକଙ୍କ ଅନୁସାରେ ତାଙ୍କ ପଅୁ ମାନସ ମଲକି ସକାଳ ୯ଟାରେ କାର୍ଯ୍ୟ କୁ ଯାଉଥିବା ବେଳେ ଗ୍ରାମର!-->!-->!-->…
ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା ; ବିପୁଳ ପରିମାଣ ରେ ଦେଶୀ ଓ ବିଦେଶୀ ମଦ ଜବଦ ,ଜଣେ…
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କହ୍ନେଇପାଳ ଗାଁରେ ଆଜି କଟକ ଫ୍ଲlୟିଙ୍ଗ ସ୍କ୍ୱାର୍ଡ ଓ କାମାକ୍ଷାନଗର ଅବକାରୀ ବିଭାଗ କୁ ବଡ଼ ସଫଳତା ମିଳିଛି l ସେଠି ଥିବା ବିଦେଶୀ ନକଲି ମଦ ତିଆରି କାରଖାନାରେ ବ୍ୟାପକ ପରିମାଣର ବିଦେଶୀ ମଦ ତିଆରି ସାମଗ୍ରୀ ଜବତ କରିଛନ୍ତି l ତା ସହିତ ଜଣେ ମଦ ମାଫିଆକୁ!-->…
ଶୀତଳବସା ଗ୍ରାମରେ ଅଭାବନୀୟ ଘଟଣା, ଜିଅନ୍ତା ସ୍ତ୍ରୀ କୁ ପୋତିଦେଲା ସ୍ୱାମୀ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶୀତଳବସା ଗ୍ରାମରେ ଅଭାବନୀୟ ଘଟଣା, ସ୍ତ୍ରୀ କୁ ମାଡ଼ମାରି ଲହୁ ଲୁହାଣ କରିବାପରେ ଜିଅନ୍ତାପୋତିଦେଲା ସ୍ୱାମୀ ।
ସୂଚନା ଅନୁଯାୟୀ ରଞ୍ଜନ ସାହୁ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ସାହୁଙ୍କ ମଧ୍ୟରେ ପୂର୍ବରୁ ମନମାଳୀନ ଲାଗି ରହୁଥିବା!-->!-->!-->!-->!-->…
୩ ଡକାୟତ ଗିରଫ ;ଅଟୋ ସହିତ ୫ଲକ୍ଷ ୪୧ ହଜାର ଜବତ
ଢେଙ୍କାନାଳ ଜିଲ୍ଲା ସଦର ଥାନା ବଳଦିଆବନ୍ଧରୁ ଡକାୟତି ଅଭିଯୋଗରେ ପୋଲସି ୩ ଡକାୟତଙ୍କୁ ଗିରଫ କରିଛି ସେମାନଙ୍କଠାରୁ ଏକ ଅଟୋ ସହିତ ୫ଲକ୍ଷ ୪୧ହଜାର ଟଙ୍କା ଏବଂ ସୁନା ଗହଣା ଜବତ କରିଥିବାର ଜଣାପଡିଛି ।
ବଳଦିଆବନ୍ଧ ଗ୍ରାମର ସାଇ ପ୍ରସାଦ ଦାଶଙ୍କ ଘରୁ ଚୋରି ଅଭିଯୋଗ ନେଇ, ସେ ସଦର ଥାନାରେ!-->!-->!-->…