News
lipub
samparksetu
Browsing Category

ଢେଙ୍କାନାଳ ଖବର

ସଂପତ୍ତି ପାଇଁ ବାପାକୁ ହତ୍ୟା ଘଟଣା ; ୨ ପୁଅ , ଭାଇ ସହ ୫ ଗିରଫ

ଟାଉନ ଥାନା ଅନ୍ତର୍ଗତ କାଳିସାହି ଯୁଆଙ୍ଗ ବସ୍ତିରେ ସଂପତ୍ତି ପାଇଁ ବାପାକୁ ହତ୍ୟା କରିବା ପରେ ପୋଡ଼ିଦେବାକୁ ଉଦ୍ୟମ କରୁଥିବା ଘଟଣା ରେ ଟାଉନ ଥାନା ପୋଲିସ ୨ ପୁଅ ଏବଂ ମୃତକ ଙ୍କ ସାନଭାଇ ସମେତ ୫ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।ବଡ଼ ପୁଅ ପ୍ରକାଶ ବାପାକୁ ହତ୍ୟା କରିଥିବା

ପଞ୍ଚାୟତ ନିର୍ବାଚନ ସୁପରିଚାଳନା ପାଇଁ ପ୍ରଶାସନ ଓ ପୋଲିସ ସମନ୍ୱୟ ବୈଠକ ; ଅବାଧ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଉପରେ…

ଢେଙ୍କାନାଳ ଜିଲ୍ଲାରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସୁପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ଏବଂ ପୋଳିସର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଉତ୍ତେଜନା ପ୍ରବଣ ଇଲାକା ରେ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ । କେହି ନିର୍ବାଚନ ଆଚରଣ

ପୁଅର ମୃତ୍ୟୁକୁ ନେଇ ମା ଆଣିଲେ ହତ୍ୟା ଅଭିଯୋଗ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଗଡପଳାଶୁଣୀ ଗ୍ରାମରେ ଜଣେ ଯୁବକ ଆମ୍ବଗଛ ରେ ଝୁଲୁଥିବା ର ଦେଖିବାକୁ ମିଳିଛି । ସୂଚନା ମୁତାବକ ମୃତକ ଜଣକ ହେଲେ ସେହି ଗ୍ରାମର ହଟ କିଶୋର ବିଶ୍ଵାଳ ଙ୍କ ପୁଅ ଜିତେନ୍ଦ୍ର ବିଶ୍ଵାଳ(୪୦) । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଜିତେନ୍ଦ୍ର ବୈଦିକ ରିତିନୀତି

ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ !

ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ସ୍ଥିତ ଠାକୁରାଣୀ ଙ୍କ ନିକଟରେ ଆଜି ଏକ ଯୁବକର ମୃତ ଦେହ ପଡିଥିବାର ଦେଖିବାକୁ ମିଳିଛି, ଉକ୍ତ ମୃତ ଯୁବ ହେଲେ ଭୁବନ ଥାନା ଅନ୍ତର୍ଗତ ଭୁବନ ଏନ ଏସି ର ୧୪ନଂ ୱାର୍ଡର ବିଶ୍ୱନାଥ ପାତ୍ର ଙ୍କର ପୁଅ ଉଦ୍ଧବ ପାତ୍ର (୩୨) । ତାଙ୍କର ମୃତ ଦେହ ପାଖରେ ଏକ ଟିଭିଏସ

ଦିନ ଦ୍ବିପ୍ରହରରେ ସହର ମଧ୍ୟରୁ ମହିଳାଙ୍କ ବେକରୁ ସୁନା ଚେନ ଲୁଟିଲେ

ମହିଳାଙ୍କ ବେକରୁ ସୁନା ଚେନ ଲୁଟ କରି ଦୂର୍ବୁତ୍ତ ଫେରାର।ଲୁଟ ବେଳର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଶିବ ମନ୍ଦିର ନିକଟରେ। ସୂଚନା ଅନୁଯାୟୀ ,କାମାକ୍ଷାନଗର ସହର ଶିବମନ୍ଦିର ନିକଟରେ ମମତା

କନ୍ଦରସିଙ୍ଗା ଅଞ୍ଚଳରେ ମାତିଛନ୍ତି ଚନ୍ଦନ କାଠ ମାଫିଆ !

ପରଜଙ୍ଗ ଥାନା କନ୍ଦରସିଙ୍ଗା ପଞ୍ଚାୟତରେ ଚନ୍ଦନ କାଠ ମାଫିଆଙ୍କ ସକ୍ରିୟ ହୋଇଛନ୍ତି। ଗୋଟିଏ ପଟେ ନିର୍ବାଚନୀ ହିଂସା ଯୋଗୁଁ ପଞ୍ଚାୟତରେ ପୋଲିସ ଫ୍ଲାଗ ମାର୍ଚ୍ଚ କରୁଛି , ଅନ୍ୟ ପଟେ ଗତକାଲି ରାତିରେ ଶିବ ମନ୍ଦିର ପରିସରରୁ ଚନ୍ଦନ ଗଛ ଚୋରି ହୋଇଛି। କିଛି ଦିନ ପୂର୍ବରୁ କଲଦା ଗାଁ ର ଜୈନିକ

ବାପାଙ୍କୁ ହତ୍ୟା କଲା ପୁଅ !

ବାପ କୁ ହତ୍ୟା କଲା ପୁଅ, ହତ୍ୟା ପରେ ମୃତ ଦେହକୁ ପୋଡି ଦେବା ପାଇଁ ଯୋଜନା କରୁଥିବା ସମୟରେ ଘଟଣାସ୍ଥଳରେ ପହଁଚିଲା ଟାଉନ ଥାନା ପୁଲିସ। ଜାଗାବାଡ଼ି ସଂକ୍ରାନ୍ତକୁ ନେଇ ତଣ୍ଟି କାଟି ହତ୍ୟା କରିଥିବା ସୂଚନା। ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କୋରିଆଁ ଜୁଆଙ୍ଗ ବସ୍ତି କାଳିସାହି ନିକଟରେ

କାନ୍ଦରସିଂହାରେ ରାଜନୈତିକ ହିଂସା , ପୋଲିସର ତନାଘନା

ପରଜଙ୍ଗ ଥାନା କାନ୍ଦରସିଂହା ପଞ୍ଚାୟତର ରେ ରବିବାର ଦିନ ରାଜନୈତିକ ହିଂସା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସରପଞ୍ଚ ପ୍ରାର୍ଥୀଙ୍କ ଘରେ ପଶି ପ୍ରତିଦ୍ବନ୍ଦୀ ଙ୍କ ସମର୍ଥକ ମାନେ ଆକ୍ରମଣ କରିଥିବା ନେଇ ଥାନାରେ ୨ ପକ୍ଷରୁ ଅଭିଯୋଗ ହୋଇଛି । ଉଭୟ ପକ୍ଷର ଅଭିଯୋଗକି ଭିତ୍ତି କରି

ଶିବାନନ୍ଦ ତପୋ ଭୂମିର ୨୧ ତମ ବାର୍ଷିକ ମହୋତ୍ସବ

ପରଜଙ୍ଗ ବ୍ଲକ ମାଣିକ ମରା ଗ୍ରାମରେ ଶିବାନନ୍ଦ ତପୋ ଭୂମି ଆଶ୍ରମରେ ସ୍ୱାଧ୍ୟାୟ ସାଧନା ଶିବିର ତଥା ୨୧ ତମ ବାର୍ଷିକ ମହୋତ୍ସବ ଚାଲୁ ଅଛି। ଏହା ୩ଦିନ ଧରି ଚାଲିବ। ବସନ୍ତ ପଞ୍ଚମୀ ଠାରୁ ଆରମ୍ଭ ହୋଇ ସପ୍ତମୀ ପର୍ଯ୍ୟନ୍ତ ଅର୍ଥାତ୍ ଫେବୃଆରୀ ୫,୬ ଓ ୭ ତିନିଦିନ ଧରି ଯଜ୍ଞ, ବେଦବ୍ୟାଖ୍ୟାନ,

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ !

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଇ ଗ୍ରାମରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନମିତା ଦେହୁରୀ(୩୦) ସ୍ଵାମୀ ସୁମନ୍ତ ଦେହୁରୀ, ଘର ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଶାଳ ଗାଡିଆ ଗ୍ରାମରେ। ସେ ଏକ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାପାଇଁ ତାଙ୍କ ବାପଘର ଢେ଼ଙ୍କାନାଳ
error: Content is protected !!