Browsing Category
ଢେଙ୍କାନାଳ ଖବର
ଆଦର୍ଶ ଶିକ୍ଷକ ତଥା ଏବିଓଙ୍କ ଅକାଳ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ଆଦର୍ଶ ଶିକ୍ଷକ ଇଶ୍ୱର ଚନ୍ଦ୍ର ସାହୁଙ୍କର ଅକାଳ ବିୟୋଗରେ ଜିଲ୍ଲା ତଥା ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି ।
ରବିବାର ଦିନ ସେ ଅସୁସ୍ଥ ଅନଭୁବ କରିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର!-->!-->!-->…
ଟୁର୍ଣ୍ଣାମେଣ୍ଟ ଚାଲିଥିବା ସମୟରେ ଟାଙ୍ଗିଆ ଆକ୍ରମଣ, ଥାନା ରେ ଅଭିଯୋଗ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଆରୁହା ଗ୍ରାମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଇଯାଇଛି l ଏହି ଅନୁଷ୍ଠିତ ମ୍ୟାଚ ରେ ୧୩ଫେବୃଆରୀ ଦିନ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେଇଥିଲା ଏହି ମ୍ୟାଚରେ ମହୁଲଖୋଳି କ୍ରିକେଟ ଟିମ ଓ ଆରୁହା କ୍ରିକେଟ ଟିମ ସହିତ ଖେଳ ଜାରି ରହିଥିଲା l ଏହି!-->…
ପାଖେଇ ଆସୁଛି ନିର୍ବାଚନ, ଉପର ମୁହାଁ ନିର୍ବାଚନ ଜନିତ ହିଂସା
ପାଖେଇ ଆସୁଛି ପୋୖର ନିର୍ବାଚନ, ଗ୍ରାମାଞ୍ଚଳରେ ଚାଲିଛି ଜୋର ପ୍ରଚାର । କିଏ ହାତ ଯୋଡୁଛି ତ କିଏ ଭୋଟରଙ୍କ ସହ ପଖାଳ ଖାଉଛି ତ କିଏ ମୁଣ୍ଡ ରେ ହାତ ଛୁଆଇଁ ରାଣ ନିୟମ ପକାଉଛି ବିଭିନ୍ନ ଅଞ୍ଚଳ ରୁ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ଉପର ମୁହାଁ ନିର୍ବାଚନ ଜନିତ!-->…
ବିବି ହାଇସ୍କୁଲ କୁ ପଞ୍ଚାୟତ ନିର୍ବାଚନ ପାଇଁ ବ୍ୟବହାରକୁ ନେଇ ଅସନ୍ତୋଷ ;ଜିଲ୍ଲାପାଳଙ୍କ ନିକଟରେ ପରିଚାଳନା ସମିତିର…
ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ବିବି ହାଇସ୍କୁଲରେ ପଞ୍ଚାୟତ ନିର୍ବାଚନରେ ଭୋଟ ପାଇଁ ବିଦ୍ୟାଳୟକୁ ବ୍ୟବହାର କରାଯାଉଥିବାର ଅସନ୍ତୋଷ ଦେଖାଦେଇଛି । ଏହି ବିଦ୍ୟାଳୟ ବ୍ୟବହାର ନକରିବାକୁ ପରିଚାଳନା କମିଟିର ସଦସ୍ୟମାନେ ଜିଲ୍ଲାପାଳଙ୍କ ନିକଟରେ ନିବଦେନ କରିଛନ୍ତି ।
ବିବି!-->!-->!-->…
ମୋ ଭୋଟ ମୋ ଅଧିକାର ସଚେତନତା କର୍ମଶାଳା
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଠାରେ ମୋ ଭୋଟମୋ ଅଧିକାର ଶିର୍ଷକ କର୍ମଶାଳା ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନରେଥିବା କେନ୍ଦୁଝର ଜନସମ୍ପର୍କ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଯାଇଛି ।
ଭୋଟ ଅଧିକାର ସହିତ କୋଭିଡ୍ ମାର୍ଗଦର୍ଶିକାକୁ ଦୃଷ୍ଟିରେ ରଖି ଭୋଟର ମାନେ!-->!-->!-->…
ଉଦ୍ଧବ ହତ୍ୟାକାଣ୍ଡ ର ପର୍ଦ୍ଦାଫାସ ; ମଠ ପୂଜକ ଗିରଫ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଅନ୍ତର୍ଗତ ମନ୍ଦାର ଗ୍ରାମ ନିକଟ ଚୈତ୍ରନ୍ୟ ମଠ ରେ ଗତ ୯ ତାରିଖରେ ଘଟିଥିବା ଉଦ୍ଧବ ପାତ୍ର ହତ୍ୟାକାଣ୍ଡ ର ପର୍ଦ୍ଦାଫାସ ହୋଇଛି । ଏଥିରେ ଉକ୍ତ ମଠର ପୂଜକ ବବ ଦାଶରଥି ବେହେରା ସମ୍ପୃକ୍ତ ଥିବା ପୋଲିସ ତଦନ୍ତରୁ ଜଣା ପଡ଼ିଛି । ଅଭିଯୁକ୍ତ ବାବା କୁ ପୋଲିସ!-->…
ସଡ଼କ ଦୁର୍ଘଟଣାରେ ଦୁଇ ଆହତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେ ଆଜି ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହୋଇଛି l ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି ।ସୂଚନା ଅନୁସାରେ ଆଜି ସମ୍ବଲପୁର ର ଉତ୍କଳ ମଣି ବାଘ୍ (୨୨) ଓ ବିଦ୍ୟାଧର ପିଙ୍ଗ (୨୮) । କୌଣସି କାମ ପାଇଁ କାମାକ୍ଷାନଗର ଆସିଥିଲେ l
କାମସାରି କାମାକ୍ଷାନଗର!-->!-->!-->…
ବେଗା ପଂଚାୟତରେ ନିର୍ବାଚନୀ ହିଂସା ବ୍ୟାନର ଚିରାକୁ ନେଇ ଗଣ୍ଡଗୋଳ ; ୪ ଆହତ
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା ପୋଷ୍ଟର ଚିରାକୁ ନେଇ ଘଟିଛି ଗଣ୍ଡଗୋଳ ପୋଲିସ ଠାରୁ ପ୍ରକାଶ । ନିହଲପ୍ରସାଦ ଥାନା ଅନ୍ତର୍ଗତ ବେଗା ଗ୍ରାମର ଅଷ୍ଟପ୍ରହରି ହେଉଥିବା ବେହେରା ସାହିରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କର ବାନର ଟଙ୍ଗା ଯାଇଥିଲା ସେଠାରେ!-->…
ସ୍ପେସାଲ ଟ୍ରେନ ନାଁ ରେ ଶୋଷଣ ! ଏପଟେ ସଠିକ ସମୟରେ ଆସୁ ନଥିବାରୁ ଯାତ୍ରୀଙ୍କ ମହଲରେ ତୀବ୍ର ଅସନ୍ତୋଷ
ରାଜ୍ୟ ରେ କୋଭିଡ୍ ସଂକ୍ରମଣ ମିଟର ତଳମୁହାଁ । ସ୍କୁଲ, କଲେଜ, ମଲ୍, ସିନେମା ହଲ୍ ମଧ୍ୟ ସ୍ୱାଭାବିକ ହେବାକୁ ବସିଲାଣି । ଉତ୍ସବ, ମହୋତ୍ସବ ମଧ୍ୟ କଟକଣା ଭିତରେ ଚାଲିଛି । ଏହା ସତ୍ୱେ ସ୍ବାଭାବିକ ହେଉନି ଟ୍ରେନ୍ ସେବା । ଦୀର୍ଘ ବର୍ଷ ପରେ ଓଡ଼ିଶା ଭିତରେ ପାସେଞ୍ଜର!-->!-->!-->…
ଭୋଟ ବର୍ଜନ ପାଇଁ ପାକଟମୁଣ୍ଡା ଗ୍ରାମବାସୀ ଶପଥ ପାଠ ; ରାସ୍ତା ନାହିଁ ତ ଭୋଟ ନାହିଁ !
ରାସ୍ତା ନାହିଁ ତ ଭୋଟ ନାହିଁ ,ନାରା ଦେଇ ଗ୍ରାମଦେବୀଙ୍କ ନିକଟରେ ଶପଥ ପାଠ କଲେ ଗ୍ରାମବାସୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡ଼ାହାଡ଼ ବ୍ଲକ ବାମ୍ ପଞ୍ଚାୟତ ଅନ୍ତର୍ଗତ ପାକଟମୁଣ୍ଡା ଗାଁରେ । ଗାଁରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ପରିବାର!-->…