Browsing Category
ଢେଙ୍କାନାଳ ଖବର
ଅଶ୍ଳୀଳ ଫୋଟ ଭାଇରାଲ କରି ଯୁବକ ଗିରଫ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାନ୍ଦା ଫାଣ୍ଡି ସାନ୍ଦା ଗ୍ରାମର କୃଷ୍ଣଚନ୍ଦ୍ର ଭୁକ୍ତା ଙ୍କ ପୁଅ କାଳିଆ ଓରଫ ସୁବ୍ରତ କୁମାର ଭୁକ୍ତା(୨୭)ପାଖ ଅଞ୍ଚଳର ଏକ ଜୈନିକ ଝିଅର ଅଶ୍ଲୀଳ ଫଟୋ ଉତ୍ତୋଳନ କରି ଭାଇରାଲ କରିବା ହେଲା ମହଙ୍ଗା ।
ସୂଚନା ମୁତାବକ ଉକ୍ତ ଜୈନିକ ଝିଅର ବିବାହ ପ୍ରସ୍ତାବ!-->!-->!-->…
କୋଭିଡ ଆକ୍ରାନ୍ତ ଭୋଟର ମାନେ ଶେଷ ୧ ଘଣ୍ଟାରେ କରିବେ ମତଦାନ
ଜିଲ୍ଲାପାଳ ସରୋଜ କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଆଜି ଏକ କୋଭିଡ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ତ୍ରିସ୍ତରୀୟ ନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀ, କର୍ମଚାରୀଙ୍କ ସମେତ ପୋଲିସ , ଡ୍ରାଇଭର , ଶିକ୍ଷକ ଆଦି ସମସ୍ତେ କର୍ମଚାରୀ ମାନଙ୍କ ୪୮ ଘଣ୍ଟା ପୂର୍ବରୁ କୋଭିଡ!-->…
ଟୋକନ ବ୍ୟବସ୍ଥା କରିବାକୁ ଦାବୀ
ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ ତାଳବରକୋଟ ଗ୍ରାମରେ ଥିବା ଚାଷୀ ମାନଙ୍କର ଟୋକନ ଅବଧି ଶେଷ ହୋଇଯାଉଥିବା ବେଳେ ଏ ଦିଗରେ ପଦକ୍ଷେପ ନେବାକୁ ଚାଷୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।
ସେବାସମବାୟ ସମିତିରେ ଧାନ ଦେବା ପାଇଁ ଚାଷୀ ମାନଙ୍କୁ ଟୋକନମିଳିଥାଏ । ତାଳବରକୋଟ ଚାଷୀ!-->!-->!-->…
ସିଭିଲ ଡିଫେନସ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ ଦାବୀ
ଢେଙ୍କାନାଳ ଜିଲ୍ଲା ରେ କାର୍ଯ୍ୟରତ ସିଭିଲ ଡିଫେନସ କର୍ମଚାରୀଙ୍କୁ ନାର୍ଯ୍ୟ ଦାବୀ ପ୍ରଦାନ କରିବାକୁ ଦାବୀ କର।ଯାଇଛି । ସିଭିଲ ଡିଫେନ୍ସ ସଂସ୍ଥା ୨୩ ବର୍ଷ ଧରି କାର୍ଯ୍ୟକରି ଆସୁଥିବା ବେଳେ ଢେଙ୍କାନାଳ ଜିଲ୍ଳାରେ ସେମାନଙ୍କୁ ଅଣଦେଖା କରାଯାଉଛି ।କୌଣସି କାର୍ଯ୍ୟ ସେମାନଙ୍କୁ ପ୍ରଦାନ!-->…
ଓଡିଶା ଡ୍ରାଇଭର ମହାସଂଘ ତରଫରୁ ମୃତକ ଡ୍ରାଇଭର ପରିବାର କୁ ସହାୟତା ପ୍ରଦାନ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଂଚାୟତରେ ଥିବା ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ , କିଛି ଦିନ ତଳେ ଚିଲିଦା ଗ୍ରାମର ହେମନ୍ତ ପାତ୍ର ( କାଳିଆ ) , କର୍କଟ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ ।
ହେମନ୍ତ ପାତ୍ର ଛତିଶଗଡ ରେ ଗୋଟେଏ ଘରୋଇ କମ୍ପାନୀରେ ଡ୍ରାଇଭିଂ!-->!-->!-->…
ମାସେ ଦେଲେ ଆଉ ଦେଲେନି ,ବାପ ଘରେ ସଢୁଛନ୍ତି ସନ୍ଧ୍ୟା
ମାସକର ଭରଣ ପୋଷଣ ଦେଲା ପରେ ସ୍ୱାମୀର ଦେଖାନାହିଁ । ୪୫ ମାସ ହେଲା ପେଟକୁ ଆହାର ଦେବାକୁ ଭୁଲି ଯାଇଛନ୍ତି ଶାଶୁଘର । ଫଳରେ ସ୍ୱାମୀଙ୍କ ଘର ସାମନାରେ ଧାରଣାରେ ବସିଛନ୍ତି ବିବାହିତା ମହିଳା ସନ୍ଧ୍ୟା (ଛଦ୍ମନାମ) ।
ଏପରି ଘଟଣା ଘଟିଛି ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ୱାର୍ଡ ନମ୍ବର ୧୫ରେ!-->!-->!-->…
ବାପୁ ମନ୍ଦିର ରେ ପଞ୍ଚ ଦିବସୀୟ ଗୀତା ଜ୍ଞାନଯଜ୍ଞ ଉଦଯାପିତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ରେ ଅବସ୍ଥିତ ବାପୁ ମନ୍ଦିରରେ , ବାପୁ ମନ୍ଦିର ନ୍ୟାସ ଓ ପୂଜ୍ୟପୂଜା ସଂଗଠନ ପକ୍ଷରୁ କୋଭିଡ କଟକଣାକୁ କୁ ଦୃଷ୍ଟିରେ ରଖି , ଦଶମ ବାର୍ଷିକ ପଞ୍ଚ ଦିବାସୀୟଶ୍ରୀମଦ ଭାଗବତ ଗୀତା ଜ୍ଞାନ ଯଜ୍ଞ ଉଦଯାପିତ ହୋଇଯାଇଛି ।
ଏହା ୭୩ ତମ ସାଧାରଣ ତନ୍ତ୍ର ଦିବସ!-->!-->!-->…
ଗୋଟିଏ ଦିନରେ ନବବିବାହିତ ଦମ୍ପତିି ମୃତ୍ୟୁ ଘଟଣା ;ଶିଶୁ ଗୃହରେ ଶୁଦ୍ଧିକ୍ରୀୟା ପାଳିଲେ ସାଙ୍ଗସାଥୀ
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ନାଗିଆପଶି ପଞ୍ଚାୟତ ଅଧୀନ ହରେକୃଷ୍ଣପୁର ଗ୍ରାମରେ ଗତ ୨୦ ତାରିଖରେ କିଛି ସମୟ ବ୍ୟବଧାନରେ ଘଟିଥିବା ନବବିବାହିତ ଦମ୍ପତି ମୃତ୍ୟୁ ଘଟଣାରେ ଏକାଦଶାହ ନିଆରା ଢଙ୍ଗରେ ପାଳନ କରାଯାଇଛି । ମୃତକ ଦିଲ୍ଲୀପ ନାୟକଙ୍କ ସାଙ୍ଗସାଥୀମାନେ ସହର ଉପକଣ୍ଠ ଶ୍ୟାମାଚରଣପୁର!-->…
ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ
ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ମହାପ୍ରୟାଣ ଦିବସ, ଆଜିର ଦିନରେ ବାପୁଜୀ ଙ୍କ ଦେହାନ୍ତ ହୋଇଥିଲା । ଏହି ଦିନକୁ ସାରା ଦେଶରେ ସହିଦ୍ ଦିବସ ଭାବେ ପାଳନ କରାଯାଉଛି। ଆଜି ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ସ୍ଥାନୀୟ ବାଜି ଚୌକି ଛକ ରେ ଥିବା ବାପୁଜୀ ସ୍କୁଲ ପରିସର ରେ!-->…
ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୪ ତମ ଶ୍ରାଦ୍ଧ ଦିବସ ପାଳିତ
ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆଜି ବସଷ୍ଟାଣ୍ଡ ସ୍ଥିତ ଗାନ୍ଧୀ ଉଦ୍ୟାନଠାରେ ଜାରୀର ପିତା ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅଵସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା!-->…