Browsing Category
ଢେଙ୍କାନାଳ ଖବର
ଆଦର୍ଶ ବିଦ୍ୟାଳୟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ,୫୫ ନଂ ଜାତୀୟ ରାଜପଥ ଅବରୋଧ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗ୍ରାମରେ ନିର୍ମାଣ ଧୀନ ଆଦର୍ଶ ବିଦ୍ୟାଳୟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଏହାର ପ୍ରତିବାଦରେଗ୍ରାମବାସୀମାନ ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ସମାଧାନ କରିବାକୁ ଦାବୀ କରିଛନ୍ତି ।
!-->!-->!-->…
କୋଭିଡ୍ କଟକଣାରେ ହେବ ଜାଗର ଯାତ୍ରା: ପୀଠକୁ ଶ୍ରଦ୍ଧାଳୁଙ୍କୁ ମନା
କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଆସନ୍ତା ମାସ ମାର୍ଚ୍ଚ ୧ ତାରିଖରେ ମହାଶିବ ରାତ୍ରି ଅବସରରରେ ପାଳିତ ହେବ ପ୍ରସିଦ୍ଧ କପିଳାସର ଜାଗର ଯାତ୍ରା । ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବ ପୀଠ ଢେଙ୍କାନାଳର ପ୍ରଭୁ ଚଦ୍ରଶେଖର ଜୀଉଙ୍କ ପୀଠ କପିଳାସ ଜାଗର ଯାତ୍ରା ଅବସରରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ!-->…
ଫେବୃୟାରୀ ୧୫ରୁ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘମେଳା
ଆସନ୍ତା ଫେବୃୟାରୀ ୧୫ ତାରିଖ ଦିନ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ନିମନ୍ତେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଜୋରନ୍ଦା ସ୍ଥିତ ମହିମଗାଦିରେ ଏହି ମେଳା ବେଶ ଧୁମ ଧାମରେ ୩ ଦିନ ଧରି ପାଳିତ ହୁଏ ।!-->…
ଲୋପ ପାଉଛି ପରମ୍ପରା,ବଜାୟ ରଖିବା ପାଇଁ ଲଢେଇ
ଯୁଗ ବଦଳୁଛି,ଲୋପ ପାଉଛି ପରମ୍ପରା ଆଧୁନିକତାର ଚାକଚକ୍ୟ କୁ ଆକର୍ଷିତ ଯୁବ ପିଢି ,ଭୁଲି ଯାଉଥିବା ନିଜର କୌଳିକ ବୃତ୍ତି, ବାଦ୍ୟ, ନୃତ୍ୟ ଚାଲିଚଳନ ,ଶିକ୍ଷା, ଜଙ୍ଗଲ ଜମି ଅଧିକାର କୁ ବଞ୍ଚାଇବା ପାଇଁ ଆରମ୍ଭ ହୋଇଛି ସଚେତନ,ଏଭଳି ପ୍ରୟାସ ଜାରି ରଖି ଜିଲ୍ଲା ଆଦିମ ଜନଜାତି ଜୁଆଙ୍ଗ ମହାସଂଘ!-->…
ଅଧିକାରୀଙ୍କୁ ଡିଗ୍ରେଡେସନ, କାରଖାନା ରେ ୨ହଜାର ଅଧିକାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଢେଙ୍କାନାଳ ଜିଲ୍ଲା ଓଡାପଡା ବକ୍ଲ କଣ୍ଟାବଣିଆ ସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ଅଧିକାରୀ ମାରଣ ନିତୀ କୁ ନେଇ କାରଖାନାରେ ଅସନ୍ତୋଷର ନିଆଁ ଜଳିବାରେ ଲାଗିଛି । କର୍ମଚାରୀ ଙ୍କୁ ଡିଗ୍ରେଡେସନ କରିବା ସହିତ ଦରମାରେ ୧୦ ପ୍ରତଶିତ ହ୍ରାସ ଏବଂ ଇନକ୍ରୀମେଣ୍ଟକୁ ଫ୍ରିଜ କରି ଦିଆଯାଇ ଥୁବର ଅଭିଯୋଗ!-->…
ମହୁମାଛି ଏବଂ ଭାଲୁ ଆକ୍ରମଣରେ ୨ ଜଣ ଗୁରୁତର
କାମାକ୍ଷାନଗର ଥାନା ବାଲିଗୋରଡ ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି ।ଗୁରୁତର ହେଲେ ଭମ୍ରବର ସ୍ବାଇିଁ।ସେ ଅପରାହ୍ନରେ ଘାସ କାଟିବାକୁ ଯାଇଥିବା ବେଳେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା। ଗୁରୁତର ଭାବେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି!-->…
ଗଣ୍ଡାନାଳୀ ଗ୍ରାମରେ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ
ହିନ୍ଦୋଳ ଉପଖଣ୍ଡ ଗଣ୍ଡାନାଳୀ ଗ୍ରାମରେ ଆଜି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀ ଶ୍ରୀ ରଘୁନାଥ ଜୀଉ ଙ୍କ ନୁତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହା ସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ୨୫ ତାରିଖ ମଙ୍ଗଳ ବାର!-->!-->!-->…
ହିନ୍ଦୋଳ ଉପଖଣ୍ଡର ବିଭିନ୍ନ ସ୍ଥାନରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ସବଡ଼ିଭିଜନର ବିଭିନ୍ନ ସ୍ଥାନରେ ଆଜି ୭୩ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ ନିୟମାନୁଯାୟୀ ଅତି ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଅଛି । ସକାଳ ଆଠ ଘଟିକା ସମୟରେ ହିନ୍ଦୋଳ ଏସ ଡି ଏମ କୋର୍ଟର ବିଚାରପତି ଶ୍ରୀମତୀ ସ୍ନିଗ୍ଧା ପଣ୍ଡାଙ୍କ ଦ୍ୱାରା!-->…
କାମାକ୍ଷାନଗର ରେ ୧୨ ତମ-ଜାତୀୟ ମତଦାତା ଦିବସ ପାଳିତ
କକାମାକ୍ଷାନଗର ବ୍ଲକ ସଦଭାବନା ଗୃହ ଠାରେ ୧୨ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସ୍ଥ ଗଣତନ୍ତ୍ର ଗଠନ ନିମନ୍ତେ ସୁସ୍ଥ ଭୋଟର ତାଲିକାର ଆବଶ୍ୟକତା ରହିଛି।ଏଥି ନିମନ୍ତେ ସମସ୍ତଙ୍କ ସହଯୋଗ!-->…
ଗଣିତ ମଡେଲ ପ୍ରସ୍ତୁତି କର୍ମଶାଳା ଉଦଯାପିତ
କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ନିର୍ମିତ ଗଣିତ ପ୍ରୟୋଗ ଶାଳାରେ ଚଳିତ ମାସ ୧୯ ତାରିଖରୁ ଗଣିତ ମଡେଲ ପ୍ରସ୍ତୁତି କର୍ମଶାଳା ଆରମ୍ଭ ହୋଇ ୨୫ ତାରିଖ ରେ ଉଦଯାପିତ ହୋଇଛି । ଏହି କାର୍ମଶାଳାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କର ଶିକ୍ଷା!-->…