Browsing Category
ଢେଙ୍କାନାଳ ଖବର
ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡଝରା ଗାଁ ନିକଟରେ ମୃତ ଦେହ ରଖି କ୍ଷତିପୂରଣ ଦାବିରେ ଲୋକଙ୍କ ରାସ୍ତାରୋକ ।
ଗତ କାଲି ଅପରାହ୍ନରେ ଏକ ହାଇୱା ଟ୍ରକ ଧକ୍କାରେ ବଡଝରା ଗାଁର ପ୍ରଫୁଲ୍ଲ କୁମାର ପଣ୍ଡା ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ!-->!-->!-->…
ମଦ ପିଇ ଘର ଜାଳିଦେଲା ପୁଅ
ମଦ ପିଇ ଘର ଜାଳିଦେଲା ପୁଅ।ଥାନାରେ ମଦ୍ୟପ ପୁଅ ନାଁରେ ଏତାଲା ଦେଲେ ବାପା।ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ଖୋକସା ଗ୍ରାମରେ।ସୂଚନା ଅନୁଯାୟୀ , ଖୋକସା ଗ୍ରାମର ସାରଙ୍ଗଧର ବେହେରାଙ୍କ ପୁଅ ଶତୃଘନ ବେହେରା ମଦ ପିଇ ଘରକୁ ଫେରିବା ସହ ଘରେ ସର୍ବଦା କଳି ଝଗଡା!-->…
ଯୁବକଙ୍କ ଉପରେ ଚଢ଼ିଗଲା ହାଇୱା ,ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡଝରା ନିକଟରେ ଜଣେ ଶ୍ରମିକ ଉପରେ ଚଢ଼ିଗଲା ହାଇୱା ଟ୍ରକ। ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ ଦେଖିବାକୁ ମିଳିଛି । ଗୁରୁତର ଯୁବକ ଜଣକ ପରଜଙ୍ଗ ଥାନା ବଡଝରା ଗାଁର ପ୍ରଫୁଲ୍ଲ ପଣ୍ଡା ।
ତାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ!-->!-->!-->…
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଢେ଼ଙ୍କାନାଳ ନଗର୍ ଶାଖା ପକ୍ଷରୁ ପରାକ୍ରମ ଦିବସ ପାଳନ
ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ l ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ କୁ ପୁରା ଦେଶ ପରାକ୍ରମ ଦିବସ ରୂପେ ପାଳନ କରୁଛି l ଦୁଇ ବରପୁତ୍ର ଓଡ଼ିଶାରେ ହିଁ ଜନ୍ମ ଗ୍ରହଣ କରିଥିଲେ l ଏହି ଅବସରରେ ବିଶ୍ୱର ସର୍ବବୃହତ୍ ଛାତ୍ର ସଂଗଠନ ଅଖିଳ!-->…
ଗଁଦିଆ ବ୍ଳକ ରେ ସରିଲା ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀପତ୍ର ଯାଞ୍ଚ
ଗଁଦିଆ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଗଁଦିଆ ବ୍ଲକ ର ସରପଞ୍ଚ, ସମିତସଭ୍ୟ ତଥା ୱାର୍ଡ଼ ସଭ୍ୟ ପ୍ରାର୍ଥୀ ମାନଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ଶନିବାର ଶେଷ ହୋଇଛି।
୭୦୩ ୱାର୍ଡ଼ ସଭ୍ୟ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିବା ବେଳେ ୧୯ ଜଣଙ୍କ ନାକଚ ହୋଇଯାଇଛି। ୨୯!-->!-->!-->…
ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ଗଣିତ ମଡେଲ ପ୍ରସ୍ତୁତି କର୍ମଶାଳା
କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ନିର୍ମିତ ଗଣିତ ପ୍ରୟୋଗଶାଳାରେ ଏକ ଗଣିତ ମଡେଲ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଛି । ଏହା ଚଳିତ ମାସ ୧୯ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର!-->…
ଟ୍ରକ ଧକ୍କାରେ ବ୍ୟବସାୟୀ ମୃତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ବ୍ରିଜ ଛକ ଠାରେ ଶୁକ୍ରବାର ସନ୍ଧ୍ୟା ୫ ଘଟିକା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଛନ୍ତି ।ମୃତକ ହେଲେ କାମାକ୍ଷାନଗର ଏନ,ଏ,ସି ର ଉଦୟ ନାୟକ(୭୫) ।
ତାଙ୍କୁ ଗୁରୁତର!-->!-->!-->…
ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ଭୁବନ ଥାନା ଅନ୍ତର୍ଗତ ପଳାଶପିଠିଆ ଏବଂ କାଶୀପୁର ଗାଁ ମଧ୍ୟରେ ଥିବା ରେଳ ଧାରଣା ନିକଟ ବୁଦା ମଧ୍ୟରୁ ଜଣେ ଅଚିହ୍ନା ଯୁବକର ମୃତଦେହ ମିଳିଛି । କିଛି ବ୍ୟକ୍ତି ମୃତଦେହ ପଡିଥିବା ଦେଖି ସୁରପ୍ରତାପପୁର ପୋଲିସକୁ ଖବର ଦେଇଥିଲେ ।
ବ୍ୟକ୍ତି ଜଣଙ୍କର ବୟସ ୩୫ ରୁ ୪୦ ହେବ ବୋଲି ଅନୁମାନ!-->!-->!-->…
ଚୋରା ବାଲି କାରବାର ବିବାଦରୁ ହତ୍ୟା !
ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ଗ୍ରାମରେ ।ବ୍ରାହ୍ମଣୀ ନଦୀରୁ ବାଲି ଚୋରା କାରବାରକୁ ନେଇ ବିବାଦରୁ ହତ୍ୟାକାଣ୍ଡ ଘଟିଥିବାର ଅଭିଯୋଗ ହୋଇଛି । ମୃତକ ହେଲେ ଗେଙ୍ଗୁଟିଆ ଗ୍ରାମର ଅଜୟ କୁମାର ରାଉତ ।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ , ବାଲି ଘାଟରେ ଟ୍ରାକ୍ଟର ଯୋଗେ ଚୋରା କାରବାର!-->!-->!-->…
ଯୌତୁକ ଜୁଇରେ ଆଉ ଏକ ବଧୂ
ବିବାହର ଦୁଇ ବର୍ଷ ପୂରି ନଥିବା ବେଳେ ଯୌତୁକ ରୂପି ରାକ୍ଷସର ଶିକାର ହେବାକୁ ପଡ଼ିଛି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ଗୁଣଦେଇ ଗାଁରେ ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି।
୨୦୧୯ ମସିହା ଜୁନ ମାସରେ କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା ଅନ୍ତର୍ଗତ!-->!-->!-->…