News
lipub
samparksetu
Browsing Category

ଢେଙ୍କାନାଳ ଖବର

ନିଖୋଜ ରାଜ ମିସ୍ତ୍ରୀ ଙ୍କ ର ୪ଦିନ ପରେ ମୃତ ଦେହ ପୋଖରୀରୁ ଉଦ୍ଧାର

ହିନ୍ଦୋଳ ଉପଖଣ୍ଡ ରଂଜାଗୋଳ ପଞ୍ଚାୟତ ବାଲିମୀ ଗ୍ରାମର ଗୌରାଙ୍ଗ ଜେନାମଣୀ (୬୨) ଗତ ୧୩ ତାରିଖ ଗୁରୁବାର ଦିନ ଅପରାହ୍ନରେ ଗାଁ ପୋଖରୀ ଦେହୁରୀ ଗାଡିଆ କୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ପୋଖରୀ ହୁଡାରେ ସାଇକେଲ ଓ ଚପଲ୍ ପଡିଥିବା ଦେଖିବାକୁ ମିଳିଥିଲା। ଦମକଳ ବାହିନୀ ପୋଖରୀ ସାରା

ରାଇଜିଙ୍ଗ ଷ୍ଟାର କ୍ଲବ ତରଫରୁ ରକ୍ତ ଦାନ ଶିବିର ; ସଂଗ୍ରହ ହେଲା ୨୦୧ ୟୁନିଟ ରକ୍ତ

ଢେଙ୍କାନାଳର ଆଗ୍ରଣୀ ଯୁବ ଅନୁଷ୍ଠାନ ରାଇଜିଙ୍ଗ ଷ୍ଟାର କ୍ଲବ ତରଫରୁ ସ୍ଥାନୀୟ ଅଭିନନ୍ଦ ଗାର୍ଡେନ ଠାରେ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ପୁରୁଷ ଓ ମହିଳା ଓ ଦିବ୍ୟାଙ୍ଗ ରକ୍ତଦାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ଖଣି ଓ ଇସ୍ପାତ

ଜଳିଗଲା ଟାଟା ଏସି !

ଢେଙ୍କାନାଳ ଜିଲ୍ଳା ଓଡାପଡା ବ୍ଲକ କଣ୍ଟାବଣିଆ ଟାଟା ବିଏସଏଲ କାରଖାନା ନକଟରେ ଏକ ଟାଟା ଏସିରେ ହଠାତ ନିଆଁ ଲାଗି ସମ୍ପୁର୍ଣ୍ଣ ଜଳିଯାଇଥିବା ବେଳେ ଡ୍ରାଇଭର ଅଳ୍ପକେ ରକ୍ଷା ପାଇଯାଇଛି । ଟାଟାବିଏସଏଲ କାରଖାନାକୁ ଶ୍ରମିକ ମାନଙ୍କୁ ନେବା ଆଣିବା କରିବା ପାଇଁ ଏକ ଟାଟା ଏସି ଗାଡି ନଂ

ଆଇନ ସଚେତନତା ଶିବିର

ଢେଙ୍କାନାଳ ଜିଲ୍ଳା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଳା ଜଜ୍ ତଥା ଜିଲ୍ଳା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ସୁକାନ୍ତ କିଶୋର ଜେନାଙ୍କ ତତ୍ୱାବଧାନରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତହୋଇଯାଇଛି । ଏହି ଶିବିରରେ ସରକାରଙ୍କ ଦ୍ୱାରା କୋଭିଡ ପିଡିତା ମାନଙ୍କ ପାଇଁ ପ୍ରଣିତ ହୋଇଥିବା

ଶ୍ରୀ କୃଷ୍ଣଚନ୍ଦ୍ର ଆଇଚ ଙ୍କୁ ପରିବେଶ ସଂରକ୍ଷଣ କ୍ଷେତ୍ର ରେ ସମ୍ମାନ ଜନକ ଡକ୍ଟରେଟ୍

ମୃତ୍ତିକା ଓ ଜଳ ସଂରକ୍ଷଣ, ଜଳ ବିଭାଜିକା ଉନ୍ନୟନ ତଥା ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନିୟ ଅବଦାନ ନିମିତ୍ତ ରାଜ୍ୟ ଜଳ ବିଭାଜିକା ମିଶନ ର ପ୍ରାକ୍ତନ ପ୍ରକଳ୍ପ ନିର୍ଦ୍ଦେଶକ, ୱାଲଡେନଉଡ୍ସ ଇକୋ ଭିଲେଜ ର ମୁଖ୍ୟ ଉପଦେଷ୍ଟା ତଥା କାଇଣ୍ଡ ଇଣ୍ଡିଆ ର ଚେୟାରମ୍ୟାନ କୃଷ୍ଣଚନ୍ଦ୍ର ଆଇଚ

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣା, ୪ ଡକାୟତ ଗିରଫ

ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରାସୋଳ ଶାଖା ରୁ ୧୨ ତାରିଖ ବୁଧ ବାର ଦିନ ପ୍ରାୟ ୩ ଟା ସମୟରେ ୨ ଟି ବୁଲେଟ ରେ ପାଞ୍ଚ ଜଣ ଯୁବକ ଆସି କୋଟିଏ ରୁ ଉର୍ଦ୍ଧ ଟଙ୍କା ଓ ସୁନା ଗହଣା ଓ ଆଠ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବା ଘଟଣାରେ ପୋଲିସ ୪ ଜଣ ଲୁଟେରା ଙ୍କୁ

ବେକରେ ଲାଗିଲା ଗୁଡି ସୂତା ,ଅଳ୍ପକେ ବର୍ତିଲେ ଯୁବକ !

ମକର ପର୍ଵ ଉପଲକ୍ଷେ ଆଜି ଯୁଆଡେ ଦେଖିବ ଗୁଡି।ୟା ଭିତରେ ଏକ ବଡ଼ ଧରଣର ଅଘଟଣ ରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ।ଢେଙ୍କାନାଳ ମୁଖ୍ୟ ରାସ୍ତା ଦେଇ ଯାଉଥିବା ବେଳେ ହଠାତ ଲଷ୍ମୀ ବଜାର ନିକଟରେ ଜଣେ ଯୁବକଙ୍କ ବେକରେ ଏକ ଗୁଡି ସୂତା ଲାଗିଯାଇଥିଲା। ତୁରନ୍ତ ସେ ଗାଡିକୁ ଅଟକାଇବା ସହିତ

କୋଭିଡ଼ ୧୯ର ମୁକାବିଲା ପାଇଁ ଟାଟା ଷ୍ଟିଲ ମେରାମଣ୍ଡଳୀର ତ୍ୱରିତ ପଦକ୍ଷେପ

ମହାମାରୀର ତୃତୀୟ ଲହରୀର ବିପଦ ସମଗ୍ର ବିଶ୍ୱରେ ଲୋକମାନଙ୍କୁ ସତର୍କ କରାଇଦେଇଥିବାବେଳେ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ପୂର୍ବ ଭଳି ଏହି ଆହ୍ୱାନର ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି । ଏହାକୁ ବ୍ୟାପିବାରୁ ରୋକିବା ପାଇଁ ସ୍ୱାସ୍ଥ୍ୟ ସେବା, ସୁରକ୍ଷା, ପ୍ରବେଶ

ବିଦ୍ୟୁତ୍ ଆଘାତରେ ମହିଳା ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ କଡଲା ଗ୍ରାମରେ ଜଣେ ମହିଳାଙ୍କ ର ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି । କଡଲା ଗ୍ରାମର ଯୁଧିଷ୍ଟିର ମୁଦୁଲୀଙ୍କ ପତ୍ନୀ କୁନ୍ତଳା ମୁଦୁଲୀ ନିଜ ଛାତ ଉପରକୁଲୁଗା ଶୁଖାଇବାକୁ ଯାଇଥିଲେ । ଛାତରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ
error: Content is protected !!