News
lipub
samparksetu
Browsing Category

ଢେଙ୍କାନାଳ ଖବର

ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ;୧୧୩ ୟୁନିଟ ରକ୍ତ ସଂଗ୍ରହ

ସ୍ୱାମୀ ବିବେକାନନ୍ଦ ଙ୍କ ୧୫୯ ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଅବସରରେ, ସାଇ ସତସଙ୍ଗ ସେବା ଟ୍ରଷ୍ଟ ତରଫରୁ ସ୍ଥାନୀୟ ଶ୍ରୀରାମ ମଣ୍ଡପ ଠାରେ, ଆଜି ପୂର୍ବାହ୍ନ ୧୦ ଘଟିକା ସମୟେ, ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶିବିରରେ, ଜିଲ୍ଲା ମୁଖ୍ୟ ଚିକିତ୍ସା

ବଜ୍ରପାତରେ ଗୋରୁଚରାଳୀ ମୃତ !

ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ସୁରଭୀ ଗ୍ରାମରେ ବଜ୍ରପାତରେ ଜଣେ ଗୋରୁ ଚରାଳୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୁରଭୀ ଗ୍ରାମର ବିପ୍ରବର ସ୍ୱାଇଁ (୬୫)ଅପରାହ୍ନ ୫ଟା ସମୟରେଲିଙ୍ଗରା ନାଳ ନିକଟକୁ ଗୋରୁ ମାନଙ୍କୁ ଆଣିବା ପାଇଁ ଯାଇଥିଲେ । ସେଠାରେ ହଠାତ୍ ବଜ୍ରପାତ

ମୋଟରସାଇକେଲ ଲୁଟେରା ଗିରଫ ;୩ ମୋଟର ସାଇକେଲ ଉଦ୍ଧାର

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଷ୍ଟେସନ ବଜାର ଠାରେ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରୁ ଚୋରୀ ଯାଇଥିବା ଏକ ମୋଟର ସାଇକେଲର ତଦନ୍ତ କରି ପୋଲିସ ଲୁଟେରା ସହିତ ୩ ଟିମୋଟର ସାଇକେଲ ଉଦ୍ଧାର କରିଥିବାର ଜଣାପଡିଛି ।ଡିସେମ୍ବର ମାସ ୧୮ ତାରିଖ ଦିନ ଷ୍ଟେସନ ବଜାର ଠାରେ ଥିବା ରିଲାଏନ୍ସ

ତୁମୁସିଙ୍ଗା ଗାଁ ରେ ହାତୀ ଉପଦ୍ରଵ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାମାକ୍ଷାନଗର ପଶ୍ଚିମାଞ୍ଚଳ ବନଖଣ୍ଡ ଅଁଳାବେରେଣୀ ସେକ୍ସନ ଅନ୍ତର୍ଗତ ତୁମୁସିଙ୍ଗା ଗାଁ ଧୀବର ବସ୍ତିରେ ଗତକାଲି ରାତିରେ ହାତୀ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। କିଛି ଲୋକଙ୍କ ଘର ଭାଙ୍ଗିବା ସହ ବସ୍ତାରେ ରଖାଯାଇଥିବା ଧାନ ଖାଇ ଦେଇଛନ୍ତି। ଏହି

ନାବାଳକ ନିଖୋଜ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନସ୍ଥ ମହାବିରୋଡ ଫାଣ୍ଡି ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ସୂଚନା ଅନୁଯାୟୀ ପରଜଙ୍ଗ ବ୍ଲକ ମୁଣ୍ଡେଇଲୋ ବ୍ରାହ୍ମଣ ଶାସନ ଗ୍ରାମର ସ୍ବର୍ଗତ ସାଧୁଚରଣ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର ପଣ୍ଡା (୪୦)ଙ୍କ ପୁଅ ବିଶ୍ବଭୂଷଣ ପଣ୍ଡା (୧୫)ବର୍ଷ ମହାବିରୋଡ

ଗ୍ରାମ୍ୟ ବ୍ୟାଙ୍କରୁ ଲୁଟିନେଲେ କୋଟିଏ ଟଙ୍କାର ସମ୍ପତି !

ଢେଙ୍କାନାଳ ଜିଲ୍ଲା ରାସୋଳ ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି । ରାସୋଳ ଥାନା ଠାରୁ ମାତ୍ର ଦୁଇଶହ ମିଟର ଦୂରରେ ଥିବା ଏହି ଗ୍ରାମ୍ୟ ବ୍ୟାଙ୍କରୁ ଆଜି ଆପରାହ୍ନରେ ଟଙ୍କା ଓ ସୁନା ଗହଣା ମିଶି ପ୍ରାୟ କୋଟିଏ ଟଙ୍କାର ସମ୍ପତି ଲୁଟ ହୋଇଛି । ଏପରିକି ଲୁଟେରାମାନେ ମାରଣାସ୍ତ୍ର

କୂଅ ଭିତରୁ ଜଙ୍ଗଲୀ ବାରହା ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ,ଷଢଙ୍ଗୀ ବନଖଣ୍ଡ ଅଧିନସ୍ଥ ରତନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଆ ଗ୍ରାମର ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଏକ ଜଙ୍ଗଲୀ ବାରହା ଆଜି ସକାଳୁ ପଡି ଯାଇଥିଲା l ବାରହା ଙ୍କ ଓଜ଼ନ ପ୍ରାୟ ଏକ କ୍ୱିଣ୍ଟାଲ ରୁ ଅଧିକ ହେବ l ଏ ବିଷୟରେ ସଙ୍ଗେ ସଙ୍ଗେ ଷଢଙ୍ଗୀ ବନଖଣ୍ଡ

ଗଁଦିଆ ଭାରତୀୟ କିଷାନ ସଙ୍ଘ ତରଫରୁ ୧୨ ଦଫା ନେଇ ଦାବି ପତ୍ର ପ୍ରଦାନ

ଗଁଦିଆ ବ୍ଲକ ଭାରତୀୟ କିଷାନ ସଙ୍ଘ ତରଫରୁ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ୧୨ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସଂଘର ସଭାପତି ବିପିନ ବିହାରୀ ସିଂହ ସମ୍ପାଦକ ଗଣେଶ୍ୱର ପ୍ରଧାନ ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ନକୁଳ ଚରଣ ରାଉତ ଓ ଢେଙ୍କାନାଳ

ହାତୀ ଆକ୍ରମଣରେ ଚାଷୀ ଗୁରୁତର !

ପରଜଙ୍ଗ ଥାନା ଜହ୍ନପଡ଼ା ଗାଁରେ ହାତୀ ଆକ୍ରମଣରେ ଜଣେ ଚାଷୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଚାଷୀ ହେଉଛନ୍ତି ସେହି ଗ୍ରାମର ଉଦୟ ନାୟକ, ସେ ଗାଁ ନିକଟସ୍ଥ ବିଲକୁ ନଡ଼ା ଆଣିବାକୁ ଯିବାବେଳେ ଦନ୍ତା ହାତୀ ତାଙ୍କୁ ଶୁଣ୍ଢରେ ଫିଙ୍ଗି ଦେଇଥଲା । ଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଅଙ୍ଗନବାଡ଼ି କେନ୍ଦ୍ରକୁ ମିଳୁନି ପୃଷ୍ଟିକର ଖାଦ୍ୟ ସିଡିପିଓ ଙ୍କୁ ଘେରିଲେ ଗାଁ ଲୋକ

ଦୀର୍ଘମାସ ହେଲା ପୃଷ୍ଟିକର ଖାଦ୍ୟ ପାଇନଥିବା ପ୍ରତିବାଦରେ ଅଙ୍ଗନବାଡ଼ି କେନ୍ଦ୍ର ଅର୍ନ୍ତଗତ ହିତାଧିକାରୀ ମାନେ ସିଡିପିଓ କାର୍ଯ୍ୟାଳୟ ଘେରାଉ କରିଥିଲେ । ଖବର ନେବାରେ ଜଣାଯାଇଛି ଯେ ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଗୋପାଳପୁର ପାଟଣାସାହିର ୩୪ ନଂ କେନ୍ଦ୍ରର କର୍ମୀ ସେବତୀ ମହାରଣା ସେହି
error: Content is protected !!