News
lipub
samparksetu
Browsing Category

ଢେଙ୍କାନାଳ ଖବର

ସାଂସଦଙ୍କ ଦ୍ଵାରା ୮ ପ୍ରକଳ୍ପ ଉଦଘାଟନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଓ ଆଖୁଆପାଳ ପଞ୍ଚାୟତ ୨ଟିରେ ସୋମବାର ସାଂସଦଙ୍କ କରକମଳରେ ୮ଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି ।ଏହି ଅବସରରେ ସରାଙ୍ଗ ପଞ୍ଚାୟତର ଜଟିଆ ଗ୍ରାମରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହ ସମେତ ପାଚେରୀ ,ସରାଙ୍ଗ ଅନନ୍ତ ଶୟନ ଉଚ୍ଚ ପ୍ରାଥମିକ

ଧାନ ବିକିବାକୁ ନାମ ପଞ୍ଜିକରଣ ସତ୍ତ୍ୱେ ତାଲିକାରେ ନାମ ନାହିଁ !

ସଦର ବ୍ଲକ ସ୍ଥିତ ମଧୁସାହୁ ପାଟଣା ଗ୍ରାମର ଶ୍ରନିବାସ ସାହୁ ମଣ୍ଡିରେ ତାଙ୍କ ଧାନ ଦେବାକୁ ନାମ ପଞ୍ଜିକରଣ କରିଥିଲେ l ମାତ୍ର ତାଙ୍କ ନାମ ପଞ୍ଜିକରଣ ତାଲିକାରେ ନାହିଁ l କାରଣ ଶ୍ରୀନିବାସ ସାହୁ ଦେଇଥିବା ଜମି ର ତଦନ୍ତ ଭାର ଚନ୍ଦ୍ରଶେଖର ପ୍ରସାଦ ସମବାୟ ସମିତିର ସମ୍ପାଦକ ସ୍ଥାନୀୟ

ଯୋଗ୍ୟତା ଭିତ୍ତିରେ ଦରମା ସମୀକରଣ ଦାବୀ

ଢେଙ୍କାନାଳ ଜିଲ୍ଲା ଓଡିଶା ଅମଲା ସଙ୍ଘ ଶାଖାର ଏକ ବୈଠକ କୁଞ୍ଜକାନ୍ତ ଠାରେ ଅନୁଷ୍ଠିତହେବା ସହିତ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଦରମା ସମୀକରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କନିକଟରେ ଦାବୀ କରାଯାଇଛି । ସଙ୍ଘର ସଭାପତି ଅରୁଣ କୁମାର ବଳିୟାରସିଂହ ଙ୍କ ସଭାପତିତ୍ୱରେ

ମାତିଲେ ବାଇକ୍ ଲୁଟେରା ,ଦିବାଲୋକରେ ଝାମ୍ପିନେଲେ ୨ଲକ୍ଷ ୮୭ ହଜାର

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ଠାରେ ବାଇକ୍ ଲୁଟେରା ମାନେ ମାରଣାସ୍ତ୍ର ଦେଖାଇ ସ୍ପଟ ଦିବା ଲୋକରେ ୨ଲକ୍ଷ ୮୭ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିବାରଜଣାପଡିଛି । ଗଁଦିଆ ଥାନା ଦେଓଗାଁ ଠାରେ ଥିବା ସାଇ କିଶାନ ପେଟ୍ରୋଲ ପମ୍ପର ପରିଚାଳକ ଅପରାହ୍ନ ୨ଟା ୪୫ ମିନିଟ

ଆଗ ଧାଡ଼ିର ଯୋଦ୍ଧା ମାନଙ୍କ ପାଇଁ କରୋନା ର ବୁଷ୍ଟର ଡୋଜ ଟିକାକରଣ ଆରମ୍ଭ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାମାକ୍ଷାନଗର ସବ -ଡିଭିଜନ ମେଡିକାଲରେ ଆଜି ୪୫ ରୁ ୬୦ବର୍ଷ ବୟସ ଭିତରେ ଆଗ ଧାଡ଼ିର ଯୋଦ୍ଧା ମାନଙ୍କ ପାଇଁ କରୋନା ବୁଷ୍ଟର ଡୋଜ ଟୀକା କରଣ ଆରମ୍ଭ ହୋଇଛି l ସୂଚନା ଅନୁସାରେ କାମାକ୍ଷାନଗର ମୁଖ୍ୟ ଚିକିତ୍ସାଲୟ ର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର

ରୋଗୀ ମୃତ୍ୟୁକୁ ନେଇ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଶବ ବ୍ୟବଚ୍ଛେଦ ନହେବାରୁ ଢେଙ୍କାନାଳ ହସ୍ପିଟାଲରେ ଉତ୍ତେଜନା । ସୂଚନା ମୁତାବକ ସଦର ଥାନା ତାଳବରକୋଟଗ୍ରାମପଞ୍ଚାୟତ ସିଆରିଆ ଗ୍ରାମର ୭୦ ବର୍ଷିୟ ଦିବାକର ରାଉତ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକ ଆଜି ସକାଳେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧିନ ଅବସ୍ଥାରେ

ବ୍ୟାନର ଚିରାକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଜଣେ ଗିରଫ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ଶ୍ରୀନିବାସ ସାହୁଙ୍କ ଏକ ବ୍ୟାନର ରେ ବିଧାୟକ ଙ୍କ ଫଟୋ ଲାଗିଥିଲା ଯାହିକି ନୂଆପିଙ୍ଗୁଆ ଅଞ୍ଚଳରେ ଟଙ୍ଗା ଯାଇଥିଲା।ଯାହାକୁ ମମତା ମହାଳିକ ଙ୍କ ପୁଅ କାଳିଆ ମ‌ଆଳିକ ଲଗାଇଥିଲେ । ଏହାକୁ ବିରୋଧ କରିଥିଲେ

ମିଲରଙ୍କ ମନୋମୁଖୀ କାର୍ଯ୍ୟ ,କ୍ୱିଣ୍ଟାଲ ପିଛା ୭ କେଜି ଧାନ କାଟିବାକୁ ନେଇ ଅସନ୍ତୋଷ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କଙ୍କଡାହାଡରେ ମିଲରଙ୍କ ମନୋମୁଖୀ କାର୍ଯ୍ୟଯୋଗୁ ଚାଷୀ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । କ୍ୱିଣ୍ଟାଲ ପିଛା ୭ କେଜି ଧାନ କାଟିବାକୁ ନେଇମିଲର ଏବଂ ଚାଷୀ ମାନଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କଙ୍କଡାହାଡରୁ ଧାନ

ମନ୍ଦିର ପୂଜକ ମହାସଂଘ ପକ୍ଷରୁ ସ୍ୱଚ୍ଛତା ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶିବଶକ୍ତି ମନ୍ଦିର ପୂଜକ ମହାସଂଘ ଓଡିଶା ଶାଖା ଢେଙ୍କାନାଳ ଆନୁକୂଲ୍ୟରେ ଓଡ଼ାପଡ଼ା ବ୍ଲକ ନାଧରା ପ୍ରସିଦ୍ଧ ଶୈବପୀଠ ଶ୍ରୀ ଗୋକନକେଶ୍ୱର ଦେବଙ୍କ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୈବ ସଂସ୍କୃତି ର ପୁନରୁଦ୍ଧାର, ଶୈବ

ଗ୍ରାମୀଣ ଉଦ୍ୟାନ ଲୋକାର୍ପିତ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ଗ୍ରାମୀଣ ଉଦ୍ୟାନ ବିଧାୟକ ସୁଧୀର କୁମାର ସାମଲଙ୍କ ଦ୍ୱାରାଉଦଘାଟିତ ହୋଇଯାଇଛି ।ଏହି ଅବସରରେବିଧାୟକଙ୍କ ଦ୍ୱାରା ପୁରୁଣା କଟକ-ସମ୍ବଲପୁର ରାସ୍ତା ଠାରୁ ଶିମିଳିପାଟଣା ଗ୍ରାମକୁ ସଂଯୋଗ କିରୁଥିବା ବିଜୁ ସେତୁ,
error: Content is protected !!