Browsing Category
ଢେଙ୍କାନାଳ ଖବର
ହାତୀ ପାଇଁ ୪ ପରିବାର ହନ୍ତସନ୍ତ
ଢେଙ୍କାନାଳ ଜିଲ୍ଲା ମହାବୀରୋଡ ରେଞ୍ଜ ଡିହୋଡଳ ସେକ୍ସନ ରେ ଦିନକୁଦିନ ବଣୁଆ ହାତୀ ପଲ ଉପଦ୍ରବ ଦେଖିବାକୁ ମିଳିଛି । ସୂଚନା ଥାଉକି କିଛି ଦିନ ତଳେ ପରଜଙ୍ଗ ଅଞ୍ଚଳର ଅଷ୍ଟଶମ୍ଭୁ ମନ୍ଦିର,ପାଟରପଦା ସ୍କୁଲ ପାଚେରୀ ଭାଙ୍ଗି ଦେଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଡୋମଳ ଗ୍ରାମର ସୁରେଶ ନାଏକ,!-->…
ଜଙ୍ଗଲ ଜମିକୁ ନେଇ ତହସିଲଦାର ଙ୍କ ଦ୍ଵାରସ୍ଥ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଆଳୋ ଗ୍ରାମର ୨୦ ହରିଜନ ପରିବାର ଙ୍କ ୪୦ ବର୍ଷ ଧରି ଜଙ୍ଗଲ କିସମ ଜମିକୁ ଜବରଦଖଲ କରିଆସୁଥିଲେ । କୁଆଳୋ ମୌଜାର ୧୪୯ ନମ୍ବର ଜାତୀୟ ରାଜପଥ କୁ ଲାଗିଥିବା ଜବରଦଖଲ ଜମି ଗୁଡ଼ିକୁ ଭୂମିହୀନ ଆବେଦନ କରିଆସୁଥିଲେ କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ!-->…
ଜିଲ୍ଲାର ୩୨ ଟି ପ୍ରମୁଖ ମନ୍ଦିରରେ ୧୪୪ ଧାରା ଜାରି
ରାଜ୍ୟରେ ଓମ୍ରିକନ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲାର ୩୨ ଟି ପ୍ରମୁଖ ମନ୍ଦିରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ସରକାରଙ୍କ ନିଷ୍ପତ୍ତି କ୍ରମେ ଜିଲ୍ଲାରେ ରାତ୍ର ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ ।
ଏହି ୩୨ ଟି ମନ୍ଦିରରେ!-->!-->!-->!-->!-->…
ବିଚାରପତି ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ଗଁଦିଆ ଜେ ଏମ ଏଫ ସି କୋର୍ଟରେ କାର୍ଯ୍ୟରତ ବିଚାରପତି ମାନ୍ୟବର ବିଶ୍ୱ କଳ୍ପିତା ମହାନ୍ତି ପ୍ରମୋସନ ପାଇ ଏସ ଡ଼ି ଜେ ଏମ ଭାବରେ ବାରିପଦା କୋର୍ଟ କୁ ବଦଳି ହୋଇଛି ।
ଏହି ପରିପେକ୍ଷିରେ ଗଁଦିଆ ବାର ଆସୋସିଏସନ ତରଫରୁ ସଭାପତି ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟ କାଳୀନ!-->!-->!-->…
ପୋଖରୀ ରେ ବୁଡି ଚାଲିଗଲା ଜୀବନ
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରାଜୁଆ ପାଟଣା ଗ୍ରାମରେ ଆଜି ସକାଳେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଗ୍ରାମ ପୋଖରୀ ଜଣେ ଯୁବକ ଶୈ।ଚ ହେବାକୁ ଯାଇ ପୋଖରୀ ବୁଡି ମୃତ୍ୟୁ ବରଣ କରିଛନ୍ତି ।
ମୃତକ ହେଲେ ଉକ୍ତ ଗ୍ରାମର ହେମନ୍ତ ସାହୁ (୪୦ ) । ହେମନ୍ତ ଆଜି ସକାଳେ ସଉଚ ପାଇଁ ପୋଖରୀ କୁ!-->!-->!-->…
ଭୁବନ ବେଢାପାଳ ରେ ଖୋଲିଲା ପ୍ରଥମ ଧାନମଣ୍ଡି
ଭୁବନ ବ୍ଲକରେ ଆଜି ଧାନମଣ୍ଡିର ଶୁଭାରମ୍ଭ ହୋଇଛି ପ୍ରଥମ ଥର ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ମାନଙ୍କଠାରୁ ଧାନ କ୍ରୟରେ ନିଜକୁ ସାମିଲ କରିଛନ୍ତି । ଭୁବନ ବ୍ଲକ ର ପ୍ରଥମ ଧାନ ମଣ୍ଡି ଅରଖପାଳ ପଂଚାୟତ ର ବେଢାପାଳ ଠାରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ଯୋଗ ମିଶନ ଶକ୍ତି ର ବ୍ଲକ!-->!-->!-->…
ଗଁଦିଆ ବ୍ଲକ ରେ ଧାନ ମଣ୍ଡିର ଶୁଭାରମ୍ଭ
ଢେଙ୍କାନାଳ ଜିଲା ଗଁଦିଆ ବ୍ଲକରେ ଶୁଭାରମ୍ଭ ହୋଇଛି ଧାନମଣ୍ଡି । ପ୍ରଥମ ଥର ସ୍ୱୟଂ ସହାୟକ ଗୋଷ୍ଠୀ ଚାଷୀ ମାନଙ୍କଠାରୁ ଧାନ କ୍ରୟରେ ନିଜକୁ ସାମିଲ କରିଛନ୍ତି ,ନିହଲପ୍ରସାଦ ସେବା ସମବାୟ ସମିତି ଠାରେ ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧା ରାଣୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉକ୍ତ ଧାନ!-->…
ଖଜୁରିଆକଟାରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ
ହିନ୍ଦୋଳ ବ୍ଲକ ଖଜୁରିଆକଟା ଠାରେ ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବୈଠକ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ନୂତନ ସଦସ୍ୟ ମlନେ ଯୋଗ ଦେଇଥିଲେ l
ବ୍ଲକର!-->!-->!-->…
ସାଆନ୍ଦା ସମବାୟ ସମିତି ରେ ଉଦଘାଟିତ ହେଲା ଧାନମଣ୍ଡି
ସାଆନ୍ଦା ସମବାୟ ସମିତି ରେ ଧାନମଣ୍ଡି ଉଦଘାଟିତ । ମା ରାମ ଚଣ୍ଡୀ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାପତି ସସ୍ମିତା ପାଣି ଓ ସମ୍ପାଦକ ଧରିତ୍ରୀ ପଣ୍ଡା ଅନ୍ୟାନ୍ୟ ସଭ୍ୟା ଙ୍କ ସହଯୋଗ ରେ ସାଆନ୍ଦା ସମବାୟ ସମିତି ରେ ଧାନମଣ୍ଡି ଉଦଘାଟିତ ହୋଇଛି ।
ପ୍ରଥମ ଦିନ ରେ ମା ସନ୍ତୋଷୀ ମିଲ ଧାନ ଉଠେଇଥିଲେ!-->!-->!-->…
ଇନ୍ଦିପୁର ପଞ୍ଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ
ଢେଙ୍କାନାଳ ଜିଲ୍ଲା ଓଡାପୋଡା ବ୍ଲକ ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ପଞ୍ଚାୟତ ସ୍ତରୀୟ ଷଷ୍ଠ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହା ଆଡମ୍ବରରେ ଉଦଯାପିତ ହୋଇଯାଇଛି ।ଏହି ଖେଳରେ ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ପୂର୍ବତ୍ତନ ମନ୍ତ୍ରୀ ଅଞ୍ଜଳି ବେହେରା ଯୋଗଦେଇ ଦୀପ!-->…