News
lipub
samparksetu
Browsing Category

ଢେଙ୍କାନାଳ ଖବର

ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷା ;ଜିଲ୍ଲାର ୯୬ କେନ୍ଦ୍ରରେ ୧୭ ହଜାର ୬୪୭ ପରୀକ୍ଷାର୍ଥି

ଢେଙ୍କାନାଳ ଜିଲ୍ଳାରେ କରୋନା ପଜେଟିଭ ଦିନକୁ ଦିନ ବୃଦ୍ଧି ପାଉଛି ।ରାଜ୍ୟରେ କରୋନାର ତୃତୀୟ ଲହର ପାଇଁ ସରକାର ଗୁରୁବାର ଠାରୁ ସ୍କୁଲ ବନ୍ଦ କରିଛନ୍ତି । କିନ୍ତୁ ଦଶମ ଶ୍ରେଣୀ ସମେଟିଭ୍ ପରୀକ୍ଷା ଚାଲୁ ରହିବ ବୋଲି ଜଣାପଡିଛି । ଓମିକ୍ରନ ଆଶଙ୍କା ଭିତରେ ବୁଧବାରଠାରୁ ମାଟ୍ରିକ ସମେଟିଭ୍

ମୁଣ୍ତେଇଲୋ ଘୋଡ଼ାଡ଼ିଆଁ ମଧ୍ୟରେ ରହିଥିବା ବହୁ ପ୍ରତିକ୍ଷୀତ ନାଳ ଉପରେ ବିଜୁ ସେତୁ ଯୋଜନାରେ ସୁଉଚ୍ଚ ସେତୁର ଭୂମିପୂଜନ…

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପରଜଙ୍ଗ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମୁଣ୍ତେଇଲୋ ଘୋଡ଼ାଡ଼ିଆଁ ମଧ୍ୟରେ ରହିଥିବା ବହୁ ପ୍ରତିକ୍ଷୀତ ନାଳ ଉପରେ ବିଜୁ ସେତୁ ଯୋଜନାରେ ସୁଉଚ୍ଚ ସେତୁର ଭୂମିପୂଜନ ଉତ୍ସବ ମାନ୍ୟବର ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଙ୍କ କରକମଳରେ ହୋଇଯାଇଛି । ଉକ୍ତ

ଜାତୀୟ ଭଲିବଲ ଚାମ୍ପିୟନ୍‌ସିପ୍‌ ରେ ଜିଲ୍ଲା ପାଇଁ ଗୌରବ ଆଣିଲେ ଟାଟା ଷ୍ଟିଲ ଦ୍ୱାରା ପ୍ରଶିକ୍ଷିତ ସୁବ୍ରତ ଓ ବିକାଶ 

ଟାଟା ଷ୍ଟିଲ ମେରାମୁଣ୍ଡଳୀର କ୍ରୀଡ଼ା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲାର ସୁବ୍ରତ ବେହେରା ଓ ବିକାଶ ପାତ୍ର ପ୍ରଶିକ୍ଷଣ ହାସଲ କରିବା ପରେ ଓଡ଼ିଶା ଜୁନିୟର ଭଲିବଲ ଟିମ୍‌ର ସଦସ୍ୟ ଭାବେ ୪୭ତମ ଜାତୀୟ ଜୁନିୟର ଭଲିବଲ ଚାମ୍ପିୟାନ୍‌ସିପ୍‌ରେ ଭାଗ

ଓବିସି ସଂରକ୍ଷଣକୁ ନେଇ ବିଜେପିର ଦାବୀପତ୍ର

ଢେଙ୍କାନାଳ ଜିଲ୍ଲା ବିଜେପି ମୋର୍ଚ୍ଚା ତରଫରୁ ଓବିସି ସଂରକ୍ଷଣ ନିମନ୍ତେଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟିରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିବାର ଜଣାପଡିଛି । ରାଜ୍ୟରେ ପଛୁଆ ବର୍ଗ ମାନଙ୍କ ସଂଖ୍ୟା ୫୪ ଭାଗ ରହିଥିବା ବେଳେ ଗତ ୫ଟି ନିର୍ବାଚନରେ ଓବିସି

ଧାନ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ !

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସରାକପାଟଣା ଗ୍ରାମରେ କେତେକ ଦୁର୍ବୃତ୍ତ ଜଣେ ଚାଷୀଙ୍କର ଧାନ ଗଦାରେ ନିଆଁ ଲଗାଇ ଦେବାରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି । ଗତ ଡିସେମ୍ବର ୨୨ତାରିଖରେ ଲଘୁଚାପ ବର୍ଷା ଆଶଙ୍କାରେ ଗ୍ରାମର

ସଦର ବ୍ଲକରେ ସଂରକ୍ଷଣକୁ ନେଇ ଅସନ୍ତୋଷ ; ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକରେ ସରପଞ୍ଚ ,ସମିତି ସଭ୍ୟ ସଂରକ୍ଷଣକୁ ନେଇ ଅସନ୍ତୋଷ ଦେଖାଦେବା ସହିତ ପୁର୍ନବିଚାର ପାଇଁ ଜିଲ୍ଳା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁସାରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରକାଶିତ ତାଲିକାରେପ୍ରଥମେ

ରତନପୁର ଗ୍ରାମ ପଂଚାୟତରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶୁଭ ଉଦଘାଟନୀ କଲେ ବିଧାୟକ

ଢେଙ୍କାନାଳ ଜିଲ୍ଲା ,ଗଁଦିଆ ବ୍ଲକ ରତନପୁର ଗ୍ରାମ ପଂଚାୟତ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶୁଭ ଉଦଘାଟନୀ ଉତ୍ସବରେ ମାନ୍ୟବର ଢେଙ୍କାନାଳ ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଭିନ୍ନ ଜନହିତକାରୀ ପ୍ରକଳ୍ପ ଯଥା ରାଉସିଂହ ପ୍ରସାଦ ଉଚ୍ଚ

ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ପ୍ଲାଷ୍ଟିକ ର ବନ୍ଦ ପାଇଁ ମୋର ସବୁଜ ପ୍ରତିଶ୍ରୁତି କାର୍ଯ୍ୟକ୍ରମ…

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ବିଦ୍ୟାଳୟ ର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ପ୍ଲାଷ୍ଟିକ ର ବନ୍ଦ ପାଇଁ , ମୋର ସବୁଜ ପ୍ରତିଶ୍ରୁତି

ଚୂଆରେ ପଡି ଚାଲିଗଲା ୫ ବର୍ଷ ଶିଶୁର ଜୀବନ !

ମୃତ୍ୟୁ କେମିତି କେତେବେଳେ ଆସେ କେହିବି କହିପାରେନି। ଖେଳୁ ଖେଳୁ ଚାଲି ଗଲା କଁଅଳ ଜୀବନ । ଢେଙ୍କାନାଳ ଜିଲ୍ଲାର, ଗଁଦିଆ ବ୍ଲକ ପାଳଗାଣ୍ଡୁଆ ଗ୍ରାମରେ ଘଟିଛି ଏ ଭଳି ଦୁଃଖଦ ଘଟଣା । ଉକ୍ତ ଗ୍ରାମର ଶୁକାନ୍ତ ଖଟୁଆ ଙ୍କ ପୁଅ ଟକୁଲ ଖଟୁଆ (୫) ଆଜି ଦିନ ୯ ଘଟିକା ସମୟରେ ଘର ପାଖରେ ଥିବା ଏକ

ହାତୀ ଭାଙ୍ଗିଲେ ବିଦ୍ୟାଳୟ ପାଚେରୀ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଚାଇଁପୁର ମଣିଦେବୀ ଉଚ୍ଚ ବିଦ୍ୟାଳୟର ପାଚେରୀ ଭାଙ୍ଗି ହାତୀପଲ କଦଳୀ ବଗିଚା ନଷ୍ଟ କରିଥିବାର ଜଣାପଡିଛି । ଶନିବାର ବିଳମ୍ବିତ ରାତିରେ ଖାଦ୍ୟ ପାଇଁ ହାତୀ ମାନେ ମଠରଗଡି ସଂରକ୍ଷିତ ଜଙ୍ଗଲରୁ ବାହାରି ମଣିଦେବୀ ଉଚ୍ଚ ବିଦ୍ୟାଳୟ ପରିସରରେ
error: Content is protected !!