News
lipub
samparksetu
Browsing Category

ଢେଙ୍କାନାଳ ଖବର

ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟରେ ଭୁବନ ସାମିଲ

ସର୍ବ ଭାରତୀୟ ସ୍ତରରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟରେ ଭୁବନ ର ସମସ୍ତ ବ୍ୟାଙ୍କ ସାମିଲ । ଭୁବନରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ କାନାରା ବ୍ୟାଙ୍କ ଓଡିଶା ଗ୍ରାମ୍ୟ ବ୍ୟାଙ୍କ , ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ , ଅନୁଗୁଳ ସମବାୟ ବ୍ୟାଙ୍କ, ସହିତ ଆକ୍ସିସ , ଏହଡିଏଫସି ବ୍ୟାଙ୍କ ମଧ୍ୟ ସାମିଲ

ଆମ୍ ଆଦମୀ ପାର୍ଟି ର ବୈଠକ

ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ସଦର ବ୍ଲକ କର୍ମୀ ମାନଙ୍କର ଏକ ବୈଠକ ଦଳ କାର୍ଯ୍ୟାଳୟ କଚେରୀ ରୋଡ଼ ଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ପଞ୍ଚାୟତର କର୍ମୀ ମାନଙ୍କ ମଧ୍ୟରୁ ଏକ ବ୍ଲକ କାର୍ଯ୍ୟ କାରିଣୀ ଚୟନ କରାଯାଇ ସେମାନଙ୍କ ମଧ୍ୟରୁ

ଏକୁଲ ସେକୁଲ ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ ,ଲୋକଙ୍କ ସୁବିଧା ଅସୁବିଧା ବୁଝିଲେ

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କନ୍ତୋଲ ପଞ୍ଚ।ୟତ ଦୁର୍ଗମ ଅଞ୍ଚଳରେ ଥିବା ଏକୁଲ,ସେକୁଲ,କୋଟ,ପୁଟିପାଳ ଘଞ୍ଚପାହାଡିଆ ଅଞ୍ଚଳରେ ଜିଲ୍ଲାପାଳ ପରିଦର୍ଶନ କରିବା ସହିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ । କଙ୍କଡାହାଡ ବ୍ଲକର ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ଏହି ଗ୍ରାମ ଗୁଡିକୁ

ଜମିବାଡ଼ି ବିବାଦ କୁ ନେଇ ହତ୍ୟାକାଣ୍ଡ !

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ସ୍ଥିତ ସଞ୍ଜୟ ପଲ୍ଲୀରେ ଅଘଟଣ ଜମିବାଡ଼ି ବିବାଦକୁ ନେଇ ଯୁବକଙ୍କୁ କଟୁରୀରେ ହାଣୀ ହତ୍ୟା । ସୂଚନା ଅନୁଯାୟୀ ଗତକାଲି ଜଗନ୍ନାଥ ନାଏକ ଙ୍କ ପରିବାର ସହିତ ଏକ ରାସ୍ତା କୁ ନେଇ ପଡ଼ୋଶୀ ଘରର ରଥ ନାଏକଙ୍କ ସହ ବଚସା ହୋଇଥିଲା । ସନ୍ଧ୍ୟାରେ

କାରଖାନା ବିରୋଧରେ କ୍ଷତିଗ୍ରସ୍ତ ପ୍ରଜା ସଂଘର ବୈଠକ

ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ର କନ୍ତିମିଲ୍ ଗ୍ରାମପଞ୍ଚାୟତ ରେ ରୁଙ୍ଗଟା ମାଇନ୍ସ କାରଖାନା ବିରୋଧରେ ଆଜି ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେପି ନେତ୍ରୀ ଅଂଜଳି ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। କ୍ଷତିଗ୍ରସ୍ତ ପ୍ରଜା ମଧ୍ୟ ଉପସ୍ଥିତ ରହି ଥିଲେ। ବୈଠକରେ

ଭିଜିଲାନ୍ସ ଜାଲରେ ଅସରଡା ପିଇଓ ; ୮ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ଗିରଫ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅସରଡା ପଞ୍ଚାୟତର ନିର୍ବାହୀ ଅଧିକାରୀ ଭିଜିଲାନସ ଜାଲରେ ଛନ୍ଦି ହୋଇପଡିଥିବାର ଜଣାପଡିଛି । ଜଣେ ବ୍ୟକ୍ତିଙ୍କ ଠାରୁ ମନରେଗା କାର୍ଯ୍ୟର ବିଲ କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ଘଟଣାରେ ଭିଜିଲାନସ ବିଭାଗ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ

ପରଜଙ୍ଗ ପଞ୍ଚାୟତ ସମିତିର ଅନ୍ତିମ ଅଧିବେଶନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଡ , ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ରୂପେ

ଦିନ ଦ୍ବିପ୍ରହରରେ ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଠାରୁ ଲୁଟ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡ଼ଝରା ନୂଆ ସାହି ନିକଟରେ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ ଗୋଟାଏ ମଧ୍ୟରେ ଜଣେ ବ୍ୟବସାୟୀଙ୍କ ଠାରୁ ଡକାୟତ ମାନେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଥିବା ଜଣାପଡିଛି , ସୁଚନା ଅନୁଯାୟୀ , ଢେଙ୍କାନାଳ ସଦର

ଜିଲ୍ଲାର ମହାବିଦ୍ୟାଳୟ ଗୁଡ଼ିକର ହେବ ନବୀକରଣ

ଜିଲ୍ଲା କାର୍ଯ୍ୟ।ଳୟସ୍ଥିତ ସଦଭାବନା ସ୍ୱଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଥିବା ମହାବିଦ୍ୟାଳୟ ଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ଵିଧାନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ପରିବେଶ ସୁନ୍ଦର ଓ ଶାନ୍ତ ରହିଲେ ଶିକ୍ଷା ପାଇଁ

୧୬ ଟନ୍ ବେଆଇନ କୋଇଲା ଜବତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଫାଣ୍ଡି ଅଧୀନରେ ଥିବା ସରାଙ୍ଗ ଗ୍ରାମର ଏକ ଆମ୍ବ ତୋଟା ରୁ କୌଣସି ସୂତ୍ରରୁ ଖବର ପାଇ ଉପ ମହାପ୍ରବନ୍ଧ ଖଣି ଓ ଇସ୍ପାତ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରି ୧୬ ଟନ୍ ବେଆଇନ କୋଇଲା ଜବତ କରିଛି । ତାଳଚେର ରୁ ଆସୁଥିବା ଚୋରା ସାଇକେଲ ଓ
error: Content is protected !!