News
lipub
samparksetu
Browsing Category

ଢେଙ୍କାନାଳ ଖବର

ବ୍ରାହ୍ମଣୀ ଦେବୀ ଙ୍କ ପୀଠରେ ମାର୍ଗଶିର ଗୁରୁବାର

ମାର୍ଗଶିର ମାସ ଶେଷ ଗୁରୁବାରକୁ ବଡ ଧୁମଧାମରେ ପାଳନ କରିଛନ୍ତି ଢେଙ୍କାନାଳ ଓ ଯାଜପୁର ଜିଲ୍ଲା ସୀମାନ୍ତ ଗ୍ରାମଭାବେ ପରିଚିତ ଅନଳ ଗ୍ରାମରେ ।ଦୀର୍ଘ ଆଠ ବର୍ଷ ଧରି ଏହିଦିନ ଗ୍ରାମର ମା ବ୍ରାହ୍ମଣୀ ଦେବୀ ପୀଠ ଚଳଚଚଂଳ ହୋଇ ଉଠୁଛି । ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ଭଜନ

ସଡ଼କ ଦୁର୍ଘଟଣାରେ ଯୁବକ ମୃତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଜ୍ଞ।ପିତ ଅଞ୍ଚଳ ପରିଷଦରେ ବୁଧବାର ସଂଧ୍ୟାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ୧୨ନଂ ୱାର୍ଡ ର ରବି ବେହେରା ଙ୍କ ପୁଅ ରାଜେନ୍ଦ୍ର ବେହେରା (୩୦) । ସେ ଘର ନିକଟରେ ଚାଲିଚାଲି ଯାଉଥିବା ବେଳେ ଏକ ବାଇକ ଆସି ତାଙ୍କୁ

୧୫ କେଜି ବାରହା ମାଂସ ଜବତ,୨ ଶିକାରୀ ଗିରଫ

ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଷଢଙ୍ଗୀ ବନାଞ୍ଚଳ କପିଳାସ ସଂରକ୍ଷିତ ଜଙ୍ଗଲ ନକଟରେ ଥିବା ନେଉଳପୋଇ କାଜୁ ବଗିଚାରେ ବନବିଭାଗ ଚଢାଉ କରି ୧୫ କେଜି ବାରହା ମାଂସ ସହିତ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ନେଉଳପୋଇ କାଜୁ ଜଙ୍ଗଲ ମଧ୍ୟରେ ଏକ ବାରହାକୁ ମାରି ମାଂସ କାଟୁଥିବାର ଖବର

ବ୍ୟାଙ୍କ ଘରୋଇକରଣକୁ ବିରୋଧ,ଆଜି ଠାରୁ କର୍ମଚାରିଙ୍କ ୨ଦିନିଆ ଧର୍ମଘଟ

କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତି ବିରୋଧରେ ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ (ୟୁଏଫ୍‌ବିୟୁ) ପକ୍ଷରୁ ୨ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି।ଏହାର ପ୍ରଭାବ ମଧ୍ୟ କାମାକ୍ଷାନଗରରେ ଦେଖିବାକୁ ମିଳିଛି।କାମାକ୍ଷାନଗର ଠାରେ ଥିବା ସମସ୍ତ ବ୍ୟାଙ୍କ

ହାତୀ ପାଇଁ ୧୦ ଦିନ ହେବ ଚାଲିଛି ବିଦ୍ୟୁତ କାଟ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କଣ୍ଟାବଣିଆ ଅଞ୍ଚଳରେ ହାତୀମାନଙ୍କ ଚଳପ୍ରଚଳ ଯୋଗୁ ଦୀର୍ଘ ୧୦ ଦିନ ହେବ ରାତିରେ ବିଦ୍ୟୁତ୍ କାଟ ହେଉଛି ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେବା ସହିତ ଏହାର ପ୍ରତିକାର ପାଇଁ ଦାବୀ କରିଛନ୍ତି ।ଏହି ଅଞ୍ଚଳରେ ଥିବା ମେରାମୁଣ୍ଡଳୀ ସେକସନରୁ

ବିଜୟ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା ପୂର୍ବତନ ସୈନିକ ମାନଙ୍କ ତରଫରୁ ସ୍ଥାନୀୟ ବିନୋଦ ଭବନ ଠାରେ ବିଜୟ ଦିବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସୈନିକ ଯେଉଁମାନେ ୧୯୭୧ ମସିହାରେ ଯୁଦ୍ଧରେ ଅଂଶ ଗ୍ରହଣକରି ସେମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି

ଆମ୍ ଆଦମୀ ପାର୍ଟି ର ସାଙ୍ଗଠନିକ ବୈଠକ

ଢେଙ୍କାନାଳ ଆମ୍ ଆଦମୀ ପାର୍ଟି ର ଏକ ସାଙ୍ଗଠନିକ ବୈଠକ ପଣ୍ଡୁଆ ସ୍ଥିତ ପାରିମାଳ ଅଞ୍ଚଳର ଅବସର ପ୍ରାପ୍ତ କର୍ମଚାରୀ ସଂଘ ସଭା ଗୃହଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ କାମାକ୍ଷା ନଗର

ଟାଟା ଷ୍ଟିଲ ପକ୍ଷରୁ ଚତୁର୍ଥ ଗ୍ରାମୀଣ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ୮ଟି ଗ୍ରାମର ୯୫ରୁ ଊର୍ଦ୍ଧ୍ୱ ଖେଳାଳିଙ୍କ…

ଟାଟା ଷ୍ଟିଲ ମେରାମୁଣ୍ଡଳୀ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁରଠାରେ ଅବସ୍ଥିତ ଏହାର କାରଖାନା ପାଶ୍ୱର୍ବର୍ତ୍ତୀ ୮ଟି ଗ୍ରାମର ୯୬ ଜଣ ଖେଳାଳିଙ୍କୁ ନେଇ ଚତୁର୍ଥ ଗ୍ରାମୀଣ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । କମ୍ପାନୀର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର) ଟିମ୍

ନିଆଁରେ ପୋଡ଼ି ହୋଇ ବୃଦ୍ଧ ଗୁରୁତର !

ଗତ କିଛି ଦିନ ହେଲା ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳର ତାପମାତ୍ରା ହ୍ରାସ ପାଇଥିବା ବେଳେ ବୟସ୍କମାନଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଛି। ଜାଡର ପ୍ରକୋପରୁ ବର୍ତ୍ତୀବା ପାଇଁ ନିଆଁର ସାହାରା ଖୋଜୁଛନ୍ତି। ଗତକାଲି କଙ୍କଡ଼ାହାଡ଼ ଅନ୍ତର୍ଗତ ରୋଡଙ୍ଗ ଗାଁ ର ବୃଦ୍ଧ ଲଲମୋହନ ମହାନ୍ତ (୭୨ ବର୍ଷ) ଶୀତରୁ

ବ୍ଲକ ସ୍ତରୀୟ ମେଗା ଋଣ ମେଳା ;୧ କୋଟି ୭୭ ଲକ୍ଷ ଟଙ୍କା ମଞ୍ଜୁର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନୂତନ ସଭାଗୃହରେ ଓଡିଶା ଜୀବିକା ମିଶନ ତରଫରୁ ବ୍ଲକ ସ୍ତରୀୟ ମେଗ ଋଣମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳୀ ଭୁୟାଁ,ଉପାଧ୍ୟକ୍ଷ ପ୍ରଫୁଲ କୁମାର ସାହୁ,ବିଡିଓ ଆଶିଷ କୁମାର ସାହୁ,ସିଡିପିଓ ଉର୍ମୀଳା ଦେହୁରୀ,ବିପିସି ସସ୍ମିତା ରାଉତ
error: Content is protected !!