News
lipub
samparksetu
Browsing Category

ଢେଙ୍କାନାଳ ଖବର

ରୋଷେଇ କରୁଥିବା ବେଳେ ଜଳିଗଲେ ମହିଳା

ରୋଷେଇ କରୁଥିବା ବେଳେ ନିଆଁରେ ଜଳି ଆଜି ଜଣେ ମହିଳା ଗୁରୁତର ଆହତ ହୋଉଛନ୍ତି । ଗୁରୁତର ଜଣଙ୍କ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କଙ୍କଡ଼ାହାଡ଼ ଥାନା ରୋଡ଼ଙ୍ଗ ଗାଁ ପଡ଼ିଆସାହିର ବିଳାସିନୀ ସିଂହ (୨୪)। ସୂଚନା ଅନୁଯାୟୀ , ବିଳାସିନୀ ଆଜି ଅପରାହ୍ନ ସମୟରେ ନିଜ ଘରେ ରୋଷେଇ

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଦଧିସିଙ୍ଗା ଗ୍ରାମର ଜନୈକ ବ୍ୟକ୍ତିଙ୍କ ୨୭ ବର୍ଷର ପୁଅ ବାହାର ରାଜ୍ୟକୁ ରୋଜଗାର କରିବା ଆଶାରେ ଦାଦନ ଖଟିବାକୁ ଯାଇଥିଲେ । ମାତ୍ର ଗତ ୪ ମାସ ହେବ ଯୋଗାଯୋଗ ବିଚ୍ଛିନ୍ନ ଥିବାରୁ ପରିବାର ଲୋକ ବହୁ ପରିଶ୍ରମ କରିବା

ମହିମା ମଣ୍ଡଳ ପକ୍ଷରୁ ଭବ୍ୟ କାଶୀ ଦିବ୍ୟ କାଶୀ ଲୋକାର୍ପଣ ଉତ୍ସବ ପାଳନ

ଢେଙ୍କାନାଳ ଜିଲ୍ଲା ମହିମା ମଣ୍ଡଳ ତରଫରୁ ସୋମବାର ଦିନ କରମୂଳ ସ୍ଥିତ ଦୌଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମହିମା ମଣ୍ଡଳ ସଂଯୋଜକ ରାଜୀବଲୋଚନ ସ୍ୱାଇଁ ଙ୍କ ସଂଯୋଜନା ରେ କାଶୀ ବାବା ବିଶ୍ୱନାଥ ଙ୍କ ଭାରତ ବର୍ଷ ର ୧୭୦୦ ବର୍ଷ ତଳ ର ଭବ୍ୟ କାଶୀ ଦିବ୍ୟ କାଶୀ ପରିଯୋଜନା ପ୍ରକଳ୍ପ ଲୋକାର୍ପଣ ଉତ୍ସବ

ବ୍ୟବସାୟ ସାରି ଘରକୁ ଫେରୁଥିଲେ, ପଛରୁ ଚାପିଦେଲା ଟ୍ରକ ; ବାଇକ ଚାଳକ ମୃତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଢେଙ୍କାନାଳ ଭୁବନ କୁ ସଂଯୋଗ କରୁଥିବା ରାସ୍ତା ର ଷଡ଼ଙ୍ଗୀ ମନ୍ଦାର ଧନିଆନାଳି ଝରଣ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ।ଏହି ଦୁର୍ଘଟଣାରେ ଜଣେ ବାଇକ ଚାଳକ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ , ଭୁବନ

ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଗୁରୁତର

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଯୋରନ୍ଦା ଗାଁ ବୁଲାଣି ନିକଟରେ ୨ଟି ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ୨ଜଣ ହେଲେ ଖଙ୍କର ଗ୍ରାମ ର ନାରଣ ସେଠୀଙ୍କ ପୁତ୍ର ସୋମ୍ୟରଂଜନ ସେଠି (୩୨) ଓ ବଜୁରିଆ ଗ୍ରାମର ବୈରାଗୀ ପ୍ରଧାନ

ବ୍ରିଜ୍ ତଳକୁ ଖସିଲା ଆଇରନ୍ ବୋଝେଇ ଟ୍ରକ୍, ଦୁର୍ଘଟଣା ରେ ଟ୍ରକ୍ ଚାଳକ ର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଜଟିଆ ଗ୍ରାମ ନିକଟରେ ଥିବା ବ୍ରାହ୍ମଣୀ ବ୍ରିଜରେ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ଆଇରନ୍ ବୋଝେଇ ଟ୍ରକ୍, ଦୁର୍ଘଟଣା ରେ ଚାଳକ ର ମୃତ୍ୟୁ । ମୃତକ ହେଉଛନ୍ତି ଅନୁଗୋଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ସାମିଆପାଲ୍ଲୀ

ବାଜିରାଉତ କଲେଜରେ ପରିବେଶ ସମ୍ପର୍କରେ ସମ୍ପାନ

ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ପରିସରରେ ଇକୋ କ୍ଲବ ଆନୁକୁଲ୍ୟରେ ଏକ ପରିବେଶ ସଂକ୍ରାତିୟ ଏକ ସମ୍ପାନ ଅନୁଷ୍ଠିତ ହୋଇଯାଇଛି । ଶନିବାର ଦିନ ଇକୋ କ୍ଲବ ସଂଯୋଜକ ପ୍ରଭାତ ଜେନାଙ୍କ ସଂଯୋଜନାରେ ଅଧକ୍ଷ ଅଜିତ କୁମାର ବେହେରା ମୁଖ୍ୟଅତିଥି ପ୍ରାଣୀ ବିଜ୍ଞାନ ମୁଖ୍ୟ ଡଃ ହରେକୃଷ୍ଣ ପଣ୍ଡା

ସୁଲକ୍ଷଣାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ

ଆଜି ସୁଲକ୍ଷଣ।ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସାଧାରଣ ଶିକ୍ଷକ ଓ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପିଲାମାନଙ୍କର ଶିକ୍ଷା ଓ ପରୀକ୍ଷା ନିମନ୍ତେ ସରକାରଙ୍କର ଗାଇଡ଼ ଲାଇନ ଅନୁସାରେ ପାଠପଢ଼ା କିପରି ପରିଚାଳିତ ବିଷୟରେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟ ବୈଠକରେ ଉପସ୍ଥିତ

ରାମଚଣ୍ଡୀ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ନାଧରା, ସ୍ଥିତ ମା ରାମଚଣ୍ଡୀ ମନ୍ଦିର ପରିସରରେ ଚଳିତ ବର୍ଷ ହେବାକୁ ଥିବା ଶ୍ରୀବିଷ୍ଣୁ ମହାଯଜ୍ଞ ଓ ରାମଚଣ୍ଡୀ ମହୋତ୍ସବ ନିମନ୍ତେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞ କମିଟି ର ସଭାପତି ହେମନ୍ତ କୁମାର ପାଣିଗ୍ରାହୀ ଙ୍କ ସଭାପତିତ୍ବରେ

ସାମ୍ବାଦିକ ବିକ୍ରମ ପାଣି ଙ୍କ ବିୟୋଗରେ ଓଡ଼ାପଡ଼ା ସାମ୍ବାଦିକ ସଂଘ ର ଶୋକ ସଭା

ଆଜି ଓଡ଼ାପଡ଼ା ସାମ୍ବାଦିକ ସଂଘ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ବିକ୍ରମ କେଶରୀ ପାଣି ଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘ ର ସଭାପତି ରବିନାରାୟଣ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଶୋକ ସଭାରେ ଶ୍ରୀପାଣୀ ଜଣେ କାର୍ଯ୍ୟ ଦକ୍ଷ ଓ ସଚେତନ ନାଗରିକ ଭାବେ ଜଣାଶୁଣା
error: Content is protected !!