News
lipub
samparksetu
Browsing Category

ଢେଙ୍କାନାଳ ଖବର

ନାଧରା ଗ୍ରାମରେ ସ୍ୱାସ୍ଥ୍ୟମେଳା

ନବଭାରତ ଭେଞ୍ଚରସ୍ ଲିମିଟେଡ୍ ସହାୟତାରେ , ସ୍ୱେଛାସେବୀ ଅନୁଷ୍ଠାନ ଶୋଭା ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ନାଧରା ଗ୍ରାମର ସତ୍ୟମ୍ ଶିବମ୍ ସୁନ୍ଦରମ୍ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ହେଇଯାଇଛି । ପ୍ରାରମ୍ଭରେ ମୁଖ୍ୟ ଅତିଥି ନବଭାରତ ଭେଞ୍ଚରସ୍ ଲିମିଟେଡ୍‌ର ଜିଏମ୍

କଙ୍କଡ଼ାହାଡ଼ ବ୍ଲକ ରେ ଧାନ ସଂଗ୍ରହ ପାଇଁ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର

କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ କାମାକ୍ଷା ନଗର ବଜାର ନିୟନ୍ତ୍ରଣ କମିଟି ଦ୍ଵାରା ବ୍ଲକ ସହକାରୀ ଯୋଗାଣ ଅଧିକାରୀ ସୁନିତା ବେହେରା ଙ୍କ ସଭାପତିତ୍ୱରେ 2021-2022 ମସିହା ର ଖରିଫ ଋତୁ ନିମନ୍ତେ ଏକ ବ୍ଲକ ସ୍ତରୀୟ ଧାନ ସଂଗ୍ରହ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି

କୂଅରେ ପଡି ୬ ବର୍ଷର ଶିଶୁର ମୃତ୍ୟୁ !

ଆଜି ସକାଳ ୧୧ଘଣ୍ଟା ସମୟରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ଅନ୍ତର୍ଗତ ୱାର୍ଡ ନଂ୧୩ ନିକଟ ବଡ଼ିଆ ସାହିରେ ଏକ ଅଭାବନୀୟ ଘଟଣା ରେ କୂଅରେ ପଡି ଏକ ଶିଶୁର ମୃତ୍ୟୁ ହୋଇଥିଲା।ଖବରରୁ ପ୍ରକାଶ ଯେ ହିନ୍ଦୋଳ ବ୍ଲକ ଖାଳିବରୀ ପଂଚାୟତ ର ସାଗର ବଡ଼ିଆ ଙ୍କ ୬ବର୍ଷ ର ପୁଅ ଆୟୁଷ ବାଡ଼ିଆ ବୟସ

ସିଡିଏସଙ୍କ ଦେହାନ୍ତରେ ମହମବତୀ ଶୋଭାଯାତ୍ରା

ଢେଙ୍କାନାଳ ଜିଲ୍ଲା ଭୁବନ କାଳୀବଜାର ଠାରେ ସହୀଦ ବାଜିରାଉତଙ୍କ ପ୍ରତିମୂର୍ତ୍ତି ସମୁଖରେ ଭୁବନର ବୁଦ୍ଧୀଜୀବୀଙ୍କ ଦ୍ୱାରା ଏକ ମହମବତୀ ଶୋଭାଯାତ୍ରା ସିଡିଏସ ବିପିନ ରାୱତଙ୍କ ଦେହାନ୍ତରେ ଅନୁଷ୍ଠିତ ହୋଇଯାଇଛି । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ସୁପୁତ୍ର ରାଣାପ୍ରତାପଦାସଙ୍କ ଦେହାନ୍ତରେ

ଅନ୍ଧାର ରାତିରେ କୂଅରେ ପଡି ଯୁବକଙ୍କ ଚାଲିଗଲା ଜୀବନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ଥିବା ଏକ କୂଅରେ ପଡି ଜଣେ ଯୁବକଙ୍କ ଆଜି ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ବସୋଇ ଗାଁ ଗୋଠବୁରୀ ସାହିର ବିରଞ୍ଚି ସାହୁ । ସୂଚନା ଅନୁଯାୟୀ , ବିରଞ୍ଚି ଗତକାଲି ରାତିରେ ନିଜ ପଡ଼ୋଶୀଙ୍କ ଘରକୁ ଯାଉଥିବା ବେଳେ ଅସାବଧାନତା କାରଣରୁ

ଏନସି ଟ୍ୟାଗ୍ ହଟାଇବା ଦାବିରେ ଢେଙ୍କାନାଳରେ ଗଣ ଗିରଫଦାରୀ

ସାରା ଦେଶର ୧ ଲକ୍ଷ ୮୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଏନସି ଟ୍ୟାଗ୍ ହଟାଇବା ଦାବିରେ ଏନଆଇଓ ଅସ ଡିଇଏଲଇଡି ଶିକ୍ଷକ ସଂଘର ରଷ୍ଟ୍ରୀୟ ଅଧ୍ୟକ୍ଷ ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଶିକ୍ଷକମାନେ ବୁଧବାର ଦିନ ଢେଙ୍କାନାଳରେ ଗଣ ଗିରଫଦାରୀ ଦେଇଛନ୍ତି । ତୁରନ୍ତ ଏନସି ଟ୍ୟାଗ୍ ହଟା ନ ଗଲେ

ସଞ୍ଜୟ କଲୋନୀ ଆକ୍ରମଣ ଘଟଣା ;୧ ଗିରଫ ,୩ ଫେରାର

ଟାଉନ ଥାନା ଅନ୍ତର୍ଗତ ସଞ୍ଜୟ କଲୋନୀରେ ଗତ ୧୯ ତାରିଖ ଦିନ ପୂର୍ବ ଶତୃତାକୁ ନେଇ ୪ ଜଣ ଯୁବକପ୍ରକାଶ ନାଏକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ଥାନାରେ ୫୧୧/୨୧ରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ଏହି ଘଟଣାରେ ପୋଲିସ ତଦନ୍ତ କରି ଗତ କାଲି ରାତିରେ ପୁରୀ ସଦର ଥାନା

ଜମିପଟ୍ଟା ପ୍ରଦାନ ଦାବୀ

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୯ ନମ୍ବର ୱାର୍ଡରେ ବସବାସ କରୁଥିବା ୨୨ ଟି ପରିବାରକୁ ଜମି ପଟ୍ଟା ପ୍ରଦାନପାଇଁ ହିତାଧିକାରୀ ମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ଏଠାରେ ବସବାସ କରୁଥିବା ବ୍ୟକ୍ତମାନେ୨୦୧୮ ମସିହାରୁ ରହୁଥିଲେ ମଧ୍ୟ ଏଯାଏଁ ଟୋକନ ମିଳିଥିଲେ ମଧ୍ୟ ଜମି

ବିଧବା ମହିଳାଙ୍କୁ ଥାନାରେ ମାନସିକ ନିର୍ଯ୍ୟାତନା ଅଭିଯୋଗ !

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସଦାଶିବପୁର ଗ୍ରାମର ଜନୈକା ବିଧବା ମହିଳା ଜମିବାଡିକୁ କେନ୍ଦ୍ର କରିଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ଜଣେ ମହିଳା ପୋଲିସ ଅଧିକାରୀ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେବା ସହିତ ଅପମାନିକକରିବା ନେଇ ଏସପିଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।

ଗାଁ କୁ ଯାଇଥିବା ଯୋଗାଣ କର୍ମଚାରୀ ଙ୍କୁ ବନ୍ଦି ରଖିଲେ ଗ୍ରାମବାସୀ

ଭୁବନ ବ୍ଲକ ସୁରପ୍ରତାପପୁର ଚାଷୀ ମହିଳା ସଙ୍ଘ କୁ ଧାନ ବିକ୍ରୀ କରିବେ ନାହିଁ ବୋଲି ବାରମ୍ବାର ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗର ତଦନ୍ତ କରିବା ନାମରେ ଗାଁ କୁ ଯାଇଥିବା ୩ ଜଣ ଅଧିକାରୀ ଙ୍କୁ ଗ୍ରାମବାସୀ ଡିହ ସାହି ମଣ୍ଡପ ରେ ବନ୍ଦି କରି ରଖିଥିବା ଜଣା ପଡିଛି । ଯେ
error: Content is protected !!