Browsing Category
ଢେଙ୍କାନାଳ ଖବର
ଝୀଲ୍ଲି ବେଆଇନ ପଥରଖଣି ମାମଲା ; ଉତ୍ତୋଳନକାରୀକୁ ୫ କୋଟି ଜୋରିମାନା କଲେ ଏନଜିଟି
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଙ୍କଡ଼ାହାଡ଼ ତହସିଲ ଅନ୍ତର୍ଗତ ଝୀଲ୍ଲି ଗ୍ରାମ ନିକଟରେ ଥିବା ପଥର ଖଣିକୁ ନେଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ ଉକ୍ତ ଗ୍ରାମବାସୀ । ବେଆଇନ ବ୍ଲାଷ୍ଟିଂ କରି , ବେଧଡକ ରେ ଗଛ କାଟି ପଥର ଖନନ କରିବା ଦ୍ୱାରା ବହୁତ ଘର ନଷ୍ଟ ହେବା ସହିତ ଧୂଆଁ ଧୂଳିକୁ!-->…
ମା ସାରଳା ଭିନ୍ନକ୍ଷମ କଲ୍ୟାଣ ସମିତି ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ଆଜି ଢେଙ୍କାନାଳ ପୌରାଞ୍ଚଳ ସିମିଳିଆ ଗ୍ରାମରେ ମା ଶାରଳା ଭିନ୍ନକ୍ଷମ କଲ୍ୟାଣ ସମିତି ପକ୍ଷରୁ ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନ କାର୍ଯ୍ୟାକାରୀ ସଭାପତି ହରିହର ପଣ୍ଡାଙ୍କ ସଭା ପ୍ରତିତ୍ଵରେ ଅନୁଷ୍ଠାନର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ସମିତିର!-->!-->!-->…
ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର !
ଭୁବନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୩ ଅନନ୍ତପୁର ଛକ ନିକଟରେ ଘଟିଛି ସିରିଜ ଦୁର୍ଘଟଣା। ଦୁର୍ଘଟଣାରେ ଭଦ୍ରକର ଓଟିଭି କର୍ମଚାରୀ ସୁଭେନ୍ଦୁ ବିଶ୍ବାଳ ଗୁରୁତର ହୋଇଥିବା ବେଳେ ତାଙ୍କ ଡ୍ରାଇଭର ବାପୁନ କୁଣ୍ଡୁ ଅତି ଗୁରୁତର ଅବସ୍ଥାରେ ମାରୁତୀ ସୁଇପ୍ଟ୍ ଡୋର କାଟି ଉଦ୍ଧାର କଲେ ଭୁବନ ଅଗ୍ନିଶମ!-->…
ଷଣ୍ଢ ଆକ୍ରମଣ ରେ ଜଣେ ଗୁରୁତର !
ଢେଙ୍କାନାଳ ଜିଲ୍ଲା ଭୂବନ ଥାନା ଏକତାଳି ପଞ୍ଚାୟତ ସାରଙ୍ଗ ପୁର ଗ୍ରାମ ର ଜଣେ ବ୍ୟକ୍ତି ଷଣ୍ଢ ଆକ୍ରମଣ ରେ ଗୁରୁତର ଆହତ ହୋଇଛନ୍ତି l ଆହତ ବ୍ୟକ୍ତି ହେଲେ ଉକ୍ତ ଗ୍ରାମର ହଳଧର ସାହୁ ଓରଫ୍ ହଗୁରା ସାହୁ ( ୬୦ ) l
ସୁଚନା ଅନୁଯାୟୀ, ହଳଧର ନିଜ ଧାନ ଫସଲ ଜଗିବା ପାଇଁ ଯାଇଥିଲେ ମଧ୍ୟ ରାତ୍ରୀ!-->!-->!-->…
ପ୍ରତିଦିନ ଚାଲିଛି ଅବାଧ ଗଛକଟା, ସଙ୍କଟରେ ପାଣିଓହଳା
ବିଶାଳ ପାହାଡ଼ ଓ ଘଞ୍ଚ ଜଙ୍ଗଲରେ ଘେର ଭିତରେ ଆମ ଜିଲ୍ଲା ଢେଙ୍କାନାଳ । ସେଥି ମଧ୍ୟରୁ ଅନ୍ୟତମ ବିଶାଳ ପ୍ରାଚୀର ଭାବେ ଠିଆ ହୋଇ ରହିଛି ସହର ମଧ୍ୟରେ ଥିବା ପାଣିଓହଳା ପାହାଡ଼ । ତେବେ ଧୀରେ ଧୀରେ ଏହି ପାହାଡ଼ରେ ଥିବା ଗଛ ସଂଖ୍ୟା କମିବାରେ ଲାଗିଛି । କାରଣ ହେଉଛି ଜଙ୍ଗଲ ଭିତରେ ଚାଲୁଛି!-->!-->!-->…
ଇନ୍ଦିରା ଆବାସ ଦୁର୍ନୀତି ଅଭିଯୋଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର କନ୍ଦରସିଂହା ପଞ୍ଚାୟତରେ ଇନ୍ଦିରା ଆବାସ ଚଞ୍ଚକତା ହୋଇଥିବାର ଜଣାପଡିଛି , ବ୍ଲକ ସୂଚନାଧିକାରୀଙ୍କୁ ବିଜେପିର ବରିଷ୍ଠ ନେତା ଲକ୍ଷ୍ମୀଧର ସାହୁ ତଥ୍ୟ ମାଗିବାରୁ ଏହା ସନ୍ତୋଷଜନକ ହୋଇନଥିବାରୁ ଏ ସମ୍ବନ୍ଧେ ଗୁରୁବାର ଦିନ ସ୍ଥାନୀୟ ସାମ୍ବାଦିକ!-->…
ଟିପିସିଓଡିଏଲ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା କାଇମାଟି ଅନ୍ତର୍ଗତ ପଞ୍ଚାୟତ କୋଠଘର ଠାରେ ଟିପିସିଓଡିଏଲ ଓ ଜଗନ୍ନାଥ ହସ୍ପିଟାଲ ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ସେବା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମାଗଣା ଔଷଧ ବଣ୍ଟନ ସହିତ ୧୫୦ ଜଣଙ୍କୁ ମାଗଣା ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା କରାଯାଇଥିଲା l
!-->!-->!-->…
ସମ୍ଭାବ୍ୟ ବର୍ଷାର ମୁକାବିଲା ନିମନ୍ତେ ପ୍ରସ୍ତୁତ ଢେଙ୍କାନାଳ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ସମ୍ଭାବ୍ୟ ବର୍ଷାର ମୁକାବିଲା ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡ଼ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
କଟା ଯାଇଥିବା ଧାନକୁ ଯଥାଶୀଘ୍ର ସୁରକ୍ଷିତ ସ୍ଥାନରେ ରଖିବାକୁ ବିହିତ ବ୍ୟବସ୍ଥା!-->!-->!-->…
ଆବାସିକ କଲେଜ ବନିଲା ସୁପର ସ୍ପ୍ରେଡର ; ଆଉ ବାହାରିଲେ ୧୬ ପଜିଟିଭ ,ମୋଟ ୫୩ ଛାତ୍ରଛାତ୍ରୀ ସଂକ୍ରମିତ
ଢେଙ୍କାନାଳ ରେ କୋଭିଡ ଗାଇଡ ଲାଇନ ର ଖୋଲାଖୋଲି ଉଲଂଘନ। ଖୋଲା ଖୋଲି ଭାବରେ କୋଭିଡ ଗାଇଡ ଲାଇନ କୁ ଫୁ କରିଦେଲା ବେସରକାରୀ ମହାବିଦ୍ୟାଳୟ । ସବୁ ଜାଣିଶୁଣି ନୀରବଦ୍ରଷ୍ଟା ସାଜିଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ।
ଢେଙ୍କାନାଳ ପୌର ପରିଷଦ ୨ନଂ ୱ।ର୍ଡ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ସାଇକୃପା!-->!-->!-->…
ଓପିଟିସିଏଲର ଦାଦାଗିରି ,ଚାଷୀ ଦେଲେ ଦାବିପତ୍ର
୧୩୨କେଭି ବିଦ୍ୟୁତ ତାର ଟାଣିବାକୁ ନେଇ ଚାଷୀ ଓ କଂପାନୀ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅର୍ନ୍ତଗତ ସୁରପ୍ରତାପପୁର ପଚାଂୟତର ଟିପିଲେଇ ମୈାଜାରେ ଥିବା ଚାଷ ଜମିରେ ଗାତ ଖୋଳିଦେବାରୁ ଚାଷ କାମ ବ୍ୟାଘାତ ଘଟିଛି ।
!-->!-->…