News
lipub
samparksetu
Browsing Category

ଢେଙ୍କାନାଳ ଖବର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ଓ ଦୁଇ ଗୁରୁତର

ଢେଙ୍କାନାଳ-ଭୂବନ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ଗଁଦିଆ ଥାନା ଅଧୀନ ସାପୁଆଝର ବୁଲାଣି ନିକଟରେ ମଟରସାଇକେଲ ଦୁର୍ଘଟଣା । ଜଣେ ମୃତ ଓ ଦୁଇ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତିଲା ଶିଶୁ । ସୂଚନା ଅନୁଯାୟୀ ବୁଧବାର ଅପରାହ୍ନ ୩ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ସଦର ଥାନା , ପଞ୍ଚାୟତ

ଚୋରି ଅଭିଯୋଗରେ ୩ ଜଣ ଡକାୟତ ଗିରଫ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିକାରୀଣି ନମିତା ନାୟକ ଚୋରି ଘଟଣାରେ ୩ ଡକାୟତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି , ସୁଚନାନୁଯାୟୀ ପରଜଙ୍ଗ ଥାନା ଅଧୀନସ୍ଥ କନ୍ଦରସିଂହା ପଞ୍ଚାୟତ ଅନ୍ତର୍ଗତ କଟରାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ ୨ ତାରିଖ ବିଳମ୍ବିତ ରାତିରେ ଚୋରି

ଦିବ୍ୟାଙ୍ଗ ହେଲେ ଦମ୍ପତି

ବିବାହ ସ୍ୱର୍ଗରେ ହୋଇଥାଏ । ଜଣେ ମୁକ ବଧିର ଝିଅଟି ଆଉ ଜଣେ ଦିବ୍ୟାଙ୍ଗ ପୁଅ ର ହାତ ଧରିଛନ୍ତି । ଏଭଳି ଏକ ଘଟଣା ଭୁବନ ବ୍ଲକର ସୁରପ୍ରତାପପୁର ଗ୍ରାମରେ । ଦୁଇ ଦିବ୍ୟାଙ୍ଗଙ୍କ ବିବାହକୁ ଅଧିକ ମନୋରମ କରିବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସେଠାରେ ପହଁଚି ଦମ୍ପତିଙ୍କୁ ଆଶୀର୍ବାଦ

ମସଲମାନିଆ କ୍ଲାସିକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ଆମ ପଞ୍ଚାୟତର ପୁଅ ରଶ୍ମି ରଞ୍ଜନ ଜେନା

ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଏକ ମସଲମାନିଆ ପ୍ରତିଯୋଗିତାରେ ୩୫୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ବଳଦିଆବନ୍ଧ ଗ୍ରାମର ରଶ୍ମି ରଞ୍ଜନ ଜେନା ଓରଫ ପୁପୁଲି । ବାପା ସ୍ୱର୍ଗତଃ ପ୍ରସନ୍ନ କୁମାର ଜେନା ( ୪୭ ) ଓ ମା ଶ୍ରୀମତୀ କଳ୍ପନା ଜେନା ( ୩୫ )ଙ୍କ କନିଷ୍ଠ

ମହାତ୍ମାଗାନ୍ଧୀ ଙ୍କ ଓଡିଶାଗସ୍ତ ର ୧୦୦ତମ ବାର୍ଷିକୀ ପାଳନ ଉପଲକ୍ଷେ ସ୍ମୃତିଚାରଣ ସଭା

ଜାତୀୟ ପିତା ମହାତ୍ମାଗାନ୍ଧୀ ଙ୍କ ଓଡିଶା ଗସ୍ତ କୁ ଆଜି ପୂରଣ ହୋଇଛି ୧୦୦ ତମ ବର୍ଷ l ଏହି ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସୋଗର ସ୍ଥିତ ଔଷଧୀୟ ଅରଣ୍ୟ ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ସରକାର ଙ୍କ ବରିଷ୍ଠ ମନ୍ତ୍ରୀ ତଥା କାମାକ୍ଷାନଗର

ବର୍ଷା ବନ୍ଦ ପାଇଁ ଲଙ୍ଗଳା ହୋଇ ଲଙ୍ଗଳ ପୋତିଲେ !

ବାତ୍ୟା ଜୱାବ ପାଇଁ ସରକାରୀ ସ୍ତରରେ ବହୁ ପ୍ରସ୍ତୁତି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ କୃଷକ ମାନେ ନିଆରା ଢଙ୍ଗରେ ପ୍ରୟାସ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବାଲିବୋ ପଚାଂୟତର ଅନନ୍ତପୁର ଗ୍ରାମର କୃଷକ ମାନେ ବର୍ଷା ବନ୍ଦ ପାଇଁ ନିଜ ଜମିରେ ଲଙ୍ଗଳା ହୋଇ ଲଙ୍ଗଳ ପୋତି

ମଠକରଗୋଳା ମହାବିଦ୍ୟାଳୟର ପାଇଁ ଗୌରବ ଆଣିଲେ ଶ୍ରୀଚନ୍ଦନ

ଢେଙ୍କାନାଳ ଜିଲ୍ଲା ମଠକରଗୋଳା ମହାବିଦ୍ୟାଳୟ ଇଂରାଜୀ ବିଭାଗର ଛାତ୍ର ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ତରରେ ଟପ୍ ୧୦ ମଧ୍ୟରେ ଚତୁର୍ଥ ସ୍ଥାନ ପାଇଛନ୍ତି ଶ୍ରୀ ଚନ୍ଦନ ବିଶ୍ୱାଳ । ଶ୍ରୀ ଚନ୍ଦନ ଉତ୍କଳ ବିଶ୍ଵ ବିଦ୍ୟାଳୟ ପ୍ରାକ୍ତନ ଇଂରାଜୀ ପ୍ରଫେସର ସ୍ବର୍ଗତ ନିତ୍ୟାନନ୍ଦ ରାୟ ଙ୍କ ନାତି ଅଟନ୍ତି

ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା କାର୍ଯ୍ୟରତ ପୋଲିସ କର୍ମଚାରୀ ଙ୍କ ଜୀବନ

ସଡ଼କ ଦୁର୍ଘଟଣାରେ ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ ଙ୍କ ଆଜି କଟକ ବଡ଼ ମେଡିକାଲରେ ମୃତ୍ୟୁ ଘଟିଛି । ମୃତକ ଜଣକ ଗଁଦିଆ ବଣିଆପଡା ଗାଁ ର ମୁନା ଭୋଇ( ୩୧) ବୋଲି ସୂଚନା । ସୂଚନା ଅନୁଯାୟୀ , ମୁନା ନିଜ ଡ୍ୟୁଟି ସାରି ବାଇକ ନିଜ ଘରକୁ ଫେରିଥିବା ସମୟରେ ହିନ୍ଦୋଳ ରୋଡ଼

ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ତରରେ ଟପ୍ ୧୦ ମଧ୍ୟରେ ପରଜଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ୪ ଛାତ୍ରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ୪ ଛାତ୍ରୀ ଉତ୍କଳ ବିଶ୍ଵବିଦ୍ୟାଳୟ ସ୍ତରରେ ଟପ୍ ୧୦ମଧ୍ୟରେ ସ୍ଥାନ ପାଇଥିବା ଜଣାପଡିଛି । ଉତ୍କଳ ବିଶ୍ଵବିଦ୍ୟାଳୟ ପତ୍ର ନମ୍ବର ଇସି ୧୧୧/୧୦୧/୨୨୨ ଅନୁଯାୟୀ ଓଡ଼ିଆ ବିଭାଗର ଛାତ୍ରୀ ମୋନାଲିସା ସାହୁ ସର୍ବାଧିକ ନମ୍ବର ରଖି

ବଢିଛି ସାପ୍ତାହିକ ସଂକ୍ରମଣ ! ଢେଙ୍କାନାଳ ସମେତ ୬ ଜିଲ୍ଲାରେ ସ୍ଥିତି ନିୟନ୍ତ୍ରଣ ପାଇଁ କେନ୍ଦ୍ରର ପରାମର୍ଶ

ରାଜ୍ୟ ସରକାର ଙ୍କୁ କେନ୍ଦ୍ର ର ପରାମର୍ଶ କରୋନା ସଂକ୍ରମଣ ବଢୁଥିବା ନେଇ ରାଜ୍ୟ ସରକାରଙ୍କୁ ସତର୍କ କରିଛି କେନ୍ଦ୍ର । ବିଗତ ସପ୍ତାହ ରେ ଢେଙ୍କାନାଳ ସମେତ ୬ ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ କରିଛି । ଏହି ୬ ଟି ଜିଲ୍ଲା ହେଉଛି
error: Content is protected !!