Browsing Category
ଢେଙ୍କାନାଳ ଖବର
ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ କୁନି କୁନି ପିଲାମାନଙ୍କୁ ଇଂରାଜୀ କିଟ୍ ବଣ୍ଟନ
ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ଗନ୍ଦିଆ ବ୍ଲକର ପିଙ୍ଗୁଆ ଗ୍ରାମପଞ୍ଚାୟତରେ କୁନି କୁନି ପିଲାଙ୍କୁ ଇଂରାଜୀ କିଟ୍ ବଣ୍ଟନ ହୋଇଯାଇଅଛି । ସଭାପତିତ୍ବ ଭାଷଣରେ ଶିକ୍ଷାବିତ୍ ଗୋପାଳ ଚନ୍ଦ୍ର ମହାଳିକ କିପରି ସମାଜ ଗଠନରେ ଶିକ୍ଷାର ମହତ୍ତ୍ଵ ସର୍ବୋଚ୍ଚ ସ୍ଥାନ ଅଧିକାର କରିଅଛି, ଏହି!-->…
ଭୁବନ ବ୍ଲକରେ ହେବ ୨ଶହ ହେକ୍ଟର ମାଣ୍ଡିଆ ଚାଷ
ଭୁବନ କୃଷି କାର୍ଯ୍ୟାଳୟ ପରିସରରେ ଦିନିକିଆ ଜୈବିକ କୃଷି ଭିତିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରରେ ଭୁବନ କୃଷକ ସମାଜ ସଭାପତି ବାସୁଦେବ ଗୁରୁ ଜୀବନ ଅନୁଷ୍ଠାନ ର ଅଧକ୍ଷ ବିଷ୍ଣୁ ରାଉତ ଭୁବନ ବ୍ଲକ କୃଷି ଅଧିକାରୀ ଭାଗ୍ୟଧର ସାହୁ , ରୀନାରାଣୀ ସାହୁ ଯୋଗ ଦେଇଥିଲେ l
ଏହି!-->!-->!-->…
ସୁରପ୍ରତାପପୁର ଚାଷୀ ମହିଳା ସଙ୍ଘକୁ ଧାନ ନବିକିବାକୁ ଜିଲ୍ଲାପାଳ ଙ୍କୁ କଲେ ଗୁହାରି
ସୁରପ୍ରତାପପୁର ଚାଷୀ ମହିଳା ସଙ୍ଘକୁ ଧାନ ନବିକିବାକୁ ନେଇଜିଲ୍ଲାପାଳ ଙ୍କୁ କଲେ ଗୁହାରି । ଚଳିତ ବର୍ଷ ମହିଳା ସଂଘ ଧାନ କିଣିବ ଏ ଖବର ପ୍ରଚାରିତ ହେବା ପରେ ଚାଷୀ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ତୀବ୍ର ବିରୋଧ କରି ଢେଙ୍କାନାଳ ଜିଲ୍ଲପାଳ ଙ୍କୁ ଲିଖିତ ଭାବେ ଗୁହାରି କରିଛନ୍ତି ।
ଖବର!-->!-->!-->…
ବିଦ୍ୟୁତ ଖୁଣ୍ଟ ପିଟିହୋଇ ଇ ଟେକ କର୍ମଚାରୀ ଙ୍କ ଜୀବନ ଗଲା !
ଭୁବନ ଥାନା ନିଳକଣ୍ଠପୁର ଗ୍ରାମ ସ୍ଵପ୍ନେଶ୍ଵର ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଜଣେ ଇ ଟେକ କଲେଜ କର୍ମଚାରୀ ଙ୍କ ବିଦ୍ୟୁତ ଖୁଣ୍ଟ ରେ ପିଟି ହୋଇ ମୃତ୍ୟୁ ଘଟିଛି ।
ଖବର ନେବାରୁ ଜଣାଯାଏ ଯେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଚିରୁଳେଇ ଗ୍ରାମର ଅନ୍ତର୍ଯ୍ୟାମୀ!-->!-->!-->…
ଗ୍ରାମ ଜମି ବିବାଦକୁ ନେଇ ଗ୍ରାମର ୪ଜଣକୁ ଥାନାରେ ଅଟକ ; ,ପ୍ରତିବାଦରେ ଗ୍ରାମବାସୀଙ୍କ ଥାନା ଘେରାଉ ,ଉପଜିଲ୍ଲାପାଳଙ୍କ…
କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମ ଯାତ୍ରା ପଡିଆ ଜବରଦଖଲକୁ ନେଇ ବିବାଦ ଓ ଥାନାରେ ମାମଲା ରୁଜୁ। ଏହାକୁ ନେଇ ଗ୍ରାମର ୪ଜଣକୁ ଥାନାରେ ଅଟକ ରଖିଛି ପୋଲିସ। ତାର ପ୍ରତିବାଦରେ ଗ୍ରାମର ଶତାଧିକ ପୁରଷ ଓ ମହିଳା ତରଫରୁ ରବିବାର ଦିନ ଥାନା ଘେରାଉ କରିଥିଲେ।
ସୁଚନା ଅନୁସାରେ ଗ୍ରାମର!-->!-->!-->…
ହିନ୍ଦୋଳ ସାମ୍ବାଦିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚିତ
ହିନ୍ଦୋଳ ଉପଖଣ୍ଡ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି। ଆଜି ହିନ୍ଦୋଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ସାଧାରଣ ବୈଠକ ରେ ସମସ୍ତ କର୍ମକର୍ତ୍ତା ମାନଙ୍କୁ ନେଇ ବିଭିନ୍ନ ସମସ୍ୟା ର ସମାଧାନ କରାଯିବା ସହ ସଂଘ କୁ ଆଗାମୀ ଦିନରେ କିପରି ଅଧିକ ଶକ୍ତିଶାଳୀ ଏବଂ!-->…
ଲକ୍ଷ୍ମୀ ବଜାରର ନୂତନ କର୍ମକର୍ତା ଚୟନ
ଭୁବନ ବିଜ୍ଞାପିତ ଅଚଂଳ ପରିଷଦ କାର୍ଯ୍ୟାଳୟ ସନ୍ନିକଟ ବଜାରର ସମସ୍ତ ବ୍ୟବସାୟୀ ମାନଙ୍କୁ ନେଇ ଏକ ବୈଠକ ସହୀଦ ବାଜିରାଉତଙ୍କ ଗ୍ରାମ ନିଳକଣ୍ଠପୁର ଫାର୍ମହାଉସରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ କୁମାର ଦେବେଶ , ଉପସଭାପତି ଭାବେ ପ୍ରଦ୍ୟୁମ ସେଠ , ସଂପାଦକ ଭାବେ ଗଗନ ବିହାରୀ ବେହେରା,!-->…
ମହିଳା ସଂଘ ଦ୍ୱାରା ଧାନ କିଣାକୁ ବିରୋଧ
ଧାନ ବିକ୍ରୀକୁ ନେଇ ସୁରପ୍ରତାପପୁର ସଦାସର୍ବଦା ଚର୍ଚ୍ଚାରେ । ଚଳିତ ବର୍ଷ ମହିଳା ସଂଘ ଧାନ କିଣିବ ଏ ଖବର ପ୍ରଚାରିତ ହେବା ପରେ ଚାଷୀ ମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ତୀବ୍ର ବିରୋଧ କରିବାକୁ ଶପଥ ନେଇଛନ୍ତି ।
ଖବର ନେବାରେ ଜଣାଯାଏ ଯେ ଭୁବନ ସମବାୟ ବ୍ୟାଙ୍କ ଅଧିନରେ ଥିବା ଦଶଟି!-->!-->!-->…
୧ମାସ ହେବ ନିଖୋଜ ବୃଦ୍ଧାଙ୍କ ମୃତଦେହ ପୋଖରୀ ରୁ ଉଦ୍ଧାର
ଢେଙ୍କାନାଳ ଜିଲ୍ଲା ସଦର ଥାନା ବୋରାପଦା ଗାଁର ଏକ ପୋଖରୀରୁଆଜି ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଦେହଟି ଖମାର ଗ୍ରାମର ନୟନା ସେନାପତି (୭୦) ବୋଲି ସୂଚନା ।
ନୟନା ୧ମାସ ହେବ ନିଖୋଜ ଥିବା ବେଳେ ଆଜି ବୋରାପଦା ନିକଟସ୍ଥ ରାଜାପ୍ରସାଦ ନିକଟରେ ଥିବା ପୋଖରୀରେ ତାଙ୍କ ମୃତ ଦେହ!-->!-->!-->…
ଖଣ୍ଡା ଚୋଟରେ ପାପୁଲି ଅଲଗା ଘଟଣା; ଜଣେ ଗିରଫ
ପୂର୍ଵ ଶତ୍ରୁତାକୁ ନେଇ ଗତ ୨୫ ତାରିଖ ରାତିରେ ଗଁଦିଆ ଥାନା ଅନ୍ତର୍ଗତ ସୁରପ୍ରତାପ ରାଜ କିଶୋରପୁର ଗ୍ରାମର ଗଣେଶ୍ୱର ପଣ୍ଡାଙ୍କ ପାପୁଲିକୁ ଖଣ୍ଡାରେ ହାଣି ବା ଘଟଣାର ପୋଲିସ ଜଣେ ଅଭିଯୁକ୍ତ କୁ ଗିରଫ କରିଛି ।
ଉକ୍ତ ଗ୍ରାମର ନୀଳମଣି ବେହେରା ଗତ ୨୫ ତାରିଖ ରାତିରେ ପୂର୍ବ ଗଣ୍ଡଗୋଳକୁ ନେଇ!-->!-->!-->…