News
lipub
samparksetu
Browsing Category

ଢେଙ୍କାନାଳ ଖବର

ଢେଙ୍କାନାଳ ର ରଶ୍ମି ମହାରଣା ହେଲେ ଆର୍ଟ ଅଫ ଲିଭିଙ୍ଗ ପ୍ରଶିକ୍ଷକା

ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କର ଙ୍କ ଆଶୀର୍ବାଦ ସ୍ୱରୂପ ଆର୍ଟ ଅଫ ଲିଭିଙ୍ଗ ବ୍ୟକ୍ତି ବିକାଶ କେନ୍ଦ୍ର ତରଫରୁ ପ୍ରଶିକ୍ଷକା ଭାବେ ରଶ୍ମି ମହାରଣା ମାନ୍ୟତା ପ୍ରାପ୍ତ କରିଛନ୍ତି । ଗତ ୧୦- ୨୪ ତାରିଖ ମଧ୍ୟରେ ବିହାର ସ୍ଥିତ ବୋଧଗୟା ଆଶ୍ରମ ରେ ଆୟୋଜିତ ୧୫ ଦିନିଆ ଶିବିରରେ ଆର୍ଟ ଅଫ ଲିଭିଙ୍ଗ

କାଇମାଟିରେ ବୃଦ୍ଧାଙ୍କ ଉପରେ ଚଢି ଗଲା ବାଇକ

ଢେଙ୍କାନାଳ ସଦର ଥାନା କାଇମାଟି ଛକ ଠାରେ ଘଟିଯାଇଛି ଏକ ସଡ଼କ ଦୁର୍ଘଟଣା । ଦୁଇ ଜଣ ଯୁବକ ଅତ୍ୟନ୍ତ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଦ୍ରୁତ ଗତିରେ ଗାଡ଼ି ଚଳାଇ ଭାରଶ୍ୟାମ ହରାଇ ବୃଦ୍ଧଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ବୃଦ୍ଧ ଜଣଙ୍କ ଗୁରତର ହୋଇପଡିଥିଲେ ଏବଂ ଉଭୟ

ଡ୍ରକ୍ସ କାରବାର ନେଇ ଗୁଳିମାଡ !

ଡ୍ରକ୍ସ କାରବାର ନେଇ ଯୁବକଙ୍କୁ ବାରଣ କରିବାରୁ ଗୁଳିମାଡ।ଅଳ୍ପକେ ବର୍ତ୍ତିଲେ ବସ୍ତି ବାସିନ୍ଦା।ଢେଙ୍କାନାଳ ଟାଉନଥାନା ସଞ୍ଜୟ କଲୋନୀରେ ଗୁଳିମାଡ ହୋଇଛି।ମୋଟ ତିନି ରାଉଣ୍ଡ ଗୁଳିଚାଳନା ହୋଇଥିବା ସୁଚନା। କିଛିଦିନ ତଳେ ନିକଟସ୍ଥ ନରଣପୁରର କିଛି ଯୁବକ ସଞ୍ଜୟ କଲୋନୀ ଭିତରେ ବସି ଡନିଶା ସେବନ

ମହିଳାଙ୍କ ବେକରୁ ସୁନା ଚେନ ଲୁଟ !

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଯୋରନ୍ଦା ନୂଆସାହି ର ବୈରାଗୀ ବେହେରାଙ୍କ ପତ୍ନୀ ସରୋଜିନୀ ବେହେରାଙ୍କ ଘରକୁ ଶୁକ୍ରବାର ସନ୍ଧ୍ୟା ରେ ୨ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ପାଣି ମାଗିଥିଲେ । ମହିଳା ଜଣଙ୍କ ପାଣି ଦେବେ ସମୟରେ ସରୋଜିନୀ ଲଗାଇଥିବା ସୁନା ଚେନ କୁ ଭିଡିନେଇ ପଳାଇ ଥିଲେ ।

କାଠଫାଳିଆ ମାଡ଼ରେ ବୃଦ୍ଧଙ୍କ ମୃତ୍ୟୁ ଘଟଣା ; ଅଭିଯୁକ୍ତ ଗିରଫ

ସଦର ଥାନା ଅନ୍ତର୍ଗତ ବଡ଼ ନାଗେନା ଗ୍ରାମରେ ଫସଲ ଖାଇବାକୁ କେନ୍ଦ୍ର କରି ଜଳି ମାଲିକ ମୂରଲୀଧର ପାଣିଙ୍କୁ କାଠଫାଳିଆରେ ବାଡେଇ ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ଦାଦା ଓ ପୁତୁରା ଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ , ମୁରଲୀଧର ପାଣି ( ୬୦)ଙ୍କ ବିଲରେ ଗୋରୁ ପଶି ଫସଲ ନଷ୍ଟ

ଟ୍ରେନ୍‌ ଲାଇନ୍‌ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଟାଉନ ଥାନା ଶ୍ୟାମ୍‌ଚରଣପୁର ପିଏଚ୍‌ ରୁ ୨୦୦ ମିଟର ଦୂରରୁ, ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ଢେଙ୍କାନାଳ ସଦର ଥାନା ରେଗେଡା ଗାଁର ସ୍ୱାଧୀନ ବେହେରା(୨୧) ବୋଲି ସୂଚନା । ସୂଚନା ଅନୁଯାୟୀ, ସ୍ୱାଧୀନ ଶୁକ୍ରବାର ରାତି

ଜଳିଗଲା ଦୋକାନ ଘର , ପୋଡ଼ିଗଲା ୧ ଲକ୍ଷ ଟଙ୍କାର ଦୋକାନ ସରଞ୍ଜାମ

ହିନ୍ଦୋଳ ବ୍ଲକ ବାଉଁଶପୋଖରୀ ପଞ୍ଚାୟତ ଅନ୍ତର୍ଗତ କନ୍ତlମିଲା ଛକ ସ୍ଥିତ ଏକ ଜଳଖିଆ ଦୋକାନଘର ଗତକାଲି ରାତିରେ ପୋଡିଯାଇ ପ୍ରାୟ ୧ ଲକ୍ଷ ଟଙ୍କାର ଦୋକାନ ସରଞ୍ଜାମ ଭସ୍ମୀଭୂତ ହୋଇଯାଇଥିବା ଜଣାପଡ଼ିଛି। ଖବରରୁ ପ୍ରକାଶ ଯେ ହିନ୍ଦୋଳ ଏନ ଏ ସି ନୂତନପାଟଣା ସାହିର ଭୋଳେଶ୍ଵର ସାହୁ କନ୍ତାମିଲା

ସିମେଣ୍ଟ କମ୍ପାନୀର କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ !

ଦୁଇ ସିମେଣ୍ଟ ସିମେଣ୍ଟ କମ୍ପାନୀର କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣହୋଇଛି । ଦୁଇ କର୍ମଚାରି ହେଲେ ଟେକନିକାଲ ଅଫିସର ଅଭିଳାଷ ମାହାନ୍ତି ଓ ସେଲସ୍ ଅଫିସର ଅଜୟ ମୁଦୁଲି । ସୁଚନା ମୁତାବକ କାମାକ୍ଷାନଗର ଥାନା ରେକୁଳା ଗ୍ରାମକୁ OCL ସିମେଣ୍ଟ କମ୍ପାନୀର କର୍ମଚାରୀ କମ୍ପାନୀ ତରଫରୁ

ରାସୋଳ ରେ ବିଧାୟିକା ଙ୍କ ଦ୍ଵାରା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ହିନ୍ଦୋଳ ଉପଖଣ୍ଡ ରାସୋଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ସ୍ଥାନୀୟ ବିଧାୟିକା ସୀମା ରାଣୀ ନାଏକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି। ପଞ୍ଚାୟତର ୨୪ ଶହ ପରିବାର ଏହି ଯୋଜନାରେ ସାମିଲ ହୋଇ ଥିବାର ବିଧାୟିକା ସୂଚନା ଦେଇଛନ୍ତି। ପର୍ଯ୍ୟାୟ କ୍ରମେ

୨ ବାଇକ ମୁହାଁମୁହିଁ ଧକ୍କା ; ୩ ଆହତ

ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ସାଆନ୍ଦା ପେଟ୍ରୋଲ ପମ୍ପ ନିକଟରେ ଆଜି ୨ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଆହତ ହୋଇଛନ୍ତି । ଆହତ ୩ ହେଲର ଅଁଳାକଟା ର ଶନ୍ତୋଷ ନାଏକ ଏବଂ ଟୁଲୁ ବେହେରା ଓ ବେକାଗାଡିଆ ର ହରିହର ସାହୁ । ସୂଚନା ଅନୁଯାୟୀ , ଅଁଳାକଟା ରୁ ଏକ ବାଇକ ଯୋଗେ
error: Content is protected !!