Browsing Category
ଢେଙ୍କାନାଳ ଖବର
ସିଙ୍ଗା ଗ୍ରାମରେ ଅଘଟଣ, ବିଦ୍ୟୁତ ଆଘାତରେ ପ୍ରାଣ ହାରିଲେ ଯୁବକ
ବାପା ଆଗରେ ପଡିରହିଛି ପୁଅର ମୃତ ଦେହ । ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କୃପାରୁନି ବୃଦ୍ଧ ବାପା । କେତେବେଳେ ମୁଣ୍ଡ ଆଉଁସି ଦେଉଛି ତ କେତେବଳେ ଦେହକୁ ବାଡେଇ ବାପରେ ଉଠୁ ବୋଲି ଡାକୁଛି ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ରାଇତଳା ଗ୍ରାମପଞ୍ଚାୟତ!-->…
ହିନ୍ଦୋଳ ବ୍ଲକରେ ଭରସା କାର୍ଯ୍ୟକ୍ରମ ଅନୁଷ୍ଠିତ
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଐତିହାସିକ ପଦକ୍ଷେପ "ଭରସା" କାର୍ଯ୍ୟକ୍ରମ ଯେଉଁଥିରେ ରହିଯାଉଥିବା କିଛି ବୃଦ୍ଧ ବୃଦ୍ଧା, ବିକଳାଙ୍ଗ, ବିଧବା ଓ ଅବିବାହିତା ମହିଳା ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ଭତ୍ତା ଦିଆ ଯାଇପାରିବ।
ଆଜି ହିନ୍ଦୋଳ ବ୍ଲକରେ ଆୟୋଜିତ ଏହି!-->!-->!-->…
ନଦୀକୁ ଡେଇଁଲା ଅଦର୍ଶ ବିଦ୍ୟାଳୟ ଛାତ୍ର,କାରଣ ଅସ୍ପଷ୍ଟ
ଢେଙ୍କାନାଳ କଙ୍କଡାହାଡ଼ ଥାନା କନ୍ଧରା ଓଡିଶା ଅଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ରାମିଆଳ ନଦୀକୁ ଡେଇଁ ଥିବାର ସୂଚନା ମିଳିଛି ।
ସୂଚନା ଅନୁଯାୟୀ , ଆଜି ଅପରାହ୍ନ ୨ଟା ୩୦ ବେଳକୁ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ଛାତ୍ର ଦୀପକ ଗୋଛ।ୟତ (୧୨) କୌଣସି କାରଣ ପାଇଁ ରାମିଆଳ ନୁଆଁ ସେତୁ!-->!-->!-->…
ବନବିଭାଗ ର ଚଢାଉ ; ଦୁଇ ଗାଡି ସହ ଲକ୍ଷ୍ୟାଧିକ ଟଙ୍କାର କେନ୍ଦୁକାଠ ଜବତ ଓ ଜଣେ ଗିରଫ
ଦୁଇ ଗାଡି ସହ ଲକ୍ଷ୍ୟାଧିକ ଟଙ୍କାର କେନ୍ଦୁକାଠ ଜବତ ଓ ଜଣେ ଗିରଫ। ଗିରଫ ହେଲେ ବାଉଁଷପାଳ ଗ୍ରାମର କୁଶଭଦ୍ର ବିଶ୍ବାଳ। ଗତ ରାତିରେ ଗୋଟିଏ ପିକପ ଭ୍ୟାନରେ କେନ୍ଦୁ କାଠ ବୋଝେଇ ହୋଇ ବାହାର ଜିଲ୍ଲାକୁ ଚୋରା ଚାଲାଣ ହେଉଥିଲା।
ଏହି ଗାଡିକୁ ସୁରକ୍ଷା ଦେବାପାଇଁ ଅନ୍ୟ ଏକ କାର ରେ ମୁଖ୍ୟ!-->!-->!-->…
ଗ୍ୟାସଦର ବୃଦ୍ଧି ପ୍ରତିବାଦରେ ଭୁବନରେ ଧାରଣା
ଭୁବନ ବିଜେଡି ପକ୍ଷରୁ ସ୍ଥାନୀୟ ଡାକବଙ୍ଗଳା ଛକରୁ ଏକ ଶୋଭାଯାତ୍ରା ବଜାର ପରିକ୍ରମା କରବା ସହ କାଲିବଜାର ଠାରେ ମୋଦୀ ସରକାରଙ୍କ ଦ୍ୱାରା ଗ୍ୟାସ ଦର କୁ ବିରୋଧ କରାଯାଇଥିଲା ।
ସାଂସଦ ମହେଶସାହୁ, ଏନ.ଏସି ସଭାପତି ନନ୍ଦକିଶୋର ସାହୁ, ବ୍ଲକ ସଭାପତି ରମେଶ ସାହୁ, ପୂର୍ବତନ ସଭାପତି ସୁଧାକର!-->!-->!-->…
ରୋଶନର ଶୋକ ସଭାରେ ଯୋଗଦେଲେ ସାଂସଦ
ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ଲତାବିଲ ଅଚଂଳର ନବମ କ୍ଲାସର ଛାତ୍ର ନଦୀରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୁଡି ମୃତ୍ୟୁ ବରଣ କରିଥିଲା ।
ଆଜି ଛାତା ମଠ ପରିସରରେ ଅଧ୍ୟାପକ ଦିଲିପ କୁମାର ଦାସଙ୍କ ଅଦକ୍ଷତାରେ ଏକ ଶୋକ ଶଭାରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇଥିଲେ!-->!-->!-->…
ବରିଷ୍ଠ ନାଗରିକ ସଂଘ ପକ୍ଷରୁ ନିଶୁଳ୍କ ଚିକିତ୍ସା
ଭୁବନ ର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଟାଟାମେଡିକୋ ସହାୟତାରେ ଏକ ନିଶୁଳ୍କ ସେବା ଶିବିର ସ୍ଥାନୀୟ ଡାକ ବଙ୍ଗଳା ଛକରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସବାପତି ଶ୍ରୀଧର ବେହେରାଙ୍କ ଅଧକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ପୂର୍ବତନ ନଗରପାଳ ନନ୍ଦ କିଶୋର ସାହୁ ଡାକ୍ତର ସୁଧାଶୁଁ ଶେଖର!-->…
ବାରହା ଆକ୍ରମଣ ରେ ଜୀବନ ଗଲା
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ନେଉଳପୋଇ ଗ୍ରାମରେ ବାରହା ଆକ୍ରମଣ ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଉକ୍ତ ଗ୍ରାମର କଂଗ୍ରେସ ଗଡ଼ନାୟକ (୫୫) ।
ସୂଚନା ଅନୁଯାୟୀ , ଗତକାଲି କଂଗ୍ରେସ ନିଜ ବିଲକୁ ଧନ କାଟିବାକୁ ଜସିଥିଲେ । ସଠାରେ ଏକ ବାରହା ତାଙ୍କୁ ଅଚାନକ!-->!-->!-->…
ପାଣି ପାଇଁ ଗରା ବାଲଟି ଧରି ପୂର୍ତ୍ତବିଭାଗ ରାସ୍ତାରେ ବସିଲେ ମହିଳା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁମୁସୀ ପଞ୍ଚାୟତର ମହୁଲା ସାହି ର ମହିଳା ଏହି ଭଳି ଆଲୁଅଝରଣ ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ର ମହୁଲା ଛକ ନିକଟରେ ଗରା ବାଲାଟି ଧରି ରାସ୍ତାରୋକ କରିଛନ୍ତି। ଅଭିଯୋଗକ ମୁତାବକ ଦୀର୍ଘଦିନ ଧରି ସାହିରେ ପାନୀୟ ଜଳ ସମସ୍ଯା ଦେଖାଦେଇଥିବା!-->…
ହିନ୍ଦୋଳ ଏନ ଏ ସି ଏଗାର ନମ୍ବର ୱାର୍ଡ ରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ
ଗତକାଲି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୧୧ନୂତନପାଟଣା ଗ୍ରାମରେ ନୂତନ ରାଧାକୃଷ୍ଣ ମନ୍ଦିରର ପ୍ରତିଷ୍ଠା ହୋଇଯାଇଛି।ୱାର୍ଡ କାଉନସିଲର ତଥା ଗ୍ରାମସଭାପତି ଶ୍ରୀ ଦିଲିପ କୁମାର ବେହେରା ଙ୍କ କାଉନସିଲର ଅନୁଦାନ ପାଣ୍ଠିରେ ନିର୍ମିତ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ!-->…