Browsing Category
ଢେଙ୍କାନାଳ ଖବର
ଦିନ ମଜୁରିଆ ପୁଅର ଚିକିତ୍ସା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ
ଓଡ଼।ପଡ଼ା ବ୍ଳକ ଅନ୍ତର୍ଗତ ସାରିଆପଡା ଗ୍ରାମର ଦିନମଜୁରିଆ କୁଳମଣି ଖଟୁଆଙ୍କ ପୁତ୍ର ସାଇ ଆଦିତ୍ୟ ଖଟୁଆ ଙ୍କ ଚିକିତ୍ସା ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।
ଜନ୍ମରୁ ଖାଦ୍ୟ ନଳୀ ନଥିବା ପୁଆର ଚିକିତ୍ସା!-->!-->!-->…
ଖଣ୍ଡା ଚୋଟରେ ହାତରୁ ପାପୁଲି ଅଲଗା ଘଟଣା ; ଅସ୍ତ୍ରୋପଚାର ପରେ ହାତରେ ଲାଗିଲା ପାପୁଲି
ଗଁଦିଆ ଥାନା ଅନ୍ତର୍ଗତ ମଠତେନ୍ତୁଳିଆ ଗ୍ରାପ ର ସୁରପ୍ରତାପ ରାଜକିଶୋରପୁର ଗ୍ରାମରେ ଗତକାଲି ଗ୍ରାମର ରାମ କୃଷ୍ଣ ପଣ୍ଡା ଙ୍କର ପୁଅ ଗଣେଶ୍ୱର ପଣ୍ଡା (୩୫)ନିଜ ଘରେ ବସିଥିବା ବେଳେ,ସେହି ଗ୍ରାମର ନୀଳମଣି ବେହେରା (କାଳିଆ ) ଏକ ଧାରୁଆ ଖଣ୍ଡା ଧରି ଗଣେଶ୍ୱର ର ଘରେ ପଶି ଡାହାଣ ହାତକୁ ହାଣି!-->…
ଟାଟା ଷ୍ଟିଲ ମେରାମୁଣ୍ଡଳୀ କାରଖାନା ଆଇଆଇଏମ୍ ନେସନାଲ ସଷ୍ଟେନେବିଲିଟି ପୁରସ୍କାର-୨୦୨୧ରେ ସମ୍ମାନିତ
ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମୁଣ୍ଡଳୀ କାରଖାନା (ଟିଏସ୍ଏମ୍) କୁ କାଷ୍ଟିଂ ଓ ଫୋର୍ଜିଂ କାର୍ଯ୍ୟ ପ୍ରଣାଳୀ ବର୍ଗରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଟାଲ (ଆଇଆଇଏମ୍) ନେସନାଲ ସଷ୍ଟେନେବିଲିଟି ପୁରସ୍କାର: ଲୌହ ଓ ଇସ୍ପାତ ୨୦୨୧ ରେ ସମ୍ମାନିତ କରଯାଇଛି ।
!-->!-->!-->…
ଉଦ୍ୟାନ ବିଭାଗ ଯୋଗାଇଲା ୨୫ଟନ ଆଳୁ ବିହନ
ଭୁବନ ବ୍ଲକ ଉଦ୍ୟାନ ବିଭାଗ ଜରିଆରେ ୧୮ ପଚାଂୟତ ଓ ବିଜ୍ଞାପିତ ଅଚଂଳ ପରିଷଦର ଚାଷୀ ମାନଙ୍କୁ ୨୫ଟନ ଆଳୁ ବିହନ ଯୋଗାଇ ଦେଇଥିବା ଜଣାଯାଇଛି । ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ତିନିଦିନ ଧରି ଆଳୁ ଯୋଗାଣ କାର୍ଯ୍ୟ ଚାଲୁ ରହିଛି ।
ବ୍ରାହ୍ମଣୀ ନଦୀ ଓ ତାର ଉପନଦୀ ରାମିଆଳ , ଡମଶାଳ , ଗୋହିରା,!-->!-->!-->…
ପାରିମାଳର ଶ୍ରୀମୂଳା ଗାଁ ରେ ୫୦ଟିକିଆ ହାତୀ ପଲ ଦ୍ଵାରା ବ୍ୟାପକ କ୍ଷୟକ୍ଷତି
କାମାକ୍ଷାନଗର ରେଞ୍ଜ ଅଁଳାବେରେଣୀ ବନଖଣ୍ଡ ଅଧିନ ପାରିମାଳ ଅଞ୍ଚଳରେ ତିନି ଦିନ ହେଲା ୫୦ ଟିକିଆ ହାତୀ ପଲ ଉପଦ୍ରବ କରୁଛନ୍ତି। ହାତୀ ଘଉଡ଼ାଇବାକୁ ଥିବା ସ୍କ୍ୱାର୍ଡ ଜଗି ରହିଥିବା ସ୍ଥଳେ ମଧ୍ୟ କୁହୁଡି ଯୋଗୁଁ ତଡିବା ସମ୍ଭବ ହେଉନାହିଁ।
ଆଜି ପାହାନ୍ତିଆ ସମୟରେ ଏହି ହାତୀ ପଲ ଦ୍ଵାରା!-->!-->!-->…
ଖଣ୍ଡା ଚୋଟରେ ହାତ ରୁ ଅଲଗା ହେଲା ପାପୁଲି !
ଗଁଦିଆ ଥାନା ଅନ୍ତର୍ଗତ ମଠତେନ୍ତୁଳିଆ ଗ୍ରାପ ର ସୁରପ୍ରତାପ ରାଜକିଶୋରପୁର ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି । ଉକ୍ତ ଗ୍ରାମର ରାମ କୃଷ୍ଣ ପଣ୍ଡା ଙ୍କର ପୁଅ ଗଣେଶ୍ୱର ପଣ୍ଡା (୩୫)ନିଜ ଘରେ ବସିଥିବା ବେଳେ,ସେହି ଗ୍ରାମର ନୀଳମଣି ବେହେରା (କାଳିଆ )ଗୁରୁବାର ସନ୍ଧ୍ୟା ସମୟରେ ଏକ ଧାରୁଆ!-->…
କୃଷ୍ଣପୁର କେନାଲରୁ ଷଣ୍ଢ ଉଦ୍ଧାର
ରେଙ୍ଗାଳି ବାମ ମୁଖ୍ୟ କେନାଲର ପଏଣ୍ଟ ଜିରୋକୁ ସଂଯୋଗ କରୁଥିବା ଡମଶାଳ କେନାଲରେ ଗୋଟିଏ ଷଣ୍ଢ ଖସିପଡିଥିଲା । କେନାଲର ଗଭୀରତା ଅଧିକ ଥିବାରୁ ଷଣ୍ଢକୁ ଉଦ୍ଧାର କରାଯାଇ ପାରିନଥିଲା ।
କିନ୍ତୁ କୃଷ୍ଣପୁର ଗ୍ରାମର ତୁଳସୀ ମହାନ୍ତ ସହାସର ସହ ଷଣ୍ଢକୁ ଚତୁରତାର ସହ ବାନ୍ଧି ଦେଇଥିଲେ । ନଚେତ!-->!-->!-->…
ଶ୍ରୀ ଶ୍ରୀ ବାବା ଶନିଶ୍ଚରାୟ ମହାଗ୍ରହ ମନ୍ଦିର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ
ପରଜଙ୍ଗ ବ୍ଲକ ଅନ୍ତର୍ଗତ ଜଟିଆ ଗ୍ରାମର ଉପର ସାହି ପାଟରଗଡା ଠାରେ ଓଁ ଶ୍ରୀ ଶ୍ରୀ ବାବା ଶନିଶ୍ଚରାୟ ମହାଗ୍ରହ ମନ୍ଦିର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି ।
ଏହି ଉତ୍ସବର ଆୟୋଜିତ ପୂଜା ରେ ସମସ୍ତ ବିଧିବଦ୍ଧ ଭାବେ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଗ୍ରାମର ମହିଳା ମାନେ!-->!-->!-->…
ଅବକାରୀ ବିଭାଗ ଦ୍ଵାରା ୧୪ କେଜି ଗଞ୍ଜେଇ ଜବତ
ଢେଙ୍କାନାଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ୨ଜଣ ଗିରଫ ହୋଇଛନ୍ତି ।ହରିପୁର ଅଞ୍ଚଳର ଜିତେନ୍ଦ୍ର କୁମାର ସ୍ୱାଇଁ (୩୧) ଏବଂ ଆନନ୍ଦ କୁମାର ସାହୁ (୪୮) ୨ଜଣ ଗଞ୍ଜେଇ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଛନ୍ତି ।
ଜିତେନ୍ଦ୍ର ଠାରୁ!-->!-->!-->…
ଗାଈ ଧାନ ଫସଲ ଖାଇବାକୁ ବିରୋଧ କରିବାରୁ , ପଡ଼ୋଶୀ ଙ୍କ ଠେଙ୍ଗା ମାଡ଼ରେ ବୃଦ୍ଧ ମୃତ
ଢେଙ୍କାନାଳ ସଦର ଥାନା ତରଭା ଫାଣ୍ଡି ଅଧୀନରେ ଥିବା ବଡ଼ ନାଗେନା ଗ୍ରାମରେ ହତ୍ୟାକାଣ୍ଡ ଘଟିଛି । ଗାଈ ଧାନ ଫସଲ ଖାଇବାକୁ ବିରୋଧ କରିବାରୁ ହତ୍ୟାକାଣ୍ଡ ହୋଇଥିବାର ସୂଚନା ।ଠେଙ୍ଗା ମାଡ଼ରେ ଉକ୍ତ ଗ୍ରାମର ମୂରଲୀ ପାଣିଙ୍କ (୬୨)ଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ , ମୂରଲୀ ପାଣି!-->!-->!-->…