News
lipub
samparksetu
Browsing Category

ଢେଙ୍କାନାଳ ଖବର

କାଳୀ ବଜାରରେ ଶୋକସଭା

ଭୁବନ ବୁଦ୍ଧେଶ୍ୱର ର ଦକ୍ଷିଣ ଦିଗରେ ବ୍ରାହ୍ମଣୀ ନଦୀର ସୁଲେଇପାଳ ଘାଟରେ ଡଙ୍ଗାଭାସାଇବା ବେଳେ ଭାସିଯାଇଥିଲେ ଲତାବିଲ ସାହିର ବିଦ୍ୟାଧର ନାୟକଙ୍କ ଏକମାତ୍ର ପୁଅ ରୋଶନ ଓରଫ ରଶ୍ମି ରଂଜନ ନାୟଖ (୧୩) । ଶନିବାର ଦିନ ପୂର୍ବାହ୍ନରେ ରୋହନ ପାଠପଢୁଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣଙ୍ଗା

କୁନିନ୍ଦାରେ ରାଧାକୃଷ୍ଣ ଉତ୍ସବ

ଭୁବନ ବ୍ଲକ କୁନିନ୍ଦା ପଚାଂୟତ କୁନିନ୍ଦା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ରାଧାକୃଷ୍ଣ ଉତ୍ସବ । ଦେଶକୋଠ ଘର ସାମନାରେ ଇନ୍ଦିରା ମହିଳା ସମିତି ଆନୁକୁଲ୍ୟରେ କିଶୋରୀ ବାଳିକା ମାନଙ୍କର ମନୋବୃତି ଓ ଚିତ୍ରକଳା ମୁରୁଜ ପ୍ରତିଯୋଗିତାରେ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । ଅତିଥି

ମଠକରଗୋଳା କଲେଜରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ଭୁବନ ବ୍ଳକ୍ ମଠକରଗୋଳା ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ସ୍କାଉଟ ଗାଇଡି ଯୁବ ରେଡକ୍ରସ ଆନୁକୁଲ୍ୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ବିଦ୍ୟାର୍ଥିୀ ମାନଙ୍କ ଦ୍ୱାରା ଗ୍ରାମମଧ୍ୟରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୁତନ ଭୋଟର ମାନଙ୍କୁ

ତେଲେଙ୍ଗାନାରେ ଢେଙ୍କାନାଳ ପୁଅକୁ ହତ୍ୟା ଉଦ୍ୟମ; ଉଦ୍ଧାର ପାଇଁ ପରିବାରର ଆକୁଳ ନିବେଦନ

ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଧୋବା ସାହିର ଜଣେ ଯୁବକ ତେଲେଙ୍ଗାନା ରାଜ୍ୟରେ ଶ୍ରମିକ ଭାବରେ କାମ କରୁଥିବା ବେଳେ ତାଙ୍କୁ ସେଠାରେ ମରଣାନ୍ତକ ଆକ୍ରମଣ ହୋଇଛି। ସେ ସେଠାରେ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ତାଙ୍କୁ ଉଦ୍ଧାର ପାଇଁ ତାଙ୍କ ପରିବାର ଆକୁଳ ନିବେଦନ କରିଛନ୍ତି ।

ନବଜାତ ଶିଶୁର ମୃତ ଦେହ ଉଦ୍ଧାର !

କାମାକ୍ଷାନଗର ଥାନା ଅନ୍ତର୍ଗତ ସାରୁଆଳି ଗାଁର ଗୋଟିଏ ପରିତ୍ୟକ୍ତ ସ୍ଥାନରେ ଏକ ନବଜାତ ଶିଶୁର ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି। ଗାଁର ଥିବା ପାଣିଚାପୋଲ ସାହିର କୋଠଘର ନିକଟରେ ନବଶିଶୁଟି ପଡ଼ିଥିଲା। ମାଧବ ବିଶ୍ବାଳ ନାମକ ବ୍ୟକ୍ତି ହଳଦୀ ଆଣିବା ପାଇଁ ଯାଇଥିବା ସମୟରେ ମୃତ ନବଜାତ

ଆଞ୍ଚଳିକ ସେବାସଂଗଠନ ପକ୍ଷରୁ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଗ୍ରାମ ପଂଚାୟତ ମଠ ଛକ ରାଧାକୃଷ୍ଣ ମନ୍ଦିରରେ ଗଁଦିଆ ଆଞ୍ଚଳିକ ସେବା ସଂଗଠନ ତରଫରୁ ଗରିବ ବୃଦ୍ଧା ମାନଙ୍କୁ ଶୀତ ଦାଉରୁ ରକ୍ଷା ନିମନ୍ତେ କମ୍ବଳ ବଣ୍ଟନ କରାଯାଇଅଛି l ସଂଗଠନର ସଭାପତି ବିଦ୍ୟାଧର ସାହୁ ଉପସ୍ଥିତ ଥିବା ସମସ୍ତ ସଭ୍ୟ ଓ ଗ୍ରାମବାସୀଙ୍କୁ ଗରିବ

ମୁଖ୍ୟମନ୍ତ୍ରୀ ଙ୍କ ଢେଙ୍କାନାଳ ଗସ୍ତ ନିମନ୍ତେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା, ଯାଣନ୍ତୁ କେଉଁ ସମୟରେ କେଉଁ ରାସ୍ତା…

ଆସନ୍ତାକାଲି ଢେଙ୍କାନାଳ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି କାର୍ଯ୍ୟକ୍ରମ ପାଇଁ ଢେଙ୍କାନାଳ ଜିଲ୍ଲାରେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବଳୟ ପ୍ରସ୍ତୁତ କରାଯାଇଛି । ଏପରିକି ସଭାସ୍ଥଳରେ କେବଳ ନିର୍ଦ୍ଦିଷ୍ଟ ସ୍ମାର୍ଟ କାର୍ଡ ପାଇବାକୁ ଥିବା ହିତାଧିକାରୀ, କର୍ମୀ ଓ ସରକାରୀ

ବାଇକ ଦୁର୍ଘଟଣାରେ କମ୍ପାନୀ କର୍ମଚାରୀଙ୍କ ମୃତ୍ୟୁ

ବାଇକ ଦୁର୍ଘଟଣାରେ ଆଇରନ କମ୍ପାନୀର କର୍ମଚାରୀ ଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ତୁମୁସିଙ୍ଗା ଥାନା ନୁଆଙ୍ଗବିଲ ଗ୍ରାମର କାହ୍ନୁଚରଣ ବିଶ୍ବାଳ। ସେ ଗତକାଲି ରାତି ପ୍ରାୟ ୧୦ ଟା ବେଳକୁ କମ୍ପାନିରୁ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଅଁଳାବେରେଣୀ ପେଟ୍ରାଲ ପମ୍ପ ନିକଟରେ ଦୁର୍ଘଟଣା

ବାଲିପସି ରେ ପଞ୍ଚୁକ ର ଉଦଯାପନୀ ଉତ୍ସବ

ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ର ବାଲିପସି ଗ୍ରାମରେ ପାଳିତ ହେଉଛି ପଞ୍ଚୁକ ର ଉଦଯାପନୀ ଉତ୍ସବ l ପ୍ରତିବର୍ଷ କାର୍ତିକ ମାସର ଏକାଦଶୀ ଦିନ ଆରମ୍ଭ ହୋଇ ପାଞ୍ଚ ଦିନ ଧରି ପାଳିତ ହେବା ପରେ ପୂର୍ଣ୍ଣିମା ଦିନ ଶେଷ ହୁଏ ଏହି ରାସ ପୂର୍ଣ୍ଣିମା ବା ପଞ୍ଚୁକ l

ଗୁଜୁରାଟ ରେ ଢେଙ୍କାନାଳ ପୁଅର ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ଓଡ଼।ପଡ଼ା ବ୍ଳକ ତାଳଡ଼ଙ୍ଗା ଗ୍ରାମର କଣ୍ଡୁରୁ ସାହୁ (୩୯) ଗୁଜରାଟର ଭଲସାଢ ଜିଲ୍ଲାରେ ଏକ ପେଟ୍ରୋଲ ପମ୍ପରେ କାର୍ଯ୍ୟରତ ଥିଲେ । ଗତ ସୋମବାର ଦିନ ସେ ଅସୁସ୍ଥ ହେବାରୁ ତାଙ୍କୁ ସୁରତର ସିଭିଲ ମୁଖ୍ୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ
error: Content is protected !!