Browsing Category
ଢେଙ୍କାନାଳ ଖବର
ଶରତ ରାସରେ ଭୁଷଳ, ମହୁଳପାଳ ଉତ୍ସବ ମୁଖର
ଭୁବନ ବ୍ଲକ ଭୂଷଳ ଓ ମହୁଳପାଳ ଗ୍ରାମର ଭିଭିନ୍ନ ସାହି ମଣ୍ଡପରେ ପାରମ୍ପରିକ ଶରତ ରାସ ଓ କାର୍ତ୍ତିକେଶ୍ୱର ପୁଜା କୋଭିଡ ନିୟମାବଳୀକୁ ପାଳନ କରି ଅନୁଷ୍ଠିତ ହେଉଛି । କାର୍ତ୍ତିକ ଶୁକ୍ଳ ଏକାଦଶୀ ତିଥୀରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ପୂର୍ଣ୍ଣମୀ ଦିନ ଉଦଯାପିତ ହୁଏ ।
ଦ୍ୱାପର ଯୁଗରେ ଭଗବାନ!-->!-->!-->…
ନିଳକଣ୍ଠପୁରରେ ଭାରିଯାନ ଚଳାଚଳ ;ଅଟୋ ଧକ୍କାରେ ଉଦ୍ୟାନ ବିଭାଗ ମାଳି ଆହାତ
ଭୁବନ ଥାନା ଅର୍ନ୍ତଗତ ସହୀଦ ବାଜି ରାଉତଙ୍କ ଗ୍ରାମ ନିଳକଣ୍ଠପୁରରେ ସନ୍ଧ୍ୟା ସମୟରେ ଭାରିଯାନ ଯାତାୟାତ କରିବାରୁ ରାସ୍ତା ଜାମ ହେଉଛି । ତେବେ ଏହି ରାସ୍ତାରେ ଗୁରୁବାର ଦିନ ସନ୍ଧ୍ୟା ରେ ବର୍ତଣ୍ଡାରୁ ଆସୁଥିବା ଏକ ମାଲବାହୀ ଅଟୋ ନିଳକଣ୍ଠପୁର ଉଦ୍ୟାନବିଭାଗର ଜଣେ ମାଳିକୁ ଧକ୍କାଦେବାରୁ ମାଳି!-->…
ଡ଼ଙ୍ଗା ଭସାଇବାକୁ ଯାଇ ଅକାଳରେ ଚାଲିଗଲା ନାବାଳକର ଜୀବନ
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ । ଏହି ଅବସରରେ ନଦୀରେ ଡଙ୍ଗା ଭସାଇ ବୁଡ ଦେବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା ।ଭୁବନ ୧ନଂ ୱାର୍ଡ ନିବାସୀ ବିଦ୍ୟାଧର ନାୟକଙ୍କ ଏକମାତ୍ର ପୁଅ ରୋଶନ ନାୟକ (୧୩) ବ୍ରାହ୍ମଣୀ!-->…
ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ଇଂରାଜୀ କିଟ୍ ବଣ୍ଟନ
ଢେଙ୍କାନାଳ ସଦର ବ୍ଲକ୍ ଶାଖା ତରଫରୁ ତାଳବରକୋଟ ଜି.ପି. ର ସିଆରିଆ ଗ୍ରାମରେ ଇଂରାଜୀ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଅଛି । କାର୍ଯ୍ୟକ୍ରମର ସଭାପତି ବୈକୁଣ୍ଠ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାମର ମୁଖ୍ୟ ସଞ୍ଜୟ ପରିଡ଼ା, ଫୋରମର ସଦର ବ୍ଲକ୍ ସମ୍ପାଦକ ମିଟୁନା!-->…
ଭୋଟର ତାଲିକା ପଞ୍ଜିକରଣ ଓ ସଂଶୋଧନ ସଚେତନତା କର୍ଯ୍ୟକ୍ରମ
ପରଜଙ୍ଗ ବ୍ଲକର ବାରିହାପୁର ମହାବିଦ୍ୟାଳୟ ଠାରେ ଭୋଟର ତାଲିକା ପଞ୍ଜିକରଣ ଓ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ତହସିଲଦାର ଖଗେଶ୍ବର ପାତ୍ର ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିନୋଦ ବିହାରୀ ବେହେରା ଯୋଗଦାନ କରି ଛାତ୍ର ଓ!-->…
ବ୍ଲକ ସ୍ତରୀୟ-ନିଯୁକ୍ତି ପରାମର୍ଶ ମେଳା
ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ କାମାକ୍ଷାନଗର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବ୍ଲକସ୍ତରୀୟ ପରାମର୍ଶ ଶିବିର ତଥା ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଓ ଜିଲ୍ଲା ପ୍ରଶାସନର ମିଳିତ!-->!-->!-->…
କଲେଜ ଛାତ୍ରଙ୍କୁ ଘୋଷାଡି ନେଲା କାର ,ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ;ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ମଠକରଗୋଳା ଛକ ନିକଟରେ ଛିଡା ହୋଇଥିବା ଜଣେ କଲେଜ ଛାତ୍ରଙ୍କ ଘୋଷାଡି ନେଲା କାର ,ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି!-->…
ଦିଲ୍ଲୀ ଗଲା ସୁରେନ୍ଦ୍ର ; ଗିରଫ ଭୟରେ ବୋହୁ ଲୋକ ଛାଡିଲେ ବସ୍ତି
ଢେଙ୍କାନାଳ କଲୋନୀ ସାହିର ଶିଶୁ ପର୍ଣ୍ଣ ଭିଡିଓ ଘଟଣାରେ ସିବିଆଇ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଏହାକୁ ନେଇ ସିବିଆଇ ଦଳ ଉପରେ ସ୍ଥାନୀୟ ଅଞ୍ଚଳବାସୀ ଆକ୍ରମଣ କରିଥିଲେ। ଏହା ପରେ କଲୋନୀ ସାହିରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ପୋlଲିସ ଭୟରେ ଅନେଜ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଥିବା ଜଣା!-->!-->!-->…
ହୋଣ୍ଡା ୟୁନିକର୍ନ ଗାଡି ଡିକି ଭାଙ୍ଗି ୭୫ ହଜାର ଲୁଟ !
ଭୁବନ ଥାନା ଅଧୀନ ରେ ଚୋରୀ ବଢ଼ି ଚାଲିଛି । ଭୁବନ ବିଦ୍ୟୁତ ବିଭାଗ ର ଇଲେକ୍ଟ୍ରିସିଆନ ଙ୍କ ହୋଣ୍ଡା ୟୁନିକର୍ନ ଗାଡି ଡିକି ଭାଙ୍ଗି ୭୫ହଜାର ଲୁଟ ହୋଇଛି । ତାହା ପୁଣି ଦିନ ଦ୍ୱିପ୍ରହରରେ ।
ବିଦ୍ୟୁତ କାର୍ଯ୍ୟାଳୟ ରେ ଚାକିରୀ କରିଥିବା ମୁର୍ଦଙ୍ଗା ପଂଚାୟତ କୁଣ୍ଡା ଗ୍ରାମ ର ସୁଦାମ ନାୟକ!-->!-->!-->…
ନୂତନ ଭୋଟର ପଞ୍ଜିକରଣ ତଥା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁନେଇବିଲରେ ନୂତନ ଭୋଟର ପଞ୍ଜିକରଣ ତଥା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଅଧ୍ୟକ୍ଷ ଶିଶିର କୁମାର ରାଉତ ଅଧ୍ୟକ୍ଷତା କରିବା ସହ ସଚେତନ ନାଗରିକ ହୋଇ ଭୋଟ ଦେବାପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ଏହି!-->!-->!-->…