Browsing Category
ଢେଙ୍କାନାଳ ଖବର
ୱାର୍ଡ ସଂଖ୍ୟା ବୃଦ୍ଧି ପାଇଁ ଜିଲ୍ଲାପାଳଙ୍କୁ ଆବେଦନ କଲେ ନୂଆଭୁବନ ବାସିନ୍ଦା
ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ଲୋକଙ୍କ କୁ ଆଖି ଆଗରେ ରଖି ୱାର୍ଡ ସଂଖ୍ୟ। ବୃଦ୍ଧି କରିବାକୁ ନୁଆଭୁବନ ଅଚଂଳବାସୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଦାବି ଜଣାଇଛନ୍ତି । ୨୦୧୧ ଜନଗଣନା ଅନୁଯାୟୀ ୨୨ହଜାରରୁ ଉର୍ଦ୍ଧ୍ବ ଜନସଂଖ୍ୟା ରେ ଭୋଟର ସଂଖ୍ୟା ୧୮ହଜାରରୁ ଉର୍ଦ୍ଧ୍ବ । ଅଠରଟି ବୁଥରେ!-->…
୫ ବର୍ଷ ହେଲା ଛିଡୁନି ଭାଇ ଭାଗ ,ଭାଇ ଭାଙ୍ଗିଲା ଭାଇର ଘର ; ଥାନାରେ ଏତଲା
ଭୁବନ ଏନଏସି ବଣିଆ ସାହି ୱାର୍ଡ ନଂ ୧୧ ରେ ଦୁଇଭାଇଙ୍କ ମଧ୍ୟରେ ଘରବାଡିକୁ ନେଇ କଳି ଉଗ୍ରରୂପ ନେଇଛି । ବଡଭାଇର ସଂର୍ପକୀୟ ମାନେ ଡ୍ରିଲ ମେସିନ ସାହାର୍ଯ୍ୟରେ ସାନଭାଇ ଘରର ଦ୍ୱାରା ଦିଆଯାଇଥିବା କାନ୍ଥ ଭାଙ୍ଗିଦେଇଥିବା ନେଇ ଭୁବନ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ପୋଲିସ ସୂତ୍ରରୁ!-->!-->!-->…
ଦଦରାଘାଟି ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ପ୍ରଜାମଞ୍ଚ ର ପୁଣି ଅଭିନବ ଉପାୟରେ ପ୍ରତିବାଦ
ଦଦରାଘାଟି ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ପ୍ରଜା ଙ୍କ ପରଜଙ୍ଗ ତହସିଲ କାର୍ଯ୍ୟାଳୟ ଠାରେ ଆମରଣ ଅନଶନ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଆଖୁଆପାଳ ପଞ୍ଚାୟତର ଭେଜିଆ କଲୋନୀ ନଂ ୩ ଓ ୪ ପ୍ରଜାମାନେ ଓ ସମାଜସେବୀ ଦିଲୀପ କୁମାର ନାଥ ଙ୍କ ନେତୃତ୍ୱ ରେ ପ୍ରତିବାଦ କରିଥିଲେ । ଶତାଧିକ ମହିଳା ଓ!-->…
୯ବର୍ଷ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର ,ଆତ୍ମହତ୍ୟା ସନ୍ଦେହ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ଼ ଫାଣ୍ଡି ଭେଜିଆ ଶିବ ମନ୍ଦିର ନିକଟରେ ଆଜି ଅପର।ହନରେ ଜଣେ ୯ବର୍ଷର ଝିଅର ମୃତଦେହ ଝୁଲନ୍ତା ଅବସ୍ଥାରେ ଗଛରୁ ଉଦ୍ଧାର ହୋଇଛି ।
ସୂଚନା ଅନୁସାରେ ଝିଅଟି ତାର ମା କବିତା ଭୋଇ ମୋଟଗାଁ ଥାନା ସିରିଡି ଗାଁର ଭେଜିଆ ଠାରେ ଥିବା ଏକ ହୋଟେଲ ରେ!-->!-->!-->…
ପିଙ୍ଗୁଆ ମହିମା ଆଶ୍ରମରେ ୨୭ତମ ମହିମା ମହୋତ୍ସବ ପାଳିତ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ୍ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ମହିମା ଆଶ୍ରମରେ ପାଳିତ ହୋଇଯାଇଛି ୨୭ତମ ବାର୍ଷିକ ମହିମା ଧର୍ମର ମହିମା ମେଳା। ବ୍ରହ୍ମ ଅବଧୂତ ନଟବର ବାବାଙ୍କ ପୌରହିତ୍ୟରେ ମେଳା ଅନୁଷ୍ଠିତ ହୋଇଥିଲା। ଭକ୍ତଙ୍କ ଭଜନ ପରିବେଷଣ ସହ ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମର!-->…
ତୁମୁସିଙ୍ଗା ପ୍ରାଥମିକ କୃଷି ସମବାୟ ସମିତିରେ ୬୮ତମ ସମବାୟ ସପ୍ତାହ ପାଳିତ
ସ୍ବାଧିନ ଭାରତର ତଥା ରାଜ୍ୟର ବିକାଶରେ ସମବାୟର ଅବଦାନ ଅତୁଳନୀୟ। ଏହି ଅବସରରେ ସମ୍ପାଦକ ରାଧାମୋହନ ସାମଲଙ୍କ ଦ୍ବାରା ସମବାୟ ଆନ୍ଦୋଳନର ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଧୂପ ଚନ୍ଦନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। କୃଷି ଓ କୃଷକଙ୍କୁ ଯୋଗାଇ ଦେଇଥିବା ସେବାର ସଫଳତା ବିଷୟରେ!-->…
ଜେନେରେଟର ଚୋରି ଘଟଣାରେ ସରପଞ୍ଚଙ୍କ ସ୍ବାମୀ ଓ ଭାଇ ଗିରଫ !
କାମାକ୍ଷାନଗର ଥାନା ଅନ୍ତର୍ଗତ ସାରୁଆଳି ପଞ୍ଚାୟତ କାର୍ଯ୍ୟାଳୟରୁ ଗତ ତା୬/୧୧/୨୦୨୧ ରାତିରେ ଜେନେରେଟର ଟି ଚୋରି ହୋଇଥିଲା। ଏହି ଚୋରିରେ ପଞ୍ଚାୟତର ସରପଞ୍ଚ ଶର୍ମିଳା ନାଏକଙ୍କ ସ୍ବାମୀ ଓ ଭାଇକୁ ପୋଲିସ ଗିରଫ କରିଛି।
ସୂଚନା ଥାଉ କି, କରୋନା ମହାମାରୀ ଯୋଗୁଁ ପ୍ରତି ପଞ୍ଚାୟତରେ କୋଭିଡ!-->!-->!-->…
ତପୋବନ ମେଳା ଅନୁଷ୍ଠିତ
ମହିମାଧାର୍ମ ର ଏନ୍ତୁଡ଼ିଶାଳ କୁହାଯାଉଥିବା ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ଅନ୍ତର୍ଗତ ତପୋବନ ପରିସରରେ ଆଜି ତପୋବନ ମହିମା ବିହାର ଆନୁକୂଲ୍ୟରେ ତପୋବନ ମେଳା ଅନୁଷ୍ଠିତ ହୋଇଯାଇଛି ।
କୋଭିଡ଼ କଟକଣା ମାନି ଭକ୍ତମାନେ ପବିତ୍ର ପୀଠରେ ଉପସ୍ଥିତ ରହି ଜଗତ କଲ୍ୟାଣ ଉଦେଶ୍ୟରେ ଗୁରୁ ମହିମା!-->!-->!-->…
ବୋରାପଦା ହତ୍ୟାକାଣ୍ଡ ଘଟଣାରେ ୨ ଗିରଫ
ବୋରାପଦା ଖମାର ଗ୍ରାମର ପୀତବାସ ଦାସଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ସ୍ଥାନୀୟ ଜଙ୍ଗଲର ଏକ ପରିତ୍ୟକ୍ତ କୂଅରେ ଫିଙ୍ଗିବା ଘଟଣାରେ ସଦର ପୋଲିସ ୨ଜଣକୁ ଗିରଫ କରିଛି ।
ନିଖୋଜ ପୀତବାସ ଙ୍କ ମୃତଦେହ ଗତ ୭ ତାରିଖରେ ସ୍ଥାନୀୟ ଜଙ୍ଗଲର ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର ହୋଇଥିଲା ।ପୂର୍ବ!-->!-->!-->…
ଇଂରାଜୀ ପୁସ୍ତକ ‘କ୍ରନିକିଲ୍ସ ଅଫ୍ ଏ କର୍ପୋରେଟ୍ ଏକ୍ଜିକ୍ୟୁଟିଭ୍’ ଉନ୍ମୋଚିତ
ଷ୍ଟୋରୀ ଟେଲିଂ ବା କାହାଣୀ କହିବା ଏକ କଳା । ଖବର, ଫିଚର ଆଦି ସାମ୍ବାଦିକତାର କୌଣସି ବିଭବ ହେଉ କି ସାହିତ୍ୟିକ କୌଣସି ଲେଖା ସବୁଥିରେ କାହାଣୀ କହିବାର କଳା ହିଁ ଗୁରୁତ୍ୱପୂର୍ଣ୍ଣ । କାରଣ, ଏହା ଲେଖାକୁ ପ୍ରଭାବଶାଳୀ କରିଥାଏ ବୋଲି କହିଛନ୍ତି ଲୋକସମ୍ପର୍କ ଗୁରୁ ତଥା ଲେଖକ ରମେନ୍ଦ୍ର କୁମାର!-->…