Browsing Category
ଢେଙ୍କାନାଳ ଖବର
ପୋଖରୀ ରୁ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର !
ଢେ଼ଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ମାଣିତ୍ରୀ କୁଣ୍ଡି ପୋଖରୀରୁ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର ହୋଇଛି ।ମୃତକ ଜଣଙ୍କ ଉକ୍ତ ଗ୍ରାମର ନୀଳମଣି ନାଥ (୬୮) । ତାଙ୍କୁ ଗଁଦିଆ ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କରାଯାଇଥିଲା । ହେଲେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବାର!-->…
ଚାଷ କାର୍ଯ୍ୟପାଇଁ ଚାଷୀ ଆଉ ବର୍ଷା ଉପରେ ନିର୍ଭର କରିବାକୁ ପଡିବ ନାହିଁ
ନଦୀବନ୍ଧ ଦ୍ୱାରା କରାଯାଇଥିବା ଡ୍ୟାମର ପାଣିକୁ କିଭଳି ଚାଷଜମିକୁ ମଡାଯାଇ ପାରିବ ତାର ସଂପୂର୍ଣ୍ଣ ବ୍ୟବସ୍ଥା ଜାପାନସରକାରଙ୍କ ସକ୍ରିୟ ସହଯୋଗରେ କରୁଛନ୍ତି । ପ୍ରତ୍ୟେକ କେନାଲ ର ତଳ ମୁଣ୍ଡରେ ଥିବା ପାଣି ର ଜମିକୁ ପାଣି ପହଁଚାଇବାସରକାରଙ୍କ କର୍ତବ୍ୟ । ଯାହାକି ଚାଷୀର ହକ । ଏହି ହକ ପାଇବା!-->…
ପିଡିଏସ ଚାଉଲ ହଡପ ଅଭିଯୋଗ ,ଭିଜିଲାନସ କୋର୍ଟରେ ବାଟଗାଁ ପୂର୍ବତନ ସମ୍ପାଦକଙ୍କୁ ୬ ବର୍ଷ ୬ ମାସ କାରାଦଣ୍ଡ
ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ ବ୍ଲକ ବାଟଗାଁ ପଞ୍ଚାୟତ ପୂର୍ବତନ ସମ୍ପାଦକଙ୍କୁ ୨୦୦୬ ମସିହାରେ ପିଡିଏସଚାଉଳ ହେରଫେର ନେଇ ଢେଙ୍କାନାଳ ଭିଜିଲାନ୍ସ ସ୍ପେସାଲ ଜଜ୍ ୬ ବର୍ଷ ୬ମାସ କାରାଦଣ୍ଡରେ ଦଣ୍ଡିତକରିଥିବାର ଜଣାପଡଛି ।
ବାଟଗାଁ ପଞ୍ଚାୟତର ପୂର୍ବତନ ସମ୍ପାଦକ ଅନ୍ତର୍ଯ୍ୟାମୀ ବରାଳଙ୍କ!-->!-->!-->…
ସଞ୍ଚୟ ପକ୍ଷ ଉପଲକ୍ଷେ ବକୃତା ପ୍ରତିଯୋଗିତା ଆୟୋଜିତ
ଭବିଷ୍ୟତରେ ଆବଶ୍ୟକକୁ ପୂରଣ ସହିତ ଜୀବନକୁ ସୁଖମୟ କରିବା ଲକ୍ଷ୍ୟରେ ଜନସାଧାରଣ ଙ୍କ ମଧ୍ୟରେ ସଞ୍ଚୟ ମନୋଭାଵ ବୃଦ୍ଧି ଉଦ୍ଦେଶ୍ୟରେ ସଞ୍ଚୟ ପକ୍ଷ ପାଳିତ ହେଉଅଛି । ଏହି ସଞ୍ଚୟ ପକ୍ଷ ପାଳନ ଅବସରରେ ଗତକାଲି ଜିଲ୍ଲା କାର୍ଯ୍ୟ।ଳୟସ୍ଥ ସଦଭାବନା ହଲଠାରେ ଏଜ ବକୃତା ପ୍ରତିଯୋଗିତା ଅନୁଷ୍ଠିତ!-->…
ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ, ଓଡ଼ିଶା ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ
ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଂଘ, ଓଡ଼ିଶା ଢେଙ୍କାନାଳ ଶାଖା ପକ୍ଷରୁ ଜନ କଲ୍ଯାଣ ସମାବେଶ, ଆଜି କଙ୍କଡାହାଡ ବ୍ଲକ, ଗଡପଳାଶୁଣି ରେ ଥିବା ସର୍ବପୁରାତନ ଶୈବ ପୀଠ ବାବା ବାଲୁଙ୍କେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଓ ରାଜ୍ୟ ସମ୍ପାଦକ ଅଚାର୍ଯ୍ଯ!-->…
ସ୍ତ୍ରୀ ର ଚରିତ୍ର କୁ ସନ୍ଦେହ କରି ହତ୍ୟାକଲା ସ୍ୱାମୀ !
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚାଉଳିଆ ଗ୍ରାମର ପ୍ରଫୁଲ୍ଲ ପ୍ରଧାନଙ୍କ ପୁଅ ପ୍ରଦୀପ (୨୫) ସେହି ଗ୍ରାମର ଟିବି ଷେଣ୍ଢଙ୍କ ଝିଅ ରେଖା ଷେଣ୍ଢ(୧୯)ଙ୍କୁ ଗତ ଦେଢ଼ବର୍ଷ ତଳେ ପ୍ରେମ ବିବାହ କରିଥିଲେ | ପ୍ରଦୀପ ସେଟରିଙ୍ଗ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲା |
ବିଭାଘର ପରେ!-->!-->!-->…
ସ୍ୱାମୀ ର କାଠ ଫାଳିଆ ମାଡ଼ରେ ସ୍ତ୍ରୀ ମୃତ !
ଢେଙ୍କାନାଳ ସଦର ଥାନା ଚାଉଳିଆ ଗ୍ରାମରେ ସ୍ୱାମୀର କାଠଫାଳିଆ ମାଡ ରେ ସ୍ତ୍ରୀ ର ମୃତ୍ୟୁ ହୋଇଛି । ଚାଉଳିଆ ଗ୍ରାମର ଟିଭି ଷେଣ୍ଢ ଙ୍କ ଝିଅ ରେଖା ଷେଣ୍ଢ ଙ୍କୁ ସେହି ଗ୍ରାମର ପ୍ରଦୀପ ପ୍ରଧାନ ଗତ ଦେଢ଼ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ।
ବୁଧବାର ସନ୍ଧ୍ୟାରେ ପ୍ରଦୀପ ମଦ୍ୟପାନ କରି!-->!-->!-->…
ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ
ଭୁବନ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରରେ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଡାକ୍ତର ଜଗନ୍ନାଥ ନନ୍ଦ ଙ୍କ ଅଦକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପ ଡାଇରେକ୍ଟର ସାଫଲ୍ୟ ମଣ୍ଡିତ ପ୍ରଧାନ , ମୁଖ୍ୟ ବକ୍ତା ଭାବେ କାମାକ୍ଷାନଗର ମହାବିଦ୍ୟାଳୟର ଅବସରପ୍ରାପ୍ତ!-->…
ଫେସବୁକରେ ଝିଅ ବିବାହ ଫୋଟ ଦେଖି ମାଆ ର ଆତ୍ମହତ୍ୟା
ଝିଅ ନିଜ ଘରୁ ଫେରାର ହୋଇ ନିଜ ଇଛାରେ ବିବାହ କରିବାରୁ ମାଆ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଭୁବନ ବ୍ଳକ ବାଲିବୋ ରଗଡା ସାହି ବାସିନ୍ଦା ଧବଲେଶ୍ୱର ନାୟକଙ୍କ ସ୍ତ୍ରୀ କୁନି ନାୟକ(୪୭)ଙ୍କ ପରିବାର ଲୋକ ଭୁବନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ଡାକ୍ତର ତାଙ୍କୁ!-->…
ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ସ୍କୁଲ
ରାଜ୍ୟରେ ଆସନ୍ତା ୧୫ ତାରିଖ ଠାରୁ କୋଭିଡ-୧୯ କଟକଣା ସହିତ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାଙ୍କ ପାଇଁ ଅଫ୍ଲାଇନ୍ କ୍ଲାସ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହିି ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏଭଳି ନିଷ୍ପତ୍ତି!-->…