News
lipub
samparksetu
Browsing Category

ଢେଙ୍କାନାଳ ଖବର

ଅହେତୁ ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ହିନ୍ଦୋଳ ବିଜେଡି ପକ୍ଷରୁ ପ୍ରତିବାଦ ଓ ଦାବିପତ୍ର

କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ, ଗ୍ଯାସ ଏବଂ ଖାଇବା ତେଲ ର ଦର ବୃଦ୍ଧି ଯୋଗୁଁ ହିନ୍ଦୋଳ ବିଜୁ ମହିଳା ଜନତା ଦଳ ତରଫରୁ ଦୃଢ଼ ବିକ୍ଷୋଭ କରିବା ସହ ଏକ ଶୋଭାଯାତ୍ରା ହିନ୍ଦୋଳ ଏନଏସିର ଗୁଣ୍ଡିଚା ମଣ୍ଡପ ଠାରୁ ବାହାରି ଉପ ଜିଲ୍ଲାପାଳଙ୍କ ଅଫିସ ନିକଟରେ ଏକ ପ୍ରତିବାଦ ସଭା ମାନ୍ୟବର

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ଧିରପଟଣl ଗ୍ରାମପଞ୍ଚାୟତ ରେ ଇଂରାଜୀ କୀଟ୍ ବଣ୍ଟନ

ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ସଦର ବ୍ଲକ୍ ର ସଭାପତି ଅର୍ଜୁନ ସାହୁ ଙ୍କ ନେତୃତ୍ଵରେ ଧିରପଟଣl ପଞ୍ଚାୟତର ବିଭିନ୍ନ ଗ୍ରାମରେ କୀଟ୍ ବଣ୍ଟନ କରାଯାଇଛି I ଫୋରମ୍ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଏହି ବର୍ଷକୁ ଶିକ୍ଷା ବର୍ଷ ରୂପେ ପାଳନ କରାଯାଇ ଛୋଟ ଛୋଟ

ଲହଡ଼ା ସଂରକ୍ଷିତ ଜଙ୍ଗଲରେ ଆଉ ଏକ ମାଈ ହାତୀର ମୃତ୍ୟୁ !

ଗଁଦିଆ ବ୍ଲକରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା ବନବିଭାଗର ପାରିଲାପଣିଆ କୁ ପଦାରେ ପକାଇଛି । ସୂଚନା ଅନୁଯାୟୀ ଆଜି ସଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସଂରକ୍ଷିତ ଜଙ୍ଗଲରେ ପେଚାମୁଣ୍ଡିଆ ଅଞ୍ଚଳରୁ ଆଉ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ହାତୀର ବୟସ ୨୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ବେଳେ

ହିନ୍ଦୋଳ ରୋଡ ଷ୍ଟେସନରେ ରେଳ ଲାଇନ ରେ କଟି ଯୁବକ ମୃତ !

ଆଜି ଦିନ ଘ୧୧ ଟିକା ସମୟରେ ହିନ୍ଦୋଳ ରୋଡ ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଲାଇନ ରେ ଯୁବକ କଟି ଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଖବର ନେବାରେ ଜଣାଗଲା ଯେ ସୁନ୍ଦରଗଡ଼ ଜିଲ୍ଲା ର ରମେଶ କିଡୋ ( ୪୧ )ବର୍ଷ ନାମକ ଯୁବକନିଜର ଏକ OD 16 B 4660 ନଂ ଟ୍ରକ ରେ କୋଇଲା ନେଇହିନ୍ଦୋଳ ରୋଡ

ଢେଙ୍କାନାଳ ଷ୍ଟେସନ ବଜାରରେ ବ୍ରାଉନ ସୁଗାର ଜବତ !

ଗୁଇନ୍ଦା ବିଭାଗର ନିର୍ଦ୍ଦେଶରେ ଟାଉନ ଥାନା ତରଫରୁ ଷ୍ଟେସନ ବଜାର ଅଞ୍ଚଳରେ ଚଢ଼ାଉ କରାଯାଇ ୧୮ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଛି। ଏହି ବ୍ୟବସାୟ ରେ ସମ୍ପୃକ୍ତ ତିନି ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଚଢ଼ାଉ ସମୟରେ ମାଜିଷ୍ଟ୍ରେଟ ଓ ସାକ୍ଷୀ ଉପସ୍ଥିତ ରହି ଚଢ଼ାଉରେ

ପଚାଂୟତ ନିର୍ବାଚନ ନିମନ୍ତେ ଭୁବନ ରେ ବଜେଡି ବୈଠକ

ଆଗକୁ ପଚାଂୟତ ନିର୍ବାଚନ । ନିର୍ବାଚନ କମିଶନର ବିଗୁଲ ବଜାଇ ସାରିଲେଣି । ଇତି ମଧ୍ୟରେ ୱାର୍ଡ ସଭ୍ୟ/ସଭ୍ୟା ,ସରପଚଂ , ସମିତି ସଭ୍ୟ/ସଭ୍ୟା ପଦବୀ ନିମନ୍ତେ ଜିଲ୍ଲାପାଳ ସଂରକ୍ଷଣ ତାଲିକା ପ୍ରକାଶ ପାଇସାରିଲାଣି । ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନବୃଦ୍ଧି ପାଉଥିବାବେଳେ ବହୁ ତୁଙ୍ଗ ନେତାଙ୍କର

୨ ମାସ ପରେ ଟୋଲରପଶି ର ନାବାଳକ ନିଖୋଜ କାହ୍ନୁ ଙ୍କ ମିଳିଲା ଖପୁରି, ଜୋତା ; ହତ୍ୟାକରି ମାଟିରେ ପୋତି ଦେଇଥିଲା…

ଢେଙ୍କାନାଳ ଜିଲ୍ଲ। ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଟୋଲରପଶି ଗ୍ରାମରେ ଗତ ଅଗଷ୍ଟ ୨୭ତାରିଖ ସନ୍ଧ୍ୟା ୫ଘଟିକା ସମୟରେ ପିଲାମାନଙ୍କ ସହ ସ୍ବର୍ଗତ ଅଜୟ ମଳିକ ଙ୍କ ପୁଅ କାହ୍ନୁ ମିଳିକ (୧୪)କ୍ରିକେଟ ଖେଳୁଥିବା ସମୟରେ ନିଖୋଜ ଥିଲେ ।ତାଙ୍କ ମାଆ ସେହି ଖେଳ ପଡିଆରେ ବହୁ ଖୋଜାଖୋଜି କଲା

ବାଇକ୍ ରାକେଟ ଠାବ ; ୧୦ ବାଇକ୍ ଜବତ ,୩ ଗିରଫ

ଢେଙ୍କାନାଳ ସହରରୁ ବାରମ୍ବାର ବାଇକ୍ ଚୋରି ହେଉଥିବା ବେଳେ ଏହା ପଛରେ ଥିବା ଏକ ବାଇକ୍ ରାକେଟ ର ୩ଜଣଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୧୦ ଟି ବାଇକ ଜବତ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା । ଚୋରି ଘଟଣା ନେଇ

ପୈାର ନିର୍ବାଚନ ନିମନ୍ତେ ପ୍ରଶାସନ ସଜାଗ ; ଭୁବନରେ ୧୮୩୬୦ ଜଣ ଭୋଟର ଦେବେ ଭୋଟ

ରାଜ୍ୟରେ ପୈାର ନିର୍ବାଚନ ନିମନ୍ତେ ବିଗୁଲ ବାଜିସାରିଲାଣି । ସରକାରୀ କଳ ଏଥି ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ଦେଖାଦେଇଛି । ପ୍ରଶାସନିକ ଅଧିକାରୀଙ୍କ ତପ୍ତରତା ଦେଖାଦେଲାଣି । ଭୁବନ ବିଜ୍ଞାପିତ ଅଚଂଳ ପରିଷଦ ୧୯୭୨ ମସିହାରେ ଦୁଇ ପଚାଂୟତ ର ମିଶ୍ର ଫଳରେ ହୋଇଥିଲା ବିଜ୍ଞାପିତ ଅଚଂଳ ପରିଷଦ ।

ଦଧିସିଂହା ବିଜୁସେତୁ ପ୍ରତି ବିପଦ କରୁଛି ଠିକାଦାର !

ଭୁବନ ବ୍ଲକର ଦଧିସିଂହା ଗ୍ରାମକୁ ବିଜୁସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଲାଣି । ଆଉ ଦୁଇ ମାସ ମଧ୍ୟରେ ଗ୍ରାମବାସୀ ଙ୍କ ନିମନ୍ତେ ଯାତାୟତର ସୁବିଧା ହୋଇପାରିବ । କିନ୍ତୁ ନିର୍ମାଣଧିକ ପୋଲ ର ଶହେ ମିଟର ମଧ୍ୟରେ ଥିବା ପଡିଆ ଜମିରୁ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ଵେ ଠିକାଦାର
error: Content is protected !!