Browsing Category
ଢେଙ୍କାନାଳ ଖବର
ସ୍କାଉଟ ଗାଇଡ ପକ୍ଷରୁ ବ୍ଲକ ସଫେଇ
ଭୁବନ ବ୍ଲକରେ ଥିବା ସମସ୍ତ ବିଦ୍ୟାଳୟ ମଧ୍ୟରୁ ସ୍କାଉଟ ଗାଇଡ ବିର୍ଦ୍ୟାର୍ଥୀ ମାନେ ବ୍ଲକ ପରିସରରେ ଏକ ସଚତେନତା ଶିବିରରେ ଯୋଗ ଦେଇଥିଲେ । ପ୍ରତ୍ୟେକ ବିଦ୍ୟାଳୟରୁ ଦୁଇ ଜଣ ବିର୍ଦ୍ୟାର୍ଥୀ ଯୋଗଦେଇଥିଲେ । ବିଡିଓ ଆର୍ଶୀବାଦ ପରିଡା , ବ୍ଲକ ଶିକ୍ଷା ଅଧିକାରୀ ପ୍ରତାପ ଶତପଥୀ. ଏବିଇଓ!-->…
ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଛାତ୍ର ଛାତ୍ରୀ ସଙ୍ଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ନିମନ୍ତେ ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପରଜଙ୍ଗ ସ୍ଥିତ ମିନିଷ୍ଟାଡିୟମ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିବା 'ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ' ଶୁକ୍ରବାର!-->…
ରାଇଡ଼ିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକାରୀ କମିଟି ଗଠନ
ଗତ ମଙ୍ଗଳବାର ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାଇଡିହି ସ୍କୁଲରେ ଅଭିଭାବକ ମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ୬ ଜଣ ମହିଳା ଓ ୬ ଜଣ ପୁରୁଷଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି l ପ୍ରଧାନ ଶିକ୍ଷକ ଶ୍ରୀ ଉଦୟ କୁମାର ଧଳ ଓ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ!-->…
ଗାଧୋଇବାକୁ ଯାଇ ଦନ୍ତା ଆକ୍ରମଣର ଶିକାର ହେଲେ ବୃଦ୍ଧ
ଘର ପାଖରେ ଥୁବ ନଳକୂପ ଗାଧୋଇବାକୁ ଯାଇ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଛନ୍ତି ବୃଦ୍ଧ । ଆକ୍ରମଣ ରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକ ଜଣଙ୍କ ମେରାମଣ୍ଡଳୀ ସେକସନ ଘୋଡାଡିଆଁ ଗ୍ରାମର ଦେବରାଜ ସେଠୀ (୬୫) ବୋଲି ସୂଚନା ।
ସୂଚନା ଅନୁଯାୟୀ ବୃଦ୍ଧ ଜଣକ ଆଜି ସକାଳେ ଘର ନିକଟରେ ଥିବା!-->!-->!-->…
ଆସନ୍ତା କାଲି ମେଲାଣି ନେବେ ମା’ଲକ୍ଷ୍ମୀ ; କୋଭିଡ କଟକଣା ଭିତରେ ଅପରାହ୍ନ ସୁଦ୍ଧା ହେବ ବିସର୍ଜନ
ଢେଙ୍କାନାଳ ପ୍ରସିଦ୍ଧ ଗଜଳକ୍ଷ୍ମୀ ପୂଜା ଚଳିତ ବର୍ଷ ୧୧ ଦିନ ପାଳନ ପରେ ଆସନ୍ତା କାଲି ଭସାଣି ଉତ୍ସବ ଆୟୋଜନ ହେବ । ସକାଳ ୮ ଟାରୁ ଭସାଣି ଉତ୍ସବ ଆରମ୍ଭ ହୋଇ ଦିନ ୨ ଟା ମଧ୍ୟରେ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି ।
ବିସର୍ଜନ ସମୟରେ ପ୍ରତ୍ୟେକ ପୂଜା ପ୍ରତିଷ୍ଠାନ ସହ ୭!-->!-->!-->…
ଭୁବନ ସହର ମଧ୍ୟସ୍ଥ ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ
ଜାତୀୟ ରାଜପଥ ୫୩ ର ଭୁବନ ସହର ମଧ୍ୟଦେଇ ଯାଇଥିବା ରାସ୍ତା ଏବେ ମରଣଯନ୍ତ୍ରା ପାଲଟିଛି । ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବ୍ୟକ୍ତି ନାହିଁ ନଥିବା ହଇରାଣ ହେଉଛନ୍ତି । ଫଳରେ ଭୁବନ ବିକାଶ ପରିଷଦର କର୍ମକର୍ତା ଢେଙ୍କାନାଳ ଜିଲ୍ଲାପଳଙ୍କୁ ଭେଟି ସମସ୍ତ ଅସୁବିଧା ଜଣାଇଛନ୍ତି । ମଙ୍ଗଳବାର!-->…
ନିଶା ମୁକ୍ତି ଓ ଥଇଥାନ କେନ୍ଦ୍ରରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦାନ୍ଦା ଫାଣ୍ଡି ଅନ୍ତର୍ଗତ ଆମ୍ବବାହାଳି ଗ୍ରାମରେ ଥିବା ନିଶା ମୁକ୍ତି ଓ ଥଇଥାନ କେନ୍ଦ୍ରରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।
ଅବାଟରୁ ବାଟକୁ ଆଣିବାକୁ ରାହା ସାଜିଥିଲା ନିଶା ମୁକ୍ତି ଓ ଥଇଥାନ କେନ୍ଦ୍ର ହେଲେ!-->!-->!-->…
ଡମଶାଳ ନାଳରେ ଭାସି ବୃଦ୍ଧା ମୃତ !
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦୟଣାବିଲ ପଚାଂୟତର ଅଙ୍ଗଦ ଟିପିଲେଇ ଗ୍ରାମର ଜଣେ ବୃଦ୍ଧା ଗ୍ରାମ ନିକଟସ୍ଥ ଡମଶାଳ ନାଳକୁ ଗାଧୋଇବାକୁ ଯାଇଥିବାବେଳେ ପାଣି ରେ ଭାସିଯାଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି ।
ଜଗବନ୍ଧୁ ନାୟକଙ୍କ ପତ୍ନୀ ମେଘି ନାୟକ (୭୦) ଦିନ ୧୧ ଟା ବେଳେ ଗାଧୋଇବାକୁ ଯାଇଆଉ!-->!-->!-->…
ରାସ୍ତା ହେତୁ ହିନସ୍ତା ହେଉଛନ୍ତି ଯୋରନ୍ଦା ନୂଆସlହି ବାସିନ୍ଦା
ଗଁଦିଆ ବ୍ଲକ ଅନ୍ତର୍ଗତ ଯୋରନ୍ଦା ପଞ୍ଚାୟତର ପାଞ୍ଚ ନମ୍ବର ଓ୍ବାର୍ଡର ୧୨୦ ମିଟର ରାସ୍ତାର ଦୟନୀୟ ଅବସ୍ଥା। ଇଲେକ୍ଟ୍ରି ଅଫିସ ଠାରୁ ସାନ ମଠ ଆମ୍ବ ତୋଟା ଠାରେ ଥିବା ସମାଧି ପର୍ଯ୍ୟନ୍ତ ଏହି ରାସ୍ତା ଉପରେ ବର୍ଷା ଦିନେ ପାଣି ଜମୁଥିବା ହେତୁ ଲୋକଙ୍କ ଯିବାଆସିବାରେ ଅସୁବିଧା ସୃଷ୍ଟି ହେଉଛି।
!-->!-->…