Browsing Category
ଢେଙ୍କାନାଳ ଖବର
ଦଶହରା ଅନୁକୂଳ ରେ ବଧୂହତ୍ୟା ଅଭିଯୋଗ !
ନିହାଲପ୍ରସାଦ ଥାନା ଦଶମାଣପାଟଣା ଗ୍ରାମ ରେ ଦଶହରା ଅନୁକୂଳ ଦିନ ଘଟିଛି ବଧୂହତ୍ୟା ।ଯୋଜନାବଦ୍ଧ ଭାବେ ତଣ୍ଟି ଚିପି ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି । । ଏ ସଂକ୍ରାନ୍ତରେ ପୋଲିସ ମୃତ ମହିଳାଙ୍କ ସ୍ୱାମୀ ନିହଲପ୍ରସାଦ ଥାନା ଅନ୍ତର୍ଗତ ଦଶମାଣପାଟଣା ଗ୍ରାମର ରଞ୍ଜନ ମହରଣା!-->…
କାର୍ଯ୍ଯରେ ଆସୁ ନାହିଁ ରେଙ୍ଗାଳି ଦକ୍ଷିଣ କେନାଲ!
ଢେ଼ଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସାରିଅଁ ଗ୍ରାମର ୫୦ ଏକର ଜମି ଏବେ ମରୁଡିଗ୍ରସ୍ତ। ଏହି ଅଞ୍ଚଳରେ ରେଙ୍ଗାଳି କେନାଲର ଗଭୀରତା ଅଧିକ ହୋଇଥିବା ହେତୁ କେନାଲର ପାର୍ଶ୍ଵବର୍ତ୍ତୀ ଜମି ଶୁଷ୍କ ହୋଇ ଯାଉଛି। କେବଳ ଯେ ଚାଷ ଜମି ଉପରେ ଏହାର ପ୍ରଭାବ ପଡିଛି ତାହା ନୁହେଁ ଏହି କାରଣରୁ ଦୁଇ!-->…
ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ଖେଳ ରେ ବଳରାମପୁର ଫୁଟବଲ ସଂଘ ବିଜୟୀ
ଢେଙ୍କାନାଳ ସହର ଉପକଣ୍ଠ ବଳରାମପୁର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ବଳଦେବଜୀୟୁ ଫୁଟବଲ ସଂଘ ବଳରାମପୁର ତଥା Eleven Football Star Dhenkanal ଫୁଟବଲ ସଂଘ ମଧ୍ୟରେ ଆଜି ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଉଭୟ ଦଳ ବହୁତ୍ ଭଲ ଖେଳ ପ୍ରଦର୍ଶନ କରିଥିଲେ ।
!-->!-->!-->…
ଢେଙ୍କାନାଳ ଏଲଆଇସି ଅଫିସ ଭିତରେ ଫୁଟିଲା ଗୁଳି, ଧନଜୀବନ ନଷ୍ଟ ହୋଇ ନଥିବାର ସୂଚନା
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରଥଗଡା ସ୍ଥିତ ଏଲଆଇସି ଅଫିସ ଭିତରେ ଫୁଟିଲା ଗୁଳି । ଗନମ୍ୟାନ ଙ୍କ ସର୍ଭିସ ବନ୍ଧୁକରୁ ଗୁଳି ଫୁଟିଥିବାର ସୂଚନା ତେବେ ଗୁଳିଟି ଛାତ ସିଲିଂ ରେ ବାଜିଥିବା ବେଳେ କାହାର କିଛି କ୍ଷତି ଘଟିନଥିବାର ସୂଚନା ।
ସୂଚନା ଆଜି ଦିନ ପ୍ରାୟ ୧୨ ଟା ସମୟରେ ରଥଗଡା!-->!-->!-->…
ଟାୟାର ପମ୍ପଚର ହେବାରୁ ଅଟକିଲା ମଦବୋଝେଇ ଗାଡି, ମାଡି ବସିଲେ ପୋଲିସ ବାବୁ
କଟକ ଜିଲ୍ଲାକୁ ଏକ ପିକପ ଭ୍ୟାନ ଯୋଗେ ଚାଲାଣ ହେଉଥିଲା ଦେଶୀ ମଦ ଗୋବିନ୍ଦପୁର ଫାଣ୍ଡି ଅଞ୍ଚଳରୁ ସମ୍ପୃକ୍ତ ଗାଡିକୁ ଜବତ କରିଛି କାମାକ୍ଷାନଗର ପୋଲିସ ।
ସୂଚନା ଅନୁଯାୟୀ ଏକ ପିକଅପ ଗାଡି ଯୋଗେ କଟକ କୁ ଚୋରା ମଦ ଚାଲାଣ ହେଉଥିବାର ଖବର ପାଇ କାମାକ୍ଷାନଗର ପୋଲିସଗାଡିଟିକୁ ପିଛା କରିଥିଲା!-->!-->!-->…
ପଞ୍ଚାୟତ ସଂରକ୍ଷଣକୁ ନେଇ ଅସନ୍ତୋଷ
ଢେଙ୍କାନାଳ ଜିଲ୍ଳା ଓଡାପଡା ବ୍ଲକ ଅନ୍ତର୍ଗତ ସିମିନଈ ପଞ୍ଚାୟତରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ହରିଜନ ଆଦିବାସୀଙ୍କ ସଂଖ୍ୟା କମ ରହିଥିବା ବେଳେ ସରପଞ୍ଚ ପଦବୀକୁ ସଂରକ୍ଷଣ କରିବାକୁ ନେଇ ଏଭଳି ଅସନ୍ତୋଷ ଦେଖାଦେଇଛି ।
ସିମିନଈ ପଞ୍ଚାୟତ ୪ଟି ଗ୍ରାମ!-->!-->!-->…
ମିନାବଜାର ଗଲା ପରେ ଯାତ୍ରା ପଡିଆ ଲାଗେ ଉଜୁଡା
ରାତି ପାହିଲେ ଦଶହରା ବଳଦ୍ଯାତ୍ରା । ଭୁବନଯାତ୍ରାକୁ ସରସ ସୁନ୍ଦର କରିବା ନିମନ୍ତେ ପ୍ରଶାସନିକ ସ୍ତରରେ ବାରମ୍ବାର ବୈଠକ ହୋଇଛି ଖୋଦ ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟର ସଭାଗୃହ ମଧ୍ୟରେ । ହେଲେ ଚଳିତ ବର୍ଷ କୋଭିଡି ନିୟମ ବଳବତର ରହିଥିବାରୁ ବଳଦ ଯାତ୍ରାରେ ଲାଗିଛି ରୋକ । କେବଳ ବିଧି!-->…
ହାତୀ କାଳିଆ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ,ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଓସ୍ତାପାଳ ଓ ବଳଦିଆବନ୍ଧ ପେଟ୍ରୋଲ ପମ୍ପ ଲୁଟ ଘଟଣାର ମାଷ୍ଟରମାଇଣ୍ଡହାତୀ କାଳିଆ ଗ୍ୟାଙ୍ଗର ଦୁଇ ଜଣକୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ବିପୁଳ ପରିମାଣର ଗୁଳିଳପିସ୍ତଲ ସହିତଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି ।ଅଗଷ୍ଟ ମାସ ୧୯ ତାରିଖ!-->…
କୋକେଇଦା ରେ ଥମୁନି ବିବାଦ
ଗଁଦିଆ ଥାନା ଅନ୍ତର୍ଗତ କୋକେଇଦା ଗ୍ରାମରେ ଜଗନ୍ନାଥ ଅଗ୍ରୋଭିଟ କମ୍ପାନୀ ଏକ କୁକୁଡ଼ା ଫାର୍ମ ଗାଁ ର ଅତି ନିକଟରେ ନିର୍ମାଣ କରିବାକୁ ନେଇ ଦୀର୍ଘଦିନ ଧରି ଗ୍ରାମବାସୀ ଓ କମ୍ପାନୀ ମଧ୍ୟରେ ବିବାଦ ଲାଗିରହିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ଗତକାଲି ଏହି କମ୍ପାନୀର କିଛି କର୍ମଚାରୀ ଓ!-->…
ମୁରୁଗା ଜଙ୍ଗଲ ପଦା !
ଭୁବନ ବନାଂଚଳ ଅର୍ନ୍ତଗତ ମୁରୁଗାଗ୍ରାମବାସୀଙ୍କ ଦ୍ୱାରା ସଂରକ୍ଷିତ ଜଙ୍ଗଲକୁ କେତେକ ଖଳ ପ୍ରକୃତିର ଲୋକ ସଫା କରିଦେଇଛନ୍ତି । ଖବର ନେବାରେ ଜଣାଯାଇଛି ଯେ ଭୁବନ ବନପାଳଙ୍କ ଅଧିନରେ ଥିବା ମୁରୁଗା ଜଙ୍ଗଲରେ ଗତ କିଛି ବର୍ଷ ପୂର୍ବରୁ ବନୀକରଣ କରାଯାଇଥିଲା ।
ସରକାରଙ୍କ ବିଭିନ୍ନ ଯୋଜନାରେ ଗଛ!-->!-->!-->…