News
lipub
samparksetu
Browsing Category

ଢେଙ୍କାନାଳ ଖବର

ବାଲୁଙ୍କେଶ୍ୱର ପୀଠରେ ବାର୍ଷିକ ଉତ୍ସବ

ଭୁବନ ବ୍ଲକ ବାଲିବୋ ପଚାଂୟତ କଇଁପାଟହୁଡିଠାରେ ଅବସ୍ଥିତ ବାଲୁଙ୍କେଶ୍ୱର ମହାଦେବ ପୀଠରେ ବାର୍ଷୀକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ରୀବତ୍ସ କୁମାର ଦାସ । ମନ୍ଦିର ପରିଚାଳନା କମିଟ ମୁଖ୍ୟ ଆନନ୍ଦ ଚନ୍ଦ୍ର ସାହୁ , ବାଲିବୋ ଗ୍ରାମର

ପିଙ୍ଗୁଆରେ ଇନ୍ଦ୍ରମଣୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ

ଗଁଦିଆ ବ୍ଲକ ନିହଲପ୍ରସାଦ ଥାନା ପିଙ୍ଗୁଆ ପଚାଂୟତର ମିନି ଷ୍ଟାଡିୟମ ଠାରେ ଅନୁଷ୍ଟିତ ହେଉଛି ୩୭ତମ ଇନ୍ଦ୍ରମଣି ସ୍ମାରକୀ କ୍ରିକେଟ ଟୁର୍ଣ୍ଣlମେଣ୍ଟ । ପ୍ରଥମେ ଟସ ଜିତି ନିର୍ଦ୍ଧାରିତ କ୍ଷେତ୍ର ରକ୍ଷଣର ସୁଯୋଗ ନେଇଥିଲେ ଅତାର ଜୁଭେନାଇଲ କ୍ରକେଟ ଦଳ । ସୋଲେରର ମହାବୀର କ୍ରିକେଟ ଦଳ

ଡାକ୍ତରଖାନାରେ ରୋଗୀ ସମ୍ପର୍କୀୟଙ୍କ ମୋବାଇଲ ଚୋରୀ ଥାନାରେ ଏତଲା !

ଭୁବନ ଥାନା ଅର୍ନ୍ତଗତ ଭୁଷଳ ପଚାଂୟତର ସାଇରାମପୁର ଗ୍ରାମର ଜନୈକ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ଦେହ ଅସୁସ୍ଥାତା ଦେଖାଇବାକୁ ଭୁବନ ଡାକ୍ତରଖାନାକୁ ଆସିଥିଲେ । ଡାକ୍ତରଙ୍କ ନିକଟରେ ଭିଡ ଥିବାରୁ ଚୈ।କିରେ ବସି ଅପେକ୍ଷା କରିଥିଲେ ଚକେତେବେଳେ ପାଳି ପଡିବ । ହଠାତ ଡାକ୍ତର ଡାକିଦେବାକୁ ସେ ଚୈକିରେ

ନିଖୋଜ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ କନ୍ତିଓପୁଟସାହି ଗାଁର ତଁଳାସାହିର ଜୈନିକ ଯୁବକଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଏହି ଗାଁ ର କଳୁ ବେହେରାଙ୍କ ମଝିଆ ପୁଅ ରାଜେଶ ବେହେରା ଗତ ୭ ତାରିଖ ଠାରୁ ନିଖୋଜ ଥିଲେ। ଏ ସମ୍ପର୍କରେ ତୁମୁସିଂଙ୍ଗା

ATM ଭ୍ୟାନରୁ ଟଙ୍କା ଲୁଟି ଫେରାର ବେଳେ ଟଙ୍କା ସହ ୩ ଜଣଙ୍କୁ କାବୁ କଲା ଢେଙ୍କାନାଳ ପୋଲିସ

ATM ଭ୍ୟାନରୁ ଟଙ୍କା ଲୁଟି ଫେରାର ବେଳେ ଧରାପଡ଼ିଗଲେ ୩ ଜଣ ଦୁର୍ବୃତ୍ତ। ଢେଙ୍କାନାଳ ସଦାଶିବପୁର ଭୋଜଦେଇପୁରରୁ ଅପରାଧୀମାନଙ୍କୁ କାବୁ କରିଛି ଢେଙ୍କାନାଳ ପୋଲିସ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବାରଦା ଗ୍ରାମ ନିକଟରେ ଏହି ଡକାୟତି ଗ୍ୟାଙ୍ଗ ସହ ପୋଲିସର ଛକା ପଞ୍ଝା ପରେ ଶେଷରେ ସଫଳ

ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତର ଅସନବାହାଳି ଗାଁ ର ମଲାରସରୁଆ ନୂତନ ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରିଛନ୍ତି ସ୍ଥାନୀୟ ଆଦିବାସୀ ଆଶାୟୀ ଓ ସାହି ବାସିନ୍ଦା। ସୂଚନା ଅନୁଯାୟୀ ମଲାରସୁଆର ନୂତନ ଅଙ୍ଗନୱାଡ଼ି କେନ୍ଦ୍ରରେ ନିଯୁକ୍ତି ନିମନ୍ତେ ଗତ

ପଞ୍ଚାୟତ ରାସ୍ତା ଖନନକୁ ନେଇ ତାତିଲେ ଜନଜାତୀ!

ଆଲୁଅଝରଣ-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ଅବରୋଧ।କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତର ମହୁଲଡଗର, ଡଙ୍କାବୋଲ, ରଘୁଆବୋଲ, ଓ କୁସୁମଯୋଡି ପଞ୍ଚାୟତର କିଆପାତିନି ଗ୍ରାମବାସୀ ଆଜି ସକାଳୁ ଆଲୁଅଝରଣ-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ ଏହି

କୁକୁଡ଼ା ଫାର୍ମକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ, ପୁଲିସ ଭ୍ୟାନ ଅଟକ

ଗଁଦିଆ ଥାନା ଅନ୍ତର୍ଗତ ରାଇତଳା ପଞ୍ଚାୟତର କୋକେଇଦା ଗ୍ରାମରେ ଜଗନ୍ନାଥ ଆଗ୍ରୋଭିଟ ନାମକ କମ୍ପାନୀ କୋଟି କୋଟି ଟଙ୍କା ବିନିଯୋଗ କରି ପଲିଟ୍ରି ଫାର୍ମ କରିଛି। ଏହି ଫାର୍ମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଛି। ପ୍ରକାଶ ଥାଉକି ଉକ୍ତ ଗ୍ରାମ ଠାରୁ ମାତ୍ର କେଇ ମିଟର

ଅଧାରେ ରହିଗଲା କାର୍ଯ୍ୟ ରେ ଯୋଗଦାନ , ମଝି ରାସ୍ତାରେ ହାତୀ ନେଇଗଲା ଜୀବନ !

ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ସୁରଭି ଗ୍ରାମ ନିକଟରେ ଅଘଟଣ, ଆଜି ସକାଳେ ଡ୍ୟୁଟି ଯାଉଥିବା ବେଳେ ହାତୀ ଆକ୍ରମଣ ର ଶିକାର ହେଲେ ସେହି ଗ୍ରାମର ଜଣେ ବାସିନ୍ଦା । ସୂଚନା ଅନୁଯାୟୀ ଓଡ଼ାପଡା ବ୍ଲକ ସୁରଭି ଗ୍ରାମର ମଧୁସୂଦନ ସ୍ୱାଇଁ ଆଜି ବଡି ସକାଳୁ ଡ୍ୟୁଟି ଯାଇଥିଲେ ।

ରୋଟ୍ରାକ୍ଟ କ୍ଲବ ଢେଙ୍କାନାଳ ତରଫରୁ ପୁସ୍ତକ ଦାନ ଓ ବୃକ୍ଷରୋପଣ

ଢେଙ୍କାନାଳ ରୋଟ୍ରାକ୍ଟ କ୍ଲବ ତରଫରୁ ବହିଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବନମାଳୀପ୍ରସାଦ ଠାରେ ଆରମ୍ଭ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ରୋଟ୍ରାକ୍ଟ ରିପ୍ରେଜେଣ୍ଟଟିଭ ଇଂଟରିଂ ପ୍ରଯୁକ୍ତା ଦେବରାୟ, ଡିଷ୍ଟ୍ରିକ୍ଟ ସେକ୍ରେଟାରୀ
error: Content is protected !!