News
lipub
samparksetu
Browsing Category

ଢେଙ୍କାନାଳ ଖବର

ଶ୍ମଶାନ ଜୁଇରେ ଜଳିଗଲେ ଶବବାହକ ,ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି

ଶ୍ମଶାନ ଜୁଇରେ ଜଳିଗଲେ ଦୁଇ ଶବବାହକ ଏବଂ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି । ଏ ଭଳି ଅଭାବନୀୟ ଘଟଣା ଘଟିଛି ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅନ୍ତର୍ଗତ ବତାସିଂହ ଗାଁରେ । ଆଜି ସକାଳେ ଗାଁର ଅକ୍ଷୟ ବେହେରାଙ୍କର ବାର୍ଦ୍ଧକ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଥିଲା । ତାଙ୍କ ଶବକୁ ଗାଁ

ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ପରଲୋକ!

ଦୀର୍ଘ ବର୍ଷର ଶିକ୍ଷକତା ରୂପେ ଅନେକ ମେଧାବୀ ଛାତ୍ର-ଛାତ୍ରୀ ତାଙ୍କ ଠାରୁ ଶିକ୍ଷା ଆରମ୍ଭ କରିଥିଲେ। ୧୯୮୧ ମସିହାରେ ଶିକ୍ଷୟିତ୍ରୀ ଭାବେ ତୁମୁଁସିଙ୍ଗା ଉ.ପ୍ରା. ବିଦ୍ୟାଳୟ ବର୍ତ୍ତମାନର ପଞ୍ଚସଖା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ ଯୋଗ ଦେଇଥିଲେ। ଗମନାଗମନ ଅସୁବିଧା ଝାଟିମାଟି ଘରେ ବିଦ୍ୟାଳୟଟି

ଅକ୍ଟୋବର ୧୯ ରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ; ୪ଫୁଟ ମଧ୍ୟରେ ରହିବ ମା ଙ୍କ ମୂର୍ତ୍ତି…

ଗୁରୁବାର ଅପରାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ପ୍ରସିଦ୍ଧ ଗଜଳକ୍ଷ୍ମୀ ପୂଜା ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅକ୍ଟୋବର ୧୯ ରେ ଆରମ୍ଭ ହେବ

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଘରୁ ଲକ୍ଷାଧିକ ଟଙ୍କା ଲୁଟ !

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ କାବେରା ଅଞ୍ଚଳରେ ସିରିଜ ଲୁଟ ଘଟିଛି । ଗତ ୫ମାସରେ ୫ଟି ଲୁଟ ଘଟଣା ଘଟିଥିଲେ ମଧ୍ୟ ପୋଲିସକୁ ସଫଳତା ମିଳିନାହିଁ। ଆଜି ଚବିଶକୁଦ ଗ୍ରାମ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୈ।ରାଙ୍ଗ ଚରଣ ଦାସଙ୍କ ଘରୁ ଦୁବ୍ରୃତ ମାନେ ତାଲା ଭାଙ୍ଗି ଚୋରି

ଜିଆରଏସ ଙ୍କ ବଦଳି ବାତିଲ କରିବାପାଇଁ ପଞ୍ଚାୟତ ବାସୀଙ୍କ ଜିଲ୍ଲାପାଳଙ୍କୁ ଫେରାଦ

ସଦର ବ୍ଲକ ମଧୁସାହୁ ପାଟଣା ପଞ୍ଚାୟତର ଜିଆରଏସଙ୍କ ଅନ୍ୟତ୍ର ବଦଳିକୁ ବାତିଲ କରିବାପାଇଁ ଶତାଧିକ ପଞ୍ଚାୟତ ବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି l ପ୍ରକାଶ ଥାଉକି, ଉକ୍ତ ଜିଆରଏସ ଅନ୍ୟ ପଞ୍ଚାୟତର ବାସିନ୍ଦା ହୋଇଥିଲେ ମଧ୍ୟ ସରକାରଙ୍କ ପ୍ରତ୍ୟେକ

ଭାଗିରଥି ସାଗରର ଉନ୍ନତିକରଣ ନିମିତ୍ତ ସୁରକ୍ଷା ସମିତି ଓ ପୌର ଯନ୍ତ୍ରୀଙ୍କର ପରିଦର୍ଶନ

ଭାଗିରଥି ସାଗରର ସୁରକ୍ଷା ଓ ଉନ୍ନତି କରଣ ପାଇଁ ଭାଗିରଥି ସାଗର ସୁରକ୍ଷା ସମିତିର ସଭାପତି ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ସମ୍ପାଦକ, ଅନ୍ୟ ସଦସ୍ୟ ଏବଂ ପୌର ଯନ୍ତ୍ରୀ କ୍ଷେତ୍ର ପରିଦର୍ଶନ କରିଥିଲେ l ପୌର ପରିଷଦର ପ୍ରସ୍ତାବିତ ପ୍ରକଳ୍ପ ଏବଂ ସୁରକ୍ଷା ସମିତି ପକ୍ଷରୁ ପ୍ରସ୍ତାବ ଗୁଡିକୁ

ବିଦ୍ୟୁତ ଖୁଣ୍ଟି ପଡି ବୃଦ୍ଧା ଗୁରୁତର ; ଚିକିତ୍ସା ପାଇଁ ସହାୟତା ଯୋଗାଇବାକୁ ବିଦ୍ୟୁତ ବିଭାଗ ଅମଙ୍ଗ

ଅରକ୍ଷିତକୁ ଦଇବ ସାହା! ବର୍ତ୍ତମାନ ଯୁଗ ଯାହା ହୋଇଛି ଗରିବ ଲୋକଙ୍କ ପାଇଁ କାହାର ଦରଦ ନାହିଁ। ଗତ ଏଗାର ତାରିଖ ଅପରାହ୍ନର ଘଟଣା? କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ସୋଗର ଗାଁ ତଳ ସାହିର ବାସନ୍ତୀ ଦେହୁରୀ ଘରୁ ଦୋକାନକୁ ଯାଉଥିବା ସମୟରେ ପବନରେ ପାଖରେ ଥିବା ବିଦ୍ୟୁତ ଖୁଣ୍ଟଟି ଭାଙ୍ଗି ଯାଇ

ପ୍ରଖର ଶ୍ରୋତରେ ଭାସିଗଲେ ବୃଦ୍ଧା !

ପ୍ରଖର ଶ୍ରୋତରେ ୬ କିଲୋମିଟର ଭାସିଗଲେ ୭୫ ବର୍ଷିୟା ବୃଦ୍ଧା l ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ଠାରୁ ଅରଖପାଳ ପର୍ଯ୍ୟନ୍ତ ଲମ୍ବିଥିବା ରାମିଆଳ ପୋଲ ନିକଟ ରେ ଆଜି ପୂର୍ବାହ୍ନରେ ଗାଧୋଉଥିବା ସମୟରେ ଅରଖପାଳ ଗାଁର ଜଣେ ୭୫ ବର୍ଷିୟା ବିଧବା ମହିଳା ବାଲି ତରାଈ ଭାସି

ଅଙ୍ଗନବାଡ଼ି ସହାୟକ ନିଯୁକ୍ତି କୁ ନେଇ ଅସନ୍ତୋଷ

ଢ଼େଙ୍କାନାଳ ଜିଲ୍ଲା କାଲୁରିଆ ପଞ୍ଚାୟତ ଠାକୁରପାଳ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ରେ ସହାୟକ ପଦବୀ ପୂରଣ ପାଇଁ ବୁଧବାର ମନୋନୟନ ହେବା ପାଇଁ ବ୍ଲକ ଶିଶୁ ବିକାଶ ଅଧିକାରୀ ଓ ସୁପରଭାଇଜର ଗ୍ରାମକୁ ଆସିଥିଲେ। ଗ୍ରାମର ୩ଜଣ ମହିଳା ଏହି ପଦବୀ ପାଇଁ ଆବେଦନ କରିଛନ୍ତି। ସେହି ୩ଜଣଙ୍କ ମଧ୍ୟରୁ

ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର !

କଙ୍କଡ଼ାହାଡ଼ ଥାନା ବାଟଗାଁ ପଞ୍ଚାୟତର ତଣ୍ଡିମୁଣ୍ଡା ଠାରେ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି କାମାକ୍ଷାନଗର-କଙ୍କଡ଼ାହାଡ଼ ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ବରେ ଥିବା ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଲୋକମାନେ ପ୍ରଥମେ ଦେଖିବା ପରେ କଙ୍କଡ଼ାହାଡ଼ ଥାନାକୁ ସୂଚନା
error: Content is protected !!