Browsing Category
ଢେଙ୍କାନାଳ ଖବର
ରାଜ୍ୟ କିଷାନ କଂଗ୍ରେସ ସମ୍ପାଦକ ଭାବେ ମନୋନୀତ ହେଲେ ରତିକାନ୍ତ ଗଡନାୟକ
ରାଜ୍ୟ କିଷାନ କଂଗ୍ରେସ ସମ୍ପାଦକ ଭାବେ ମନୋନୀତ ହେଲେ ଢେଙ୍କାନାଳ ଜିଲ୍ଲା କିଷାନ ସେଲ ପୂର୍ବତନ ସଭାପତି ତଥା ହିନ୍ଦୋଳ କଂଗ୍ରେସର ବରିଷ୍ଠ ନେତା ରତିକାନ୍ତ ଗଡନାୟକ । ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଆଜି ରାଜ୍ୟ ସମ୍ପାଦକ ଭାବରେ ରତିକାନ୍ତ ଙ୍କୁ ନିଯୁକ୍ତି!-->…
ଚୋରି ଅଭିଯୋଗ ରେ ଯୁବକ ଗିରଫ
ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅଧିନ କାଲୁରିଆ ପଞ୍ଚାୟତର ମାଦେଳିଆ ଗାଁ ର ନଳୀନିକାନ୍ତ ନାଥଙ୍କ ଘରୁ ଗତ ତା୨୫/୮/୨୦୨୧ ରାତିରେ ତାଲା ଭାଙ୍ଗି ଘର ଏଲଇଡି ଟିଭି, ଗୋଟିଏ କମ୍ପୁଟର ଓ ଗୋଟିଏ ଗ୍ରାଇଣ୍ଡର ଦୁର୍ବୁତ ନେଇ ପଳାଇଥିଲେ।
ଏ ସମ୍ପର୍କରେ ଘରର ତତ୍ତ୍ଵାବଧାନ କରୁଥିବା ପାତୁସାହୁ!-->!-->!-->…
ରାସ୍ତା ମରାମତି କଲେ କଙ୍କା ଗ୍ରାମବାସୀ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଅନ୍ତର୍ଗତ କେନାଲ ରାସ୍ତାକୁ ମରାମତି କଲେ କଙ୍କା ଗ୍ରାମବାସୀ l ଲଘୁଚାପ ଜନିତ ବର୍ଷାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବା ଦ୍ଵାରା ବ୍ରାହ୍ମଣୀର ଏକ ଶାଖାନଦୀ କଙ୍କା ଗ୍ରାମକୁ ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା!-->…
ଶାଳବଣର କବି ସାମ୍ବାଦିକ ଗୌରବ ଶ୍ରୀ ଗିରୀଶ ଚନ୍ଦ୍ର ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ
କାମାକ୍ଷାନଗର ମାଟିର ସୁପରିଚିତ ସୁଦକ୍ଷ ସାମ୍ବାଦିକ ଶ୍ରୀ ଗିରୀଶ ଚନ୍ଦ୍ର ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ କାମାକ୍ଷାନଗର କଳ୍ପନା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ନନ୍ଦ ଏକାଧାରରେ ଜଣେ ଦକ୍ଷ ସାମ୍ବାଦିକ ହେବା ସହ ଜଣେ ସୁସଂଗଠକ,!-->…
ମାର୍କେଟ କମ୍ଲେକ୍ସକୁ ନନ୍ଦିନୀ ଶତପଥୀ ନାମରେ ନାମିତ କରିବାକୁ ଦାବୀ
ଢେଙ୍କାନାଳ ସହରର ରଥଗଡା ନୂତନ ମାର୍କେଟ କମ୍ଲେକ୍ସକୁ ପୂର୍ବତନ ମୁଖ୍ୟ ମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ନାମରେ କରିବାକୁ ଓଡିଶା ପ୍ରଗତି ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ନବେଦନ କରାଯାଇଛି ।ପୂର୍ବରୁଏ ସଂକ୍ରାନ୍ତରେ ନିବେଦନ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ଏହି!-->!-->!-->…
ବିଦ୍ୟାଳୟ ପୋଷାକ ବଣ୍ଟନକୁ ନେଇ ଅସନ୍ତୋଷ ;ଏସଏସଜି ଗ୍ରୁପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ଅଁଳାବେରେଣୀ ସିଲେଇ ଗ୍ରୁପ ତରଫରୁ ପ୍ରାକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସିଡିପିଓଙ୍କ ଜରିଆରେ ପୋଷାକ ଯୋଗାଇ ଦେଇଥାନ୍ତି ।ଚଳିତବର୍ଷ ଏହି ପୋଷାକ ପ୍ରସ୍ତୁତ ଓ ଯୋଗାଣ ପାଇଁ ଗୋଷ୍ଠିକୁ ଆଦେଇ ଦିଆଯାଇନଥିବାରୁ ଗ୍ରୁପର ସଦସ୍ୟମାନେ!-->…
ଟାଉନପ୍ଲାନିଂ ଅଞ୍ଚଳ ବାରମ୍ବାର ଜଳବନ୍ଦୀ ; ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିବେଦନ
ଢେଙ୍କାନାଳ ଟାଉନ ପ୍ଲାନିଂରେ ବାରମ୍ବାର ଜଳବନ୍ଦୀ ହେତୁ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳ ବାସୀ ।ଏହାର ସ୍ଥାୟୀ ସମାଧାନ ପାଇଁ ଟାଉନ ପ୍ଲାନିଂ ଅଞ୍ଚଳ ବିକାଶ ସମିତି ପକ୍ଷରୁ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁପ୍ରଦାନ କରାଯାଇଛି ।ଟାଉନ ପ୍ଲାନିଂରେ ୩ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ!-->…
ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ ; ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,ସଂଗୃହିତ ହେଲା ୫୯ ୟୁନିଟ ରକ୍ତ
ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମଦିନ ଅବସରରେ ସେବା ହିଁ ସମର୍ପଣ କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବର ରୁ ୭ ଅକ୍ଟୋବର ୨୦ ଦିନ ବ୍ୟାପି ପାଳିତ ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ଢେଙ୍କାନାଳ ଜିଲ୍ଲା ତରଫରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ!-->…
ଜିଲ୍ଲା ଚକ୍ଷୁ ବହିର୍ବିଭାଗରେ ରୋଗୀ ହଟହଟା !
ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ଚକ୍ଷୁ ବହିର୍ବିଭାଗ ଠିକ ସମୟରେ ନଖୋଲିବା ଏବଂ ୬ ମାସ ପରେ ମଧ୍ୟ ଚଷମା ନମିଳିବାରୁ ରୋଗୀମାନେ ହଟହଟା ହେଉଛନ୍ତି l
ଗତ ଶନିବାର ଦିନ ସକାଳ ସାଢେ ୯ ଟା ପର୍ଯ୍ୟନ୍ତ ଚକ୍ଷୁ ବିଭାଗ ଡାକ୍ତର ନଆସିବାରୁ ରୋଗୀ ମାନଙ୍କ ମନରେ ବିଭିନ୍ନ ସନ୍ଦେହ ଜାତ ହେବା ସହିତ!-->!-->!-->…