Browsing Category
ଢେଙ୍କାନାଳ ଖବର
ଲଗାଣ ବର୍ଷା ପାଣି ଘେରରେ ମଧୁସାହୁ ପାଟଣା ପଞ୍ଚାୟତର ଅନେକ ଗ୍ରାମ
ଲଗାଣ ବର୍ଷା ଫଳରେ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଧୁସାହୁ ପାଟଣା ଗ୍ରାମରେ ଏକ ପ୍ରାକୃତିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରାମ କ୍ଷତିଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ଏଠାରେ ଥିବା ପ୍ରାଥମିକ ବିଦ୍ୟାଳୟ ( ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ମଧୁସାହୁ ପାଟଣା )!-->…
ଜଳମଗ୍ନ ରେ କାମାକ୍ଷାନଗର ବ୍ଳକ୍ ର ଅନେକ ଗାଁ ,ଶହ ଶହ ଏକର ଧାନ ଚାଷ ପ୍ରଭାବିତ
ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଅନେକ ତଳି ଅଞ୍ଚଳ, ନଦୀ କୂଳବର୍ତ୍ତି ସ୍ଥାନ ଜଳମଗ୍ନ ହୋଇପଡିଛି। କାମାକ୍ଷାନଗର ବ୍ଲକର ରାମିଆଳ ନଦୀ ର ତଟବର୍ତ୍ତୀ ଅଞ୍ଚଳ ଓ ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ବରେ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଯଦିଓ ବର୍ଷା ଛାଡି ଯାଇଛି!-->…
ଲଗାଣ ବର୍ଷାରେ ଭୁବନର ବିଭିର୍ଣ୍ଣ ଅଞ୍ଚଳ ଜଳମଗ୍ନ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବିଭିର୍ଣ୍ଣ ଅଞ୍ଚଳ ଜଳମଗ୍ନ ଥିବାବେଳେ ଦୁଇଟି ଗ୍ରାମ ବାହ୍ୟ ଜଗତରୁ ବିଛିର୍ଣ୍ଣ ହୋଇଛି । ବାଲିବୋ ପଞ୍ଚାୟତର ଦଧିସିଙ୍ଗା ଗ୍ରାମର ତିରିଶ ପରିବିର ଜଳବନ୍ଦୀ ଥିବାବେଳେ ଭୁଷଳ ପଞ୍ଚାୟତର ଜୟପୁର ଗ୍ରାମର ଚାରିଶହ ପରିବାର ଜଳବନ୍ଦୀରେ ରହିଛନ୍ତି । ଅଦ୍ୟାବଧି!-->…
ଲଗାଣ ବର୍ଷାରେ ବାହ୍ୟ ଜଗତରୁ ବିଛିନ୍ନ ହେଲା କଙ୍କ। , ଅନ୍ୟପଟେ ଜୋରନ୍ଦା ନୂଆ ସାହିର ୧୦ ପରିବାର ଜଳବନ୍ଦୀ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଅନ୍ତର୍ଗତ କଙ୍କା ଗ୍ରାମକୁ ବନ୍ୟା ପାଣି ଯୋଗୁଁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଯୋରନ୍ଦା ଅଞ୍ଚଳରେ ଥିବା ଡଉଁରୀ ନାଳ ବ୍ରାହ୍ମଣୀ ନଦୀ ରେ ମିଶିଥିବାରୁ ବ୍ୟାପକ କ୍ଷୟକ୍ଷତି କରିଛି l ଯୋରନ୍ଦା,!-->…
ବଜ୍ରାଘାତ ରେ ନାବାଳିକା ଙ୍କ ମୃତ୍ୟୁ
ପରଜଙ୍ଗ ଥାନା ବସୋଈ ଗ୍ରାମ ରେ ବଜ୍ରାଘାତ ରେ ଜଣେ ନାବାଳିକା ଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳିକା ଜଣକ ହେଲେ ସେହି ଗ୍ରାମ ର ସୁରେଶ ମହାଳିକ ଙ୍କ ନଅ ବର୍ଷ ର ଝିଅ ସ୍ମିତା ମହାଳିକ l
ସୂଚନା ଅନୁସାରେ ସ୍ମିତା ଆଜି ଦ୍ବିପ୍ରହର ସମୟରେ ଖାଇ ସାରିବା ପରେ ବାସନ ମାଜିବା ପାଇଁ ଘର ବାହାର କୁ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୫ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-05Institutional Quarantine-NilHome Quarantine-04Local Contacts-NilIn Hospital-01
Block/ULB wise new Positive cases:
Bhuban block-01(Kumursinga)
Parjang block-01 (Sanda)
Hindol block-01 (Banbandha)
!-->!-->!-->!-->!-->!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ତଳ ମୁହଁ। , ଜିଲ୍ଲାରେ ନୂତନ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
Number of new Positive cases-02Institutional Quarantine-NilHome Quarantine-NilLocal Contacts-NilIn Hospital-02
Block/ULB wise new Positive cases:
Bhuban block-01(Kumursinga)
Dhenkanal Municipality-01(Kathagada)
New!-->!-->!-->!-->!-->!-->!-->!-->!-->…
ତେଲ ଟ୍ୟାଙ୍କର ଶହ ପାଉଁଶ ବୋଝେଇ ଟ୍ରକ ମୁହଁ।ମୁହିଁ ଧକ୍କା, ଟ୍ରକ୍ ଡ୍ରାଇଭର ଗୁରୁତର
ଢେ଼ଙ୍କାନାଳ ଜିଲ୍ଲା ୫୫ ନମ୍ୱର ଜାତୀୟ ରାଜପଥର ହିନ୍ଦୋଳ ରୋଡ଼ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅନୁଗୋଳ ରୁ ଢେ଼ଙ୍କାନାଳ ଆଡେ ଯାଉଥିବା ତେଲ ଟ୍ୟାଙ୍କର ସହିତ ମୁହାଁ ମୁହିଁ ଧକ୍କା ହୋଇଛି ଢେଙ୍କାନାଳ ଆଡୁ ଆସୁଥିବା ଏକ ବାର ଚକିଆ ପାଉଁଶ ବୋଝେଇ ଟ୍ରକ ।
ମୁହାଁମୁହିଁ!-->!-->!-->…
ଜିଲ୍ଲାର ୪୧ ଟି ସ୍କୁଲକୁ ଦିଆଯିବ ନୂଆ ରୂପରେଖ ; ସ୍କୁଲ ପରିଦର୍ଶନ କଲେ ମନ୍ତ୍ରୀ
ଢେଙ୍କାନାଳ ଜିଲ୍ଲାର ଆଠଟି ବ୍ଲକରେ ୪୧ ଟି ସ୍କୁଲକୁ ନୂଆ ରୂପରେଖ ଦିଆଯାଉଛି । ବର୍ତ୍ତମାନ ସରକାର ଶିକ୍ଷାକୁ ଗୁରୁତ୍ଵ ଦେଇ ଉନ୍ନତ ମାନର ଶିକ୍ଷା ଦାନ ପାଇଁ ଉନ୍ନତମାନର ପାଠାଗାର, ସ୍ୱଚ୍ଛତା ଓ ସୁନ୍ଦରତା ଉପରେ ବେଶୀ ଗୁରୁତ୍ୱ ଦେଇଛନ୍ତି ଏଣୁ ଯୁଦ୍ଧ କାଳୀନ ଭିତିରେ ସବୁ ସ୍କୁଲ ରେ କାମ!-->…
ରକ୍ତଦାନ ଶିବିର ଅନୁଷ୍ଠିତ ; ୫୧ ୟୁନିଟ ରକ୍ତ ସଂଗ୍ରହ
କାମାକ୍ଷାନଗର ବ୍ଲକ ଜିରିଡାମାଳି ଠାରେ ବିଜୁ ଯୁବ ଜନତା ଦଳ ଓ ଭବାନୀ କ୍ଳବ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ!-->…