Browsing Category
ଢେଙ୍କାନାଳ ଖବର
ଅକ୍ଟୋବର ୧୯ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ;ମିଳିତ ପୂଜା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ
ଆରମ୍ଭ ହୋଇଛି ପାର୍ବଣ ଋତୁ ପାଖେଇ ଆସୁଛି ପ୍ରସିଦ୍ଧ ଲକ୍ଷ୍ମୀ ପୂଜା । ଅନ୍ୟପଟେ ଥମିନି ମହାମାରୀର ଭୟ, ତେଣୁ କଟକଣା ଭିତରେ ଢେଙ୍କାନାଳ ଜିଲ୍ଲାରେ କିପରି ସୁଚାରୁରୂପେ ପାଳନ ହେବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଏନେଇ ମିଳିତ ପୂଜା କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ!-->!-->!-->…
ପଣ୍ଡିତ ଗୁରୁ ଲୋକ ଭଦରାଙ୍କ ଜୟନ୍ତୀ ପାଳିତ
ପରଜଙ୍ଗ ବ୍ଲକ ଜାମୁନାଳୀ ଗ୍ରାମରେ ପଣ୍ଡିତ ଗୁରୁ ଲୋକ ଭଦରାଙ୍କ ୧୦୨ତମ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ପଣ୍ଡିତ ଲୋକ ଭଦରା ହେଉଛନ୍ତି ଆଦିବାସୀ “ହୋ” ଭାଷା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
ଆଜିର ଏହି!-->!-->!-->…
”ଯୁବଶକ୍ତି” ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ
ପରଜଙ୍ଗ ବ୍ଳକ "ଯୁବଶକ୍ତି" ସ୍ବେଚ୍ଛାସେବୀ ସଂଗଠନ ଢେଙ୍କାନାଳ ପକ୍ଷରୁ ସରାଙ୍ଗ ଗ୍ରାମ ପଞ୍ଚାୟତର ଅନନ୍ତ ଶୟନ ହାଇସ୍କୁଲ ଠାରେ ଯୁବଶକ୍ତି ର ଅଧକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଯାଇଛି । ଏହି ଶିବିରରେ ମୋଟ ୧୦୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ।
!-->!-->…
ପ୍ରକାଶ ପାଇଲା ହିନ୍ଦୋଳ ବିଜ୍ଞାପିତ ପରିଷଦର ଅନାସ୍ଥା ପ୍ରସ୍ତାବ ଫଳାଫଳ ; ୧୨-୦ରେ ଅନାସ୍ଥା ହାରିଲେ ଅଧକ୍ଷା ରୀନା…
ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଦୀର୍ଘ ଦଶମାସ ଧରି ଚାଲିଥିବା ଅନାସ୍ଥା ଫଳାଫଳର କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପଡିଛି! ସୂଚନା ଥାଉ କି ପରିଷଦର ଅଧକ୍ଷା ଶ୍ରୀମତୀ ରୀନା ବେହେରାଙ୍କ ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ବାରଜଣ ଦଳୀୟ କାଉଁସିଲର ଅଧକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା!-->…
ବିଲ ଭିତରୁ ଚାଷୀର ମୃତଦେହ ଉଦ୍ଧାର, ଦନ୍ତା ଆକ୍ରମଣ ରେ ମୃତ୍ୟୁ ଘଟିଥିବାର ସୂଚନା
ଢେଙ୍କାନାଳ ଜିଲା ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଖଣ୍ଡୁଆଳ ମୁଣ୍ଡା ଗ୍ରାମରେ ଅଘଟଣ ରାତିରେ ବିଲ ଜଗିଥିବା ବେଳେ ସକାଳୁ ଉଦ୍ଧାର ହେଲା ଚାଷୀର ମୃତଦେହ ।
ସୂଚନା ଅନୁଯାୟୀ ପରଜଙ୍ଗ ଥାନା ଖଣ୍ଡୁଆଳମୁଣ୍ଡା ଗାଁର ଉପେନ୍ଦ୍ର ଅମାତ କୁମ୍ଭୀରପଶି ସ୍ଥିତ ନିଜ ଚାଷ!-->!-->!-->!-->!-->…
ଦୋକାନ ଘରୁ ଚୋରି ପରେ ଘରେ ମଧ୍ୟ କଳାକନା ବୁଲାଇଲେ ଦୁର୍ବୃତ୍ତ !
ବାରମ୍ବାର ଦୋକାନରୁ ଚୋରି ହେବା ପରେ ଦୋକାନ ଘରେ ରାତିରେ ଶୋଇଲା ପରେ ଘରୁ ଘରକରଣା ସାମଗ୍ରୀ ଚୋରି। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ ତୁମୁଁସିଙ୍ଗା ଗାଁ ର ବିଦୁଲତା ବିଶ୍ବାଳ(୩୬) ଛୋଟ ଦୋକାନ କରି ନିଜ ପରିବାର ଚଳାନ୍ତି।
ସ୍ବାମୀ ନଥିବାରୁ ସବୁ ଦାୟିତ୍ଵ ତାଙ୍କ ଉପରେ।!-->!-->!-->…
ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରାଙ୍କ ଶ୍ରୀମୁଳା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ
ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିଥିବା ଅନୁସୂଚିତ ଜାତି ଓ ଜନଜାତି ସଚିବ ପ୍ରମୁଖ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ଆଜି ଦିନ କାମାକ୍ଷାନଗର ବ୍ଳକ ଶ୍ରୀମୁଳା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜକୁମାର ସେଠୀ, ଜିଲ୍ଲା ଗ୍ରାମ ଉନ୍ନୟନ ପ୍ରକଳ୍ପ!-->…
ଢେ଼ଙ୍କାନାଳ ରେଲୱେ ଷ୍ଟେସନରେ ନୂତନ ଷ୍ଟେସନ ପ୍ରଵନ୍ଧକ ଭାବେ ଯୋଗ ଦେଲେ ଶ୍ରୀଯୁକ୍ତ ମନୋଜ କୁମାର ପାଣ୍ଡେ
ପୂର୍ବତଟ ରେଲୱେର ଢେ଼ଙ୍କାନାଳ ରେଲୱେ ଷ୍ଟେସନରେ ନୂତନ ଷ୍ଟେସନ ପ୍ରଵନ୍ଧକ ଭାବେ ଶ୍ରୀଯୁକ୍ତ ମନୋଜ କୁମାର ପାଣ୍ଡେ ଗତ ୧୦ ସେପ୍ଟେମ୍ବରକୁ ପଦଭାର ଗ୍ରହଣ କରିଛନ୍ତି | ଶ୍ରୀଯୁକ୍ତ ମନୋଜ କୁମାର ପାଣ୍ଡେ ଢେ଼ଙ୍କାନାଳ ଷ୍ଟେସନରେ ଷ୍ଟେସନ ପ୍ରଵନ୍ଧକ ଭାବେ ଯୋଗ ଦେଵା ପୁର୍ବରୁ ପୂର୍ବତଟ ରେଲୱେର!-->…
ଲଗାଣ ବର୍ଷା ଚାଷୀଙ୍କ ଆଖିରେ ଆଣିଦେଲା ଲୁହ
ଯେଉଁ ଧାନ କ୍ଷେତ ଏବେ ହସିବା କଥା ସେଠାରେ ଧାନର ଚିହ୍ନ ନାହିଁ। କେଉଁ ଜମିରେ ଗୋରୁ ଚରିଲେଣି ତ କେଉଁଠି ପାଣି ଅଭାବରୁ ବିହୁଡା ବେଉଷଣ କାମ ହୋଇପାରି ନାହିଁ। କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ପଞ୍ଚାୟତ ତଥା ଏହି ରାଜସ୍ବ ନୀରିକ୍ଷକ ଅଧିନ ଖୁଣ୍ଟବାଟି ଗାଁ। ଗାଁ ର ସମୁଦାୟ ଜମି ଶହେ ପଚାଶ!-->…
ଭାଲୁ ଆକ୍ରମଣରେ ମହିଳା ଗୁରୁତର କଟକ ବଡମେଡିକାଲ ଭର୍ତ୍ତି
ଭାଲୁ ଆକ୍ରମଣରେ ନିହାଲପ୍ରସାଦ ଅଂଚଳର ଜଣେ ମହିଳା ଗୁରୁତର ଭାବରେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁଯାୟୀ ଗଁଦିଆ ବ୍ଲକ ନିହାଲପ୍ରସାଦ ଥାନା ଅନ୍ତର୍ଗତ ରତନପୁର ପଂଚାୟତ ଏରପଦା ରାଜସ୍ବ ଗ୍ରାମ ଅଧୀନ କଣ୍ଟାପାଟଣା ପଡା ଗ୍ରାମର ଗଣେଶ୍ୱର!-->!-->!-->…