News
lipub
samparksetu
Browsing Category

ଢେଙ୍କାନାଳ ଖବର

ଢେଙ୍କାନାଳ ଜିଲ୍ଲାରେ ନୂତନ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-09Institutional Quarantine-NilHome Quarantine-06Local Contacts-NilIn Hospital-03 Block/ULB wise new Positive cases : Hindol block-06(Bahalunda-1, Telibhuin-1, Kudibhanga-1, Rasol-1, Naukiari-1,Manpur-1)

ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ (RWSS) ର ଠିକାଦାର ସଂଘ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଓଡିଶା ସରକାରଙ୍କୁ…

ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ବିଭାଗ (RWSS) ର ଠିକାଦାର ସଂଘ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଓଡିଶା ସରକାରଙ୍କୁଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସମଗ୍ର ଢେଙ୍କାନାଳ ଜିଲ୍ଲାରେ ଛୋଟ ବଡ ପ୍ରାୟ ୫୦୦ରୁ ଉର୍ଦ୍ଧ ଠିକାଦାର RWSS ଅଧିନରେ କାମ କରନ୍ତି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ

ଭୁବନ ତହସିଲରେ ଇ ଷ୍ଟାମ୍ପିଙ୍ଗ ଉଦଘାଟିତ

ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଇ ଷ୍ଟାମ୍ପିଙ୍ଗ କେନ୍ଦ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦଘାଟନୀ ଉତ୍ସବରେ ସ୍ତାନୀୟ ତହସିଲଦାର ତଥା ସବ ରେଜିଷ୍ଟାର ପ୍ରଭାସ ବେହୁରା , କାନାରା ବ୍ୟାଙ୍କ ଶାଖା ପରିଚାଳକ ଶୁଭେନ୍ଦୁ କୁମାର ନାୟକ , ଇ ଷ୍ଟାମ୍ପିଙ୍ଗ ର ଢେଙ୍କାନାଳ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-14Institutional Quarantine-NilHome Quarantine-11Local Contacts-NilIn Hospital-03 Block/ULB wise new Positive cases : Dhenkanal Municipality-05(Hataroad-1, Durgabazar-1, Deulasahi-1, Kanchan bazar-1,

କର୍ମକ୍ଷେତ୍ର ରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଢେଙ୍କାନାଳ ପୁଅ ; ଝୁରୁଛି ଗାଁ

ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବୌଦ୍ଧ ଜିଲ୍ଲା ବଲାସିଙ୍ଗା ନିକଟରେ ଥିବା ପଞ୍ଚମ ରିଜର୍ଭ ବାଟାଲିୟନରେ କାର୍ଯ୍ୟରତ ଯବାନଙ୍କର ମୃତ୍ୟୁ ଘଟିଛି। ମୃତ ଜବାନ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁର ଗାଁ ର ସରୋଜ କୁମାର ମାଝୀ। ସରୋଜ ଏହି ଗାଁ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

Number of new Positive cases-10Institutional Quarantine-NilHome Quarantine-09Local Contacts-NilIn Hospital-01 Block/ULB wise new Positive cases : Dhenkanal Municipality-04(Bhagirathibihar-2, Durgabazar-2) Kamakhyanagar Block-02

ବିଦ୍ୟୁତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ,ଜଳିଗଲା ୪ ବଖରା ଘର

କାମାକ୍ଷାନଗର ଥାନା ଲୋକନାଥପୁର ଶାସନ ରେ ବିଦ୍ୟୁତ ସର୍ଟସର୍କିଟରୁ ଭୟାବହ ଅଗ୍ନିକାଣ୍ଡ l ବିଦ୍ୟୁତ ସଟସର୍କିଟ ରୁ ଜଳିଗଲା ୪ ବଖରା ଘର l ସୂଚନା ଅନୁସାରେ ଗ୍ରାମର ସୁବଳ ବେହେରା ଙ୍କ ଘରେ ବିଦ୍ୟୁତ ସଟସର୍କିଟ ଘଟି ଅଗ୍ନିକାଣ୍ଡ ହୋଇଥିଲା l ଯାହା ଫଳରେ ତାଙ୍କର ୪ ବଖରା ଘର ଜଳି ପୋଡି

ଖତ ଗାଡ଼ିଆକୁ କେନ୍ଦ୍ର କରି ହତ୍ୟାକାଣ୍ଡ ; ୧୭ ଜଣଙ୍କ ନାମରେ ମାମଲା ରୁଜୁ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ ବାରଘରିଆ ସାହିରେ ଖତ ଗାଡ଼ିଆକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ହୋଇଛି।ଏଥିରେ ବାରଘରିଆ ସାହିର ଧୁବେଇ ପଧାନଙ୍କ ସ୍ତ୍ରୀ ଉମା ପଧାନଙ୍କ ମୃତ୍ୟୁ ହୋଇଛି। ଅଭିଯୋଗ ଅନୁଯାୟୀ ଘର ପାଖରେ ଥିବା ଖତଗାଡ଼ିଆକୁ ନେଇ ବାରଘରିଆ ସାହିର ଧୁବେଇ

ଗାଁ ଦାଣ୍ଡରେ ଘୁଷୁରି ଘୁଷୁରି ଯିବା ଆସିବା କରୁଛନ୍ତି ନିରାକାର ; ଟ୍ରାଇସାଇକେଲ ଯୋଗାଇବାକୁ ଦାବି

ଢେଙ୍କାନାଳ କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଧୋବାବାହାଳି ଗାଁ ର ନିରାକାର ସାହୁ, ବୟସ ୬୭ ବର୍ଷ। ଆଜକୁ ପ୍ରାୟ ଦଶ ବର୍ଷ ହେଲା ଦୁରାରୋଗ୍ୟ ଯୋଗୁଁ ସିଧା ହୋଇ ଠିଆ ହେବା ପାଇଁ ଅକ୍ଷମ। ତାଙ୍କୁ ଶତକଡା ୯୦ ପ୍ରତିଶତ ଦିବ୍ଯାଙ୍ଗ ବୋଲି ପ୍ରମାଣ ପତ୍ର ମିଳିଛି। ସରକାରୀ ସହାୟତା ଭାବରେ

ଦାନା ବାନ୍ଧୁଛି ଆଦିବାସୀ ପ୍ରଜା ଆନ୍ଦୋଳନ!

ଆଦିବାସୀ ମହିଳାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବିତ ଯୋଗୁଁ ଆନ୍ଦୋଳନ ତୀବ୍ରତର କରିବା ପାଇଁ ଆଜି ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଥାନା ଅନ୍ତର୍ଗତ ଜାମୁନାଳୀରେ ଆଦିବାସୀ ପ୍ରଜା ମେଳି ଦେଖିବାକୁ ମିଳିଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଦିବାସୀ ସମ୍ପ୍ରଦାୟର ନେତାଙ୍କ ସହ ଢେଙ୍କାନାଳ ଜିଲ୍ଲାର
error: Content is protected !!