Browsing Category
ଢେଙ୍କାନାଳ ଖବର
ଢେଙ୍କାନାଳ ଜିଲ୍ଲାରେ ୩୦ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 28-07-2021Number of new Positive cases-30Institutional Quarantine-NilHome Quarantine-22Local Contacts-NilIn Hospital-08
Block/ULB wise new Positive cases :
Hindol !-->!-->!-->!-->!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୫୨ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 27-07-2021Number of new Positive cases-52Institutional Quarantine-NilHome Quarantine-39Local Contacts-NilIn Hospital-13
Block/ULB wise new Positive cases :
Hindol Block-!-->!-->!-->!-->!-->!-->!-->…
ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ !
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ପରମହଂସପୁର ଛକ ନିକଟରେ ପୋଖରୀ କୁ ଗାଧୋଇ ଯାଇଥିବା ବେଳେ ବୁଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣଙ୍କ ହେଲେ କନ୍ଦରସିଂହା ଗ୍ରାମର ବାନାମ୍ବର ବିଶ୍ଵାଳ (୫୧) ।
ସୂଚନା ଅନୁଯାୟୀ ,ପରମହଂସପୁର ର ଏକ ହୋଟେଲ ରେ କାର୍ଯ୍ୟରତ ଥିଲେ । ସେ ଆଜି ଦିନ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୩୯ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 26-07-2021Number of new Positive cases-39Institutional Quarantine-NilHome Quarantine-27Local Contacts-NilIn Hospital-12
Block/ULB wise new Positive cases :
!-->!-->!-->!-->!-->!-->!-->!-->!-->…
ଗାଧୋଇବାକୁ ଯାଇ ଆଉ ଫେରିଲେନି , ପୋଖରୀ ରୁ ମିଳିଲା ମୃତଦେହ
ପୋଖରୀକୁ ଗାଧୋଇବାକୁ ଯାଇ ବୃଦ୍ଧ ଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଖରିଡାଳି ଗ୍ରାମରେ ଆଜି ସକାଳୁ ଗ୍ରାମର ପୋଖରୀ ରେ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବୃଦ୍ଧ ଜଣଙ୍କ ଉକ୍ତ ଗ୍ରାମର ଲିଙ୍ଗ ପଧାନ (୬୦) ବୋଲି ଜଣା ପଡ଼ିଛି ।
ସୂଚନା ଅନୁଯାୟୀ ,ସୋମବାର!-->!-->!-->…
ମିଶନ ଶକ୍ତି ଶୌଚାଳୟ ହଡପ !
ଢେଙ୍କାନାଳ ବସଦର ବ୍ଲକ ଅନ୍ତର୍ଗତ ମାଣିପୁର ଦୁଇ ନମ୍ବର ୱାର୍ଡ ହରିଜନ ସାହିରେ ମିଶନ ଶକ୍ତି ଶୌଚାଳୟକୁ ହରିଜନ ସାହିରେ ନକରି ସବର୍ଣ୍ଣ ସାହିରେ କରାଯାଇଥିବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।
ଏହି ଶୌଚାଳୟ ସବର୍ଣ୍ଣ ସାହିରେ ନିର୍ମାଣ କରି ହରିଜନ ସାହିରେ ହୋଇଥିବାର ଦର୍ଶା!-->!-->!-->…
ପିକଅପ ଭ୍ୟାନ -ଟ୍ରକ ମୁହାଁ ମୁହିଁ ଧକ୍କା , ଓଲଟିଲା ଟ୍ରକ ; ଡ୍ରାଇଭର ସମେତ ୩ ଗୁରୁତର !
ଢେଙ୍କାନାଳ ସଦର ଥାନା ବଳଦିଆବନ୍ଧ ନିକଟରେ ଏକ ପିକଅପ ଭ୍ୟାନ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଡ୍ରାଇଭର ସମେତ ୩ଜଣ ଆହତ ହୋଇଛନ୍ତି । ଆହତ ୩ଜଣ ହେଲେ ମହାରାଷ୍ଟ୍ର ର ଓଁ ପ୍ରକାଶ ଯାଦବ ଏବଂ ଅନ୍ୟ ୨ଜଣ ଙ୍କ ପରିଚୟ ମିଳି ପାରିନି ।
ସୂଚନା ଅନୁଯାୟୀ , ଟ୍ରକ ଟି କଟକ ରୁ!-->!-->!-->…
କରୋନା କଟକଣା ଭିତରେ ଖୋଲିଲା ସ୍କୁଲ, ଶ୍ରେଣୀଗୃହରେ ପଢିଲେ ଛାତ୍ରଛାତ୍ରୀ
ଦୀର୍ଘଦିନ ପରେ ବାଜିଲା ଘଣ୍ଟି ଛାତ୍ରଛାତ୍ରୀ ଙ୍କ ପାଇଁ ଖୋଲିଲା ସ୍କୁଲ । କରୋନା କଟକଣା ଭିତରେ ଆଜିଠାରୁ ଖୋଲିଚି ସ୍କୁଲ । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଶ୍ରେଣୀଗୃହରେ ପାଠପଢା ଆରମ୍ଭ କରିଛନ୍ତି । ସରକାର ଜାରି କରିଥିବା ଏସଓପି!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୫୦ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 25-07-2021Number of new Positive cases-50Institutional Quarantine-NilHome Quarantine-46Local Contacts-NilIn Hospital-04
Block/ULB wise new Positive cases :
Hindol Block-!-->!-->!-->!-->!-->…
ଖାଁ ଖାଁ କପିଳାସ ସୁଭୁନି ବୋଲବମ୍ ସ୍ୱର
ଶ୍ରାବଣ ମାସର ପ୍ରଥମ ସୋମବାର, ଆଜିର ଦିନରେ ଶୈବପୀଠ ଗୁଡିକରେ କାଉଡ଼ିଆଙ୍କ ନାହିଁ ନଥିବାର ଭିଡ଼ ଦେଖିବାକୁ ମିଳିଥାଏ । ମନସ୍କାମନା ପୂରଣ ପାଇଁ କାନ୍ଧରେ ଜଳଭାର ନେଇ ଦେବଦେଵ ମହାଦେବଙ୍କ ଉପରେ ଢ଼ାଳିଥାନ୍ତି କାଉଡ଼ିଆ । କିନ୍ତୁ ପୂର୍ବବର୍ଷ ପରି କରୋନା କଟକଣା ଯୋଗୁଁ କାଉଡ଼ିଆଙ୍କ ଉପରେ!-->…