News
lipub
samparksetu
Browsing Category

ଢେଙ୍କାନାଳ ଖବର

ନାଳରୁ ନିଖୋଜ ଵ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଶିଳ୍ପ ତାଲିମ କେନ୍ଦ୍ର ନିକଟରେ ଥିବା ଏକ ନାଳରୁ ଏଜି ଜଣେ ବ୍ୟକ୍ତିଙ୍କ ମୃତଦେହ କୁ ଉଦ୍ଧାର କରିଛି ପରଜଙ୍ଗ ପୋଲିସ । ମୃତକ ଜଣଙ୍କ ଗଣ୍ଡତଇଳା ଗ୍ରାମର ଶ୍ରୀନିବାସ ଖଟୁଆ (୫୫) । ସୂଚନା ଅନୁଯାୟୀ , ଶ୍ରୀନିବାସ ଗତ ୩ ଦିନ ହେବ ଘରୁ ନିଖୋଜ

ହିନ୍ଦୋଳ ରେଞ୍ଜ କନ୍ତାମିଲାରେ ମାଈ ହାତୀର ମୃତ୍ୟୁ

ଥମୁନି ହାତୀ ମଣିଷ ବିବାଦ, କେତବଳେ ହାତୀ ଆଗକୁ ଆସି ଯାଉଛି ମଣିଷ ଜୀବନ ତ କେତେବଳେ ମଣିଷ ଜାଲରେ ଫସି ପ୍ରାଣ ହରାଉଛି ହାତୀ । ବିଗତ ଦିନରେ ଏଭଳି ଲଢେଇ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଘଟି ଚାଲିଛି । ଏଭଳି ଏକ ଅଘଟଣ ଘଟିଛି କନ୍ତାମିଲା ଗ୍ରାମରେ । ସୂଚନା ଅନୁଯାୟୀ

ବ୍ୟବସାୟ ଲାଳସା ରେ ଗ୍ରାହକ ଆଖିରେ ଧୂଳି, ଦୂଷିତ ପାଣି ଭିତରେ ଛତୁ ବସ୍ତା

ଛତୁ ଖାଇବାକୁ କାହାକୁ ନ ଭଲଲାଗେ ବିଶେଷ କରି ଆମିଷ ଖାଉନଥିବା ବ୍ୟକ୍ତି ଙ୍କ ପାଇଁ ଛତୁ ହେଉଛି ପ୍ରଧାନଖାଦ୍ୟ । ତେବେ ଆଗରୁ ଘଡଘଡି ମାରିଲେ ଛତୁ ତୋଳିବାକୁ ଲୋକେ ଯାଉଥିବା ବେଳେ, ଲୋକଙ୍କ ଚାହିଦା ଦେଖି ଏବେ ବାରମାସି ଛତୁ ଚାଷ ଆରମ୍ଭ ହୋଇଗଲାଣି । ବିନା ପାଣିମିସା ତଥା ସଜ ଛତୁର

ରାଜ୍ୟ ଅତିରିକ୍ତ କୃଷି ସଚିବ ଙ୍କ କ୍ଷେତ ପୋଖରୀ ଓ ସମନ୍ବିତ କୃଷି କ୍ଷେତ୍ର ପରିଦର୍ଶନ

ଓଡିଶା ସରକାର ଙ୍କ କୃଷିବିଭଗ ର ଅତିରିକ୍ତ ସଚିବ ଅଞ୍ଜନା ପଣ୍ଡା, ଆଜି ଅପରାହ୍ନ ରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ, ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ମହୁଲଖୋଳି ଗ୍ରାମରେ କ୍ଷେତ ପୋଖରୀ ଓ ସମନ୍ୱିତ ଚାଷ କ୍ଷେତ୍ର ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଛନ୍ତି । ମହାତ୍ମାଗାନ୍ଧୀ ଜାତୀୟ

ସମସ୍ୟା ସମାଧାନ ପାଇଁ ବିଡିଓ ଙ୍କୁ ଘେରିଲା ଆପ୍

ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଲକରେ ସାଧାରଣ ଲୋକଙ୍କର ମୌଳିକ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ଆମ୍ ଆଦମୀ ପାର୍ଟି ର ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ବ୍ଲକ କର୍ମକର୍ତ୍ତା ମାନେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ l ପ୍ରକାଶ ଥାଉକି

ଗଛରେ ପିଟି ହେଲା ବାଇକ୍ ; ଯୁବକ ମୃତ

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ନିହଲ ପ୍ରସାଦ ମୁଖ୍ୟ ରାସ୍ତା ନିହଲପ୍ରସାଦ ଥାନା ନିକଟରେ ଗୁରୁବାର ରାତି ୯ ଘଟିକା ସମୟରେ ଏକ ବାଇକ୍ ବର ଗଛରେ ଭାରସ୍ୟ।ମ ହରାଇ ପିଟି ହେବା ଫଳରେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଇଚ୍ଛାପୁର ଗ୍ରାମର ବିଷ୍ଣୁ

କଣ୍ଟାନାଳୀ ବାଇପାସ ନିକଟରେ ସୁନାଚେନ ଲୁଟ୍ ଘଟଣା, ୩ ଜଣଙ୍କୁ ଗିରଫ କଲା ପୋଲିସ୍

ଗତ ୨୧.୧୨.୨୦୨୦ ଅପରାହ୍ନ ୧.୩୦ ସମୟରେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କଣ୍ଟାଣାଳୀ ବାଇପାସ ନିକଟରେ ଥିବା ଜଣେ ମହିଳା ଟେଲର ଦୋକାନୀ ଙ୍କ ଠାରୁ କିଛି ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ତାଙ୍କ ସୁନାଚେନ୍ ଲୁଟ କରିନେଇଥିଲେ । ତେବେ ଏନେଇ ମହିଳା ଜଣଙ୍କ ଟାଉନ ଥାନାରେ ଏତଲା ଦେଇଥିଲେ ।
error: Content is protected !!