Browsing Category
ଢେଙ୍କାନାଳ ଖବର
ଗାଧୁଆ ଘରୁ ବିଷଧର ସର୍ପ ଉଦ୍ଧାର
ଭୁବନ ତହସିଲ ଅନ୍ତର୍ଗତ ଦିଘି ପଞ୍ଚାୟତ ସରଦେଇପୁର ଗ୍ରାମର ମନୋଜ ପ୍ରଧାନଙ୍କ ଗାଧୁଆ ଘରୁ ଏକ ବିଷଧର ସର୍ପ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ମନୋଜଙ୍କ ଘର ଲୋକ ଗାଧୁଆ ଘରକୁ ଯାଇଥିବା ବେଳେ ସାପଟିକୁ ଦେଖି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ।
ସଂସ୍ଥାର ବିକ୍ରମ ସାମଲ!-->!-->!-->…
ରାତି ଅଧିଆ ଫଳ ଦୋକାନରୁ ଚୋରି !
ହିନ୍ଦୋଳ ଥାନା ଅନ୍ତର୍ଗତ ମେଡ଼ିକାଲ ଛକରେ ଥିବା ଏକ ଫଳ ଦୋକାନ ଭାଙ୍ଗି ଟଙ୍କା ଓ ଫଳ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ , ମେଡ଼ିକାଲ ଛକରେ ଶ୍ରୀକାନ୍ତ ସାହୁ ଙ୍କ ଫଳ ଦୋକାନରୁ ଦୁର୍ବୃତ୍ତ ରବିବାର ରାତିରେ ଲୁଟ କରି ଫେରାର ହୋଇ ଯାଇଛନ୍ତି ବୋଲି ଥାନାରେ ଅଭିଯୋଗ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 18 -07-2021Number of new Positive cases-54Institutional Quarantine-NilHome Quarantine- 44Local Contacts-NilIn Hospital-10
Block/ULB wise new Positive cases :
Dhenkanal!-->!-->!-->!-->!-->!-->!-->…
ମୁଖ୍ୟ ଚିକିତ୍ସାଳୟ ରେ ବୃଦ୍ଧାଙ୍କୁ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ !
୬୫ ବର୍ଷୀୟ ବୃଦ୍ଧା ଙ୍କୁ ଦୁଷ୍କର୍ମ ମାମଲା ର ମୁଖ୍ୟ ଅଭିଯୁକ୍ତ କୁ ଗିରଫ କଲା ଟାଉନ ପୋଲିସ୍। ଗତ ଏପ୍ରିଲ ୨୮ ତାରିଖରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବୃଦ୍ଧା ଜଣକ ନିଜ ନାତୁଣୀ ର ଦେହ ଖରାପ ଥିବା ରୁ ସେଠାରେ ଆଟେଣ୍ଡାଟ ହିସାବରେ ରହିଥିଲେ।
ଅଭିଯୁକ୍ତ ସେହି ରାତିରେ!-->!-->!-->…
ଦୋକାନ ଲୁଟି ଦୋକାନ କୁ ଜାଳିଦେଲେ ଦୁର୍ବୃତ୍ତ !
କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବାମ୍ମ ପଞ୍ଚାୟତ କିର୍ତ୍ତନପୁର ପରଂବ୍ରହ୍ମସାହି ଦୋକାନରୁ ଚୋରି କରିବା ସହ ଦୃର୍ବୁତ୍ତ ମାନେ ଦୋକାନକୁ ପୋଡି ଦେଇଥିବାର ଅଭିଯୋଗ ହୋଇଛି ।
କଙ୍କଡ଼ାହାଡ଼ରୁ ଡୋଲିଆ ଅଭିମୁଖେ ଯାତ୍ରା କଲେ କିର୍ତ୍ତନପୁର ମେନ୍ ରୋଡ କଡ଼ରେ ଶ୍ରୀ ପାତ୍ରଙ୍କ ଦୋକାନ ଟି!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୫୪ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 17 -07-2021Number of new Positive cases-54Institutional Quarantine-NilHome Quarantine- 40Local Contacts-NilIn Hospital-14
Block/ULB wise new Positive cases :
Hindol Block- 15( Nuabaga-2,!-->!-->!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୭୦ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 16 -07-2021Number of new Positive cases-70Institutional Quarantine-NilHome Quarantine- 56Local Contacts-NilIn Hospital-14
Block/ULB wise new Positive cases :
Dhenkanal Municipality-!-->!-->!-->!-->!-->!-->!-->…
ଭଗ୍ନ ଅବସ୍ଥାରେ ଶହୀଦ୍ ସ୍ମୃତି ସ୍ତମ୍ଭ, ସମ୍ମାନ ଖୋଜୁଛି ଶହୀଦ୍
ସଂଗ୍ରାମୀଙ୍କ ମାଟି ଢେଙ୍କାନାଳ ଜିଲ୍ଲା, ଜିଲ୍ଲା ର ବିଭିନ୍ନ ପ୍ରାନ୍ତର ଅନେକ ପୁଅ ଦେଶ ସୁରକ୍ଷାରେ ପ୍ରାଣବଳି ଦେଇଛନ୍ତି । ଏଠାରେ ଆରମ୍ଭ ହୋଇଥିବା ଗଡ଼ଜାତ ଆନ୍ଦୋଳନ ଆଜି ମଧ୍ୟ ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ । ଏଭଳି ସଂଗ୍ରାମୀଙ୍କୁ ମନେପକାଇବା ଏବଂ ସେମାନଙ୍କ ବୀରତ୍ୱର!-->!-->!-->…
ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ; ୩ ଆହତ
ଢେଙ୍କ।ନାଳ ଜିଲ୍ଲାରେ ଆଜି ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣ ଆହତ ହୋଇଛନ୍ତି ।
ଗଁଦିଆ ଥାନା ଢେଙ୍କାନାଳ-ଯୋରନ୍ଦା ରାସ୍ତାର ନେଉଳପୋଇ ଦଣ୍ଡାରଗଡି ଠାରେ ଆଜି ମଧ୍ୟାହ୍ନ ସମୟରେ ଗୋଟିଏ କାର୍ ଓ ଟିଭିଏସ୍ ମୋପେଡ୍ ମଧ୍ୟରେ ମୁହଁ। ମୁହିଁ ଧକ୍କ। ହୋଇଥିଲା । ଫଳରେ ଟିଭି ଏସ୍ ମୋପଡ଼!-->!-->!-->…
ବିଦ୍ୟୁତ କର୍ମଚାରୀ – ଗ୍ରାମବାସୀ ଙ୍କ ମଧ୍ୟରେ ବିବାଦ ଘଟଣା ;ବିଦ୍ୟୁତ କର୍ମଚାରୀ ଙ୍କୁ ମାଡ଼ ଅଭିଯୋଗରେ ୩ ଗିରଫ
ଗଁଦିଆ ଥାନା ଅନ୍ତର୍ଗତ ମନ୍ଦାର ପଂଚାୟତ ଦଲାର ଗ୍ରାମରେ ଗତ ମାସ ୨୯ ତାରିଖ ରେ ବିଦ୍ୟୁତ କର୍ମଚାରୀଙ୍କୁ ମାଡ଼ଘଟଣାରେ ଗୁରୁବାର ରାତି ରେ କବାଟ ହାଣି କାଳିଆ ଦେହୁରୀ ଙ୍କ ସହ ଆଉ ୨ ଜଣ ଙ୍କୁ ଗିରଫ କରିଛି ଗଁଦିଆ ପୋଲିସ ।
ସୂଚନା ଯୋଗ୍ୟ କି , ବିଦ୍ୟୁତ ବିଭାଗ ର କନିଷ୍ଟ ଯନ୍ତ୍ରୀ!-->!-->!-->…