Browsing Category
ଢେଙ୍କାନାଳ ଖବର
ଢେଙ୍କାନାଳ ଜିଲ୍ଲାରେ ୩୪ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 21-07-2021Number of new Positive cases-34Institutional Quarantine-NilHome Quarantine- 25Local Contacts-NilIn Hospital-09
Block/ULB wise new Positive cases :
Kamakhyanagar Block-!-->!-->!-->!-->!-->!-->!-->…
ଅଧା ରହିଗଲା ଘର ବାହୁଡା, ଟ୍ରକ ଧକ୍କା ରେ ବାଇକ୍ ଚାଳକଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଏନଏଚ ୫୩ ହାତିଲୁଚାଣି ନିକଟରେ ଏକ ବାଇକ୍ କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍ । ଘଟଣା ସ୍ଥଳରେ ହିଁ ବାଇକ୍ ଚାଳକ ଙ୍କ ମୃତ୍ୟୁ । ମୃତକ ହେଲେ ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଆର୍ତବନ୍ଧୁ ବିଶ୍ବାଳ । ସେ ଜଣେ ଏମସିଏଲ କର୍ମଚାରି। ସବୁଦିନ ଭଳି ଆଜି!-->…
ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ , ହତ୍ୟା ପରେ କଲା ଆତ୍ମସମର୍ପଣ
ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବାଜିଚୈକ ଛକ ନିକଟରେ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ରୋଡରେ ବାଡେଇ ବାଡେଇ ସ୍ବାମୀ ସ୍ତ୍ରୀକୁ ହତ୍ୟା କରିଛି । ହତ୍ୟା ପରେ ଅଭିଯୁକ୍ତ ସ୍ବାମୀ ଟାଉନ ଥାନାରେ ଆତ୍ମସମର୍ପଣ କରିଛି।
ଅଭିଯୁକ୍ତ ସ୍ବାମୀ ବଣସିଂହ ଗ୍ରାମର ସତ୍ୟବ୍ରତ ମହାଳିକ ୧୦ ବର୍ଷ ତଳେ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୭୫ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 20-07-2021Number of new Positive cases-75Institutional Quarantine-NilHome Quarantine- 57Local Contacts-NilIn Hospital-18
Block/ULB wise new Positive cases :
!-->!-->!-->!-->!-->!-->!-->!-->!-->…
କେନାଲରେ ବୁଡି ନାବାଳିକା ମୃତ !
ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ପଂଚାୟତ କଟା ଗାଁର କେନାଲରେ ଆଜି ଗାଁର ତପନ ମୁଣ୍ଡାଙ୍କ ଝିଅ ରାଧି ମୁଣ୍ଡା (୧୩) ଗାଧୋଇଲା ବେଳେ ଅସାବଧାନତା ହେତୁ କେନାଲ ରେ ବୁଡ଼ି ଯାଇଥିଲେ ।
ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲ ରେ ଭର୍ତ୍ତି କରିଥିଲେ!-->!-->!-->…
ଭାଙ୍ଗିଲା ରେଙ୍ଗାଳୀ ଡିଷ୍ଟ୍ୟୁବୁଟାରୀ କେନାଲ ; ୧୦ ଫୁଟର ଘାଇ !
ଭୁବନ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଧଳପଡା ପଂଚାୟତ ର ଧଳପଡା ଗ୍ରାମର ଚଣ୍ଡୀ ମନ୍ଦିର ନିକଟରେ ନିକଟରେ ଭାଙ୍ଗିଲାଭାଙ୍ଗିଲା ରେଙ୍ଗାଳୀ ଡିଷ୍ଟ୍ୟୁବୁଟାରୀ କେନାଲ ।
ଉଦଘାଟନ ଗୋଟିଏ ସପ୍ତାହ ପୁରିନଥିବା ବେଳେ ରେଙ୍ଗାଳୀ ବାମ ଚଣ୍ଡୀ ମନ୍ଦିର ନିକଟରେ ୧୦ ଫୁଟର ଘାଈ ଶୃଷ୍ଟି ହୋଇଛି।!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୪୧ ନୂଆ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
COVID-19 report of Dhenkanal District for 19-07-2021Number of new Positive cases-41Institutional Quarantine-NilHome Quarantine- 32Local Contacts-NilIn Hospital-09
Block/ULB wise new Positive cases :
Hindol !-->!-->!-->!-->!-->…
ଦନ୍ତାହାତୀ ର ମୃତଦେହ ଠାବ
ଦିନକୁ ଦିନ ବଢିଚାଲିଛି ହାତୀ ମୃତ୍ୟୁ ସଂଖ୍ୟା । କେତେବଳେ ଦାନ୍ତ ପାଇଁ ଯାଉଛି ଜୀବନ ତ କେତେବଳେ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜୀବନ ହାରୁଛନ୍ତି ଗଜରାଜ, ଗ୍ରାଫ ଦେଖିଲେ ଲାଗୁଛି ସତେ ଯେପରି ଲୋପ ପାଇଯିବେ ଗଜରାଜ । ଏଭଳି ଏକ ଦନ୍ତାହାତୀର ମୃତ ଦେହ ଠାବ କରାଯାଇଛି ।
ସୂଚନା!-->!-->!-->!-->!-->…
ଭୋଜି ଖାଇ ଯାଉଥିବା ବେଳେ ସଡ଼କ ଦୁର୍ଘଟଣା ; ୬ ଜଣ ଗୁରୁତର !
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଗ୍ରାମ ରୁ ଢେଙ୍କାନାଳ ଜିଲ୍ଲା ହୋନ୍ଦୋଳ ବ୍ଲକ ଦୁଦୁରକୋଟ ଗ୍ରାମ କୁ ବାହାଘର ଭୋଜି ପାଇଁ ଆସୁଥିବା ଏକ ବୋଲେରୋ ଗାଡି କପିଳାସ ରୋଡ଼ କାଇମାଟି ଛକରେ ଭାରସ୍ୟାମ ହରାଇ ଗଛ ରେ ପିଟିହେବା ଫଳରେ ୬ ଜଣ ଗୁରୁତର ହୋଇଛନ୍ତି । ତାଙ୍କୁ ଅଗ୍ନିକାଣ୍ଡ ଗାଡ଼ି ଯୋଗେ ଜିଲ୍ଲା!-->…
ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର !
ପଣ୍ଡୁଆ-ମାର୍ଥାପୁର ପୂର୍ତ୍ତ ବିଭାଗ ରାସ୍ତାର ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ବାରୁଆଁ ନିକଟରେ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର। ଗୁରୁତର ଆହତ ଯୁବକ ଦ୍ବୟ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ ମହୁଲଡଗର ଗାଁ ର ବଟ ବିରୁଆଙ୍କ ପୁତ୍ର ପିଣ୍ଟୁ ବିରୁଆ ଓ ମଧୁ ବାନ୍ଦ୍ରା ଙ୍କ ପୁଅ ନନ୍ଦୁ ବୋଲି!-->…