Browsing Category
ଢେଙ୍କାନାଳ ଖବର
ଭରଚୁଆଲ ଢେଙ୍କାନାଳ ବିଜେପି କାର୍ଯ୍ୟକାରିଣୀ ସଭା ଅନୁଷ୍ଠିତ
ଢ଼େଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ନରେଶ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସୀ ମାଧ୍ୟମରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l
ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-61Institutional Quarantine-NilHome Quarantine- 47Local Contacts-NilIn Hospital-14
Block/ULB wise new Positive cases :
Odapada block- 18(Ghatipiri-4, Brundabanpur-3, Indipur-2, Khuntijhari-2, Ostapal-2,!-->!-->!-->!-->!-->…
ବାଇକ୍ ଓ ହାଇୱା ମଧ୍ୟରେ ଦୁର୍ଘଟଣା, ଜଣେ ଗୁରୁତର ଜଣେ ମୃତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଛକ ରେଳବାଇ ଓଭର ବ୍ରିଜ ନିକଟରେ ଦୁର୍ଘଟଣା । ବାଇକ୍ ଓ ହାଇୱା ମଧ୍ୟରେ ଘଟିଲା ଦୁର୍ଘଟଣା । ଦୁର୍ଘଟଣା ରେ ଜଣେ ଗୁରୁତର ଓ ଆହତ ଜଣେ ମୃତ ।
ଗୁରୁତର ଜଣଙ୍କ ସୋଗରର ମଧୁ ମହାରଣା (୪୩) ହୋଇଥିବା ବେଳେ ମୃତକ ଜଣଙ୍କ ସାନୁ ଦେହୁରୀ ( ୨୩ ) । ଗୁରୁତର!-->!-->!-->!-->!-->…
ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମିତ ସଭାଗୃହ ଉଦଘାଟିତ
ମୋ ସ୍କୁଲ୍ ଅଭିଯାନରେ ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମିତ ସଭାଗୃହ ଉଦ୍ଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆଲୁମିନି ସଭାପତି ଗୁପ୍ରେଶ୍ଵର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ତାଙ୍କ!-->!-->!-->…
ବନପାଳଙ୍କ ଅଫିସ ଭିତରେ ପଶି ବନପାଳଙ୍କୁ ଠେଙ୍ଗାରେ ପିଟି ଲହୁଲୁହାଣ କଲେ ଯୁବକ
ବନପାଳଙ୍କ କାର୍ଯ୍ୟାଳୟ ଭିତରେ ପଶି ବନପାଳଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ମଦ୍ୟପ ଯୁବକ । ଏମିତି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ଅଧିନସ୍ଥ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ବନପାଳଙ୍କ କାର୍ଯ୍ୟାଳୟରେ । କାର୍ଯ୍ୟାଳୟରେ ବନପାଳ ଚନ୍ଦ୍ର ଶେଖର ବେହେରା ଖାଉଥିବା!-->…
ବଜ୍ରାଘାତରେ ଚାଷୀ ମୃତ, ୨ ଗୁରୁତର !
ଆଜି ବଜ୍ରାଘାତରେ ଜଣେ ଚାଷୀ ଙ୍କ ମୃତ୍ୟୁ ହୋଇଥିବା ବେଳେ, ଦୁଇ ଜଣ ଗୁରୁତର ହୋଇଛନ୍ତି l ମୃତକ ଜଣକ ହେଲେ ପରଜଙ୍ଗ ଥାନା ମହୁଲପଶି ଗାଁର ରାଜୁ ଲାମାଏ l ଗୁରୁତର ମାନେ ଗଡ଼ପଳାଶୁଣୀ ଗାଁର ସୁଶାନ୍ତ ମୁଦୁଲି ଏବଂ ପ୍ରାଣବନ୍ଧୁ ବେହେରା l
ସୂଚନା ଅନୁଯାୟୀ , ଆଜି ମଧ୍ୟାହ୍ନରେ ଚାଷୀ ମାନେ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
Number of new Positive cases-62Institutional Quarantine-NilHome Quarantine- 57Local Contacts-NilIn Hospital- 05
Block/ULB wise new Positive cases :
Hindol Block- 14(Dudurukote-2, Naukiari-2, Hatura-2, Thenga-2, Chitalpur-2,!-->!-->!-->!-->!-->…
ଘୁଷୁରୀ କିଣିବାକୁ ଯାଇ ଯୁବକ ମୃତ !
ଘୁଷୁରୀ କିଣିବାକୁ ଯାଇ ଯୁବକ ମୃତ । ମୃତ ଯୁବକ ଜଣକ ହେଲେ କଙ୍କଡାହାଡ଼ ଥାନା ଡ଼ଙ୍ଗାପାଳ ଗ୍ରାମ ର ମଟକା ମୁଣ୍ଡା l
ସୂଚନା ଅନୁଯାୟୀ , ମଟକା ଗତକାଲି ରାତିରେ ଘୁଷୁରୀ କିଣିବାକୁ କେଉଁଝର ଜିଲ୍ଲା ତେଲକୋଇ ଥାନା ରେକୁଟି ଗ୍ରାମ କୁ ଯାଇଥିଲେ । କିନ୍ତୁ କୌଣସି କାରଣ ରୁ ତାଙ୍କର ମୃତ୍ୟୁ!-->!-->!-->…
ବର୍ଷା ଦିନରେ କୂଅପାଣି ବନ୍ଦ ; ଥାନା ର ଦ୍ୱାରସ୍ଥ ଅଭିଯୋଗକାରୀ
ଭୁବନ ବ୍ଲକ ଧଳପଡା ପଂଚାୟତ ଅନଳ ଗ୍ରାମ ର ଗୋଟିଏ ପରିବାର କୁ କୂଅ ରୁ ପାଣି ନଦେବାରୁ ସେମାନେ ଥାନା ର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।ଅନଳ ଗ୍ରାମର ସୁରେନ୍ଦ୍ର ସାହୁ ଙ୍କ ପତ୍ନୀ ଅନ୍ନପୂର୍ଣ୍ଣ। ସାହୁ ଦଣ୍ଡକାଳୀ ପୀଠ ନିକଟରେ ପନ୍ଦର ବର୍ଷ ହେଲା ଘର କରି ସର୍ବସାଧାରଣ ଙ୍କ ନିମନ୍ତେ!-->…
ଦୁଇ ବାଇକ ମୁହାଁ ମୁହିଁ ଧକ୍କା ; ୧ ଶିଶୁ ସମେତ ୫ ଗୁରୁତର
ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଟଗାଁ-ବିରାଶାଳ ରାସ୍ତାର ହଳଦୀକୁଣ୍ଡି ଗାଁ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କାରେ ୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ବାଟଗାଁର ବାବୁଲି ଦେହୁରୀ ,ଅଶାନ୍ତି ଦେହୁରୀ ,ସିପ୍ ଦେହୁରୀ ଏବଂ ସାଦୁଆମୁଣ୍ଡା ଗାଁର ହରିଶ୍ଚନ୍ଦ୍ର କଲଣ!-->…